ସ୍ତ୍ରୀ ବଦଳରେ ଶାଶୁକୁ ବରଣ ମାଳା ପିନ୍ଧାଇଲା ଜ୍ଵାଇଁ, ଭାଇରାଲ ଭିଡିଓ ଦେଖିଲେ ହସି ହସି ଗଡିଯିବେ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । କଥାରେ ଅଛି ମଦ ନିଶ୍ଚା କଣ ନକରେ ପେଟରେ ନାଲି ପାଣି ପଡିଗଲେ କଥା ସରିଲା । ସ୍ଥାନ, କାଳ, ପାତ୍ର ସବୁ ଭୁଲି ମଣିଷ କଣ କରେ ଏ କଥା ସେ ନିଜେ ବି ଜାଣି ପାରେ ନାହିଁ ।

ଆଉ ଏଭଳି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ବି ଦେଖନ୍ତୁ ଏହି ଭାଇରାଲ ଭିଡିଓକୁ । କେମିତି ଜଣେ ମଦ୍ୟପ ବର ନିଜ କନ୍ୟାଙ୍କ ବେକରେ ଫୁଲମାଳ ପକାଇବା ପରିବର୍ତ୍ତେ ନିଜ ଶାଶୁଙ୍କ ବେକରେ ବାହାଘର ବେଦିରେ ଫୁଲମାଳ ପକାଉ ଛନ୍ତି । ଆଉ ଏହି ଭିଡିଓଟି ଏବେ ସୋସିଆଲ ମିଡିଆ ଦ୍ଵାରା ମୋବାଇଲ କୁ ମୋବାଇଲ ଘୁରି ବୁଲୁଛି ।

ସୋସିଆଲ ମିଡିଆରେ ଆପଣ ମଦ୍ୟପ ଓ ମଦ୍ୟପାନକାରୀଙ୍କ ଅନେକ ଭିଡିଓ ଦେଖିଥିବେ । କିଏ ରାସ୍ତାରେ ଶୋଇ ପଡିଥିବା ଆଉ କିଏ ଡ୍ୟାନ୍ସ କରୁଥିବାର । ହେଲେ ଏହି ଭିଡିଓ ପୁରା ଭିନ୍ନ ରହିଛି । ଏହି ଭିଡିଓରେ ବର ଜଣକ ପ୍ରବଳ ମଦ ପିଇ ବିବାହ କରିବାକୁ ଯାଇଛନ୍ତି । ସେହି ସମୟରେ ସେ ବରମାଳ ସ୍ତ୍ରୀ ବେକରେ ପକାଇବା ପରିବର୍ତ୍ତେ ନିଜ ଶାଶୁ ବେକରେ ପକାଉ ଛନ୍ତି ।

ତେବେ ମଣ୍ଡପରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଆଉ କିଛି ସମୟ ମଧ୍ୟରେ ସେ ଝିଅ ବେକରେ ବରମାଳ ପକାଇବାକୁ ଚେଷ୍ଟା କରୁଛନ୍ତି ହେଲେ ମଦରେ ଟୁଲ ଥିବାରୁ ସେ ପଡି ଯାଉଛନ୍ତି । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *