15 Gk Questions & Answers: ଓକିଲ ପୁଅର ଆକ୍ସିଡେଣ୍ଟ ହେଇଗଲା ମେଡିକାଲ ଗଲା ପରେ ଡାକ୍ତର କହିଲା ଇଏ ମୋ ପୁଅ, ଏହା କିପରି ସମ୍ଭବ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଆଇଏସ ଇଣ୍ଟର୍ବ୍ୟୁରେ ପଚରା ଯାଇଥିବା ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ପ୍ରଥମ ଡିଜିଟାଲ କମ୍ପୁଟରର ନାମ କଣ ?

ଉତ୍ତର- ପ୍ରଥମ ଡିଜିଟାଲ କମ୍ପୁଟରର ନାମ ହେଉଛି ୟୁନିଭାକ୍ ।

୨. ୟୁନିଭାକ୍ କେବେ ନିର୍ମାଣ ହୋଇଥିଲା ?

ଉତ୍ତର- ୟୁନିଭାକ୍ ୧୯୫୨ ମସିହାରେ ନିର୍ମାଣ ହୋଇଥିଲା ।

୩. ”ଲଗାରିଦମ”ର ପ୍ରବାର୍ତ୍ତା କିଏ ?

ଉତ୍ତର- ”ଲଗାରିଦମ”ର ପ୍ରବାର୍ତ୍ତା ହେଉଛନ୍ତି ଜନ୍ ନାପର ।

୪. ଏପରି କେଉଁ ପ୍ରାଣୀ ରହିଛି ଯିଏ ନିଜ ଜିଭ ଦ୍ଵାରା ନିଶ୍ଵାସ ନେଇଥାଏ ?

ଉତ୍ତର- ସାପ ସବୁବେଳେ ନିଜ ଜିଭ ଦ୍ଵାରା ନିଶ୍ଵାସ ନେଇଥାଏ ।

୫. ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ କଣ ?

ଉତ୍ତର- ଦୁନିଆରେ ରାଜ୍ କରୁଥିବା ପ୍ରଥମ ରାଜାଙ୍କ ନାମ ହେଉଛି ସରଗୋନ ଦଗ୍ରେଟ ।

୬. ରାଷ୍ଟ୍ରଗୀତ ପ୍ରଥମେ କେବେ ଗାନ କରାଯାଇଥିଲା ?

ଉତ୍ତର- ରାଷ୍ଟ୍ରଗୀତ ପ୍ରଥମେ ୧୯୧୧ ମସିହାରେ ଗାନ କରାଯାଇଥିଲା ।

୭. ଏପରି କେଉଁ ଟେବଲ ଅଛି ଯାହାକୁ ଆମେ ଖାଇଥାଉ ?

ଉତ୍ତର- ଭେଜିଟେବୁଲ ଯାହାକୁ ଆମେ ମାନେ ଖାଇ ଥାଉ ।

୮. ଅଯୋଧ୍ୟାର ପୁରୁଣା ନାମ କଣ ଥିଲା ?

ଉତ୍ତର- ଅଯୋଧ୍ୟାର ପୁରୁଣା ନାମ ହେଉଛି ସାକେତ ।

୯. ଭାରତର କେଉଁ ନଦୀରେ ହୀରା ମିଳିଥାଏ ?

ଉତ୍ତର- ଭାରତର କୃଷ୍ଣା ନଦୀରେ ହୀରା ମିଳିଥାଏ ।

୧୦. ବିଶ୍ଵର ଏଭଳି କେଉଁ ଦେଶ ରହିଛି ଯିଏ ଆଜି ପର୍ଯ୍ୟନ୍ତ ଅନ୍ୟ କେଉଁ ଦେଶର ଗୁଲାମ ହୋଇନାହିଁ ?

ଉତ୍ତର- ନେପାଳ ହେଉଛି ବିଶ୍ଵର ଏକ ଏପରି ଦେଶ ଯିଏ ଆଜି ପର୍ଯ୍ୟନ୍ତ କେଉଁ ଦେଶର ଗୁଲାମ ହୋଇ ନାହିଁ ।

୧୧. କେଉଁ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି ?

ଉତ୍ତର- ସନ୍ ମାରିନୋ ଦେଶରେ ଦୁଇଟି ରାଷ୍ଟ୍ରପତି ଅଛନ୍ତି ।

 

୧୨. କେଉଁ ସାପ ବସା ତିଆରି କରି ରହିଥାଏ ?

ଉତ୍ତର- କିଙ୍ଗ କୋବ୍ରା ସାପ ବସା ତିଆରି କରି ରହିଥାଏ ।

୧୩. ତମବାଖୁରେ କେଉଁ ହାନିକାରକ ତତ୍ଵ ରହିଥାଏ ?

ଉତ୍ତର- ତମବାଖୁରେ ନିକୋଟିନ ନାମକ ହାନିକାରକ ତତ୍ଵ ରହିଥାଏ ।

୧୪. ଓକିଲ ପୁଅର ଆକ୍ସିଡେଣ୍ଟ ହେଇଗଲା ମେଡିକାଲ ଗଲାପରେ ଡାକ୍ତର କହିଲେ ଇଏ ମୋ ପୁଅ ଏହା କିପରି ସମ୍ଭବ ?

ଉତ୍ତର- ଓକିଲ ହେଉଛି ପୁଅର ବାପା ଓ ଡାକ୍ତର ହେଉଛି ପୁଅର ମା ।

Leave a Reply

Your email address will not be published. Required fields are marked *