ପଦାରେ ପଡି ହାଟରେ ଗଡିଲା Babushan-Prakruti ଙ୍କ ଅନୈତିକ ପ୍ରେମ ସମ୍ପର୍କ, ପ୍ରକୃତିଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ପିଟିଲେ ବାବୁଶାନଙ୍କ ପତ୍ନୀ Trupti, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଅଛି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଏହି ଦୃଶ୍ୟଟି ହେଉଅଛି ଓଡିଆ ଇଣ୍ଡଷ୍ଟ୍ରୀର ନାମିଦାମୀ ନାୟକ ବାବୁଶାନ ଏବଂ ନାୟିକା ପ୍ରକୃତି ମିଶ୍ର ଏବଂ ବାବୁଶାନ ଙ୍କ ସ୍ତ୍ରୀ ମଧ୍ୟରେ । ତେବେ କୌଣସି ଏକ ସୂଚନା ଅନୁଯାୟୀ ବାବୁଶାନ ଦୀର୍ଘ ଦିନ ଧରି ପ୍ରକୃତିଙ୍କ ପ୍ରେମରେ ପଡି ନିଜ ସ୍ତ୍ରୀ ପ୍ରତି ଅସାଦ ଆଚରଣ ଦେଖାଇ ଆସୁଥିଲେ । କିନ୍ତୁ ଏହି ସମ୍ପର୍କଟି ବାହାରକୁ ଆସିନଥିଲା ।

ବାବୁଶାନଙ୍କ ସ୍ତ୍ରୀ କୌଣସି ମଧ୍ୟମରେ ସୂଚନା ପାଇ ରାଜରାସ୍ତାରେ କାର ଭିତରେ ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କୁ ଧରିଥିଲେ । ଏହାପରେ ବାବୁଶାନଙ୍କ ସ୍ତ୍ରୀ ପ୍ରକୃତି ମିଶ୍ରଙ୍କୁ କାର ଭିତରେ ପଶି ପିଟିବାକୁ ଲାଗିଲେ । ଏବଂ ସେ କହିଛନ୍ତି ଯେ ମୋ ପରିବାର ଧ୍ଵଂସ କରିଛି ଇଏ ! ପ୍ରତି ଉତ୍ତରରେ ପ୍ରକୃତି କହିଛନ୍ତି ଯେ ପାଗଳ ହେଇଯାଇଛନ୍ତି ।

ମାତ୍ର ପ୍ରେମମ ସିନେମା କରୁ କରୁ ପ୍ରେମ ଆରମ୍ଭ ହେଲା କି ବାବୁଶାନ ଙ୍କ ସହିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାବୁଶାନଙ୍କ ସ୍ତ୍ରୀ ବାବୁଶାନଙ୍କୁ ଗାଡିରୁ ବାହାରକୁ ବାହାରିବ ନିମତେ କହିଥିଲେ । ମାତ୍ର ଗାଡି ଭିତରେ ପ୍ରକୃତି ମଧ୍ୟ ବସିଥିବାର ନଜର ଆସିଥିଲେ । ବାବୁଶାନ ତାଙ୍କ ସ୍ତ୍ରୀ ଙ୍କୁ ରାଗି କହିଥିଲେ ଯେ ତୁ ୩ ବର୍ଷ ହେଲାଣି ତୋ ରଙ୍ଗ ଦେଖାଉଛୁ ଘରେ ବସି ।

ସମସ୍ତେ ଜାଣିଛନ୍ତି ତୁ କେଉଁ ପଇସା ରୋଜଗାର କରୁଛୁ ? ମାତ୍ର ଦୀର୍ଘ ଦିନ ଧରି ନିଜ ପତ୍ନୀ ଙ୍କୁ ଛାଡି ବାବୁଶାନ ଅନ୍ୟତ୍ର ରହିବାର ଖବର ମିଳିଛି ପତ୍ନୀଙ୍କର କୌଣସି କଥା ମଧ୍ୟ ବୁଝୁ ନଥିଲେ ସେ । ଏବଂ ତାଙ୍କ ପତ୍ନୀ ତାଙ୍କୁ ଧରିବା ନିମନ୍ତେ ଇଆଡେ ସିଆଡେ ବୁଲୁଥିଲେ । ତେବେ ଏହି ଘଟଣାଟି ସତ୍ୟନାଗର ଅଞ୍ଚଳର ପାଢୀ ଟ୍ଵିଉଟରିଆଲ ସାମ୍ନାରେ ଘଟିଥିବାର ସୂଚନା ମିଳିଛି ।

ପ୍ରାୟ ୨ ଘଣ୍ଟା ହେବ ଏହିଭଳି ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଥିବା ଯେଉଁଥିରେ ବାବୁଶାନଙ୍କ ପତ୍ନୀ ପ୍ରକୃତିଙ୍କ ଚୁଟି ଭିଡି ଧରିଛନ୍ତି । ଏବଂ ତାଙ୍କୁ ଠେଲାପେଲା କରୁଥିଲେ । ତେବେ ଷ୍ଟାର ତରକା ମାନଙ୍କର କଳି ବର୍ତ୍ତମାନ ରାଜରାସ୍ତାରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *