ଜିଲ୍ଲାପାଳ (IAS Officer)ମାନଙ୍କର ଦରମା କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ IAS ଅଫିସର ପଦବୀ ବିଷୟରେ ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ ଏହି ଚାକିରି ହେଉଛି ବର୍ତ୍ତମାନ ଭାରତର ସବୁଠାରୁ ବଡ ପଦବୀ । ଏହି ପଦବୀରେ ଥିବା ଲୋକମାନଙ୍କ ପାଖରେ ସବୁକିଛି ପାୱାର ଥାଏ ଗୋଟେ ଅଞ୍ଚଳର ଉନ୍ନତି କରିବା ପାଇଁ । ସେମାନଙ୍କ ପାଇଁ ଏକ ରାଜ୍ୟ ଓ ଦେଶ ଭଲ ଭାବରେ ଚଳି ପାରୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ IAS ଅଫିସରଙ୍କ ପ୍ରମୋଶନ ଓ ଶ୍ୟାଲେରୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ IAS ଅଫିସର ମାନଙ୍କ ଶ୍ୟାଲେରୀ ସମାନ ନ ଥାଏ । ପ୍ରତିବର୍ଷ ଶିବିଲ ସର୍ଭିସ ଏକ୍ସାମ ମାଧ୍ୟମରେ ୧୫୦ଟି IAS ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥାଏ । ବନ୍ଧୁଗଣ ଏହା ପରେ ସେମାନଙ୍କୁ ତିନି ଗୋଟି କ୍ୟାଟେଗୋରୀରେ ଚାକିରି ମିଳିଥାଏ । ପ୍ରଥମଟି ହେଲା ଡିଷ୍ଟ୍ରିକ ଆଡମିନିଷ୍ଟ୍ରେସନ, ଦ୍ଵିତୀୟଟି ହେଲା ଷ୍ଟେଟ ସେକ୍ରେଟେରିଏଟ ଓ ତୃତୀୟଟି ହେଲା ସେଣ୍ଟ୍ରାଲ ସେକ୍ରେଟେରିଏଟ ।


ବନ୍ଧୁଗଣ ସିଲେକ୍ସନ ହେବା ପରେ ଯଦି ଡିଷ୍ଟ୍ରିକ ଆଡମିନିଷ୍ଟ୍ରେଟର ହୋଇ ରହିବେ ତା ହେଲେ ତାଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ସବ- ଡିଭିଜନାଲ ମାଜିଷ୍ଟ୍ରେଟ ହୋଇ ରହିବାକୁ ପଡିବ, ବନ୍ଧୁଗଣ ଏହା ପରେ ସେମାନଙ୍କ ପ୍ରମୋଶନ ହେବ । ବନ୍ଧୁଗଣ IAS ଅଫିସର ମାନଙ୍କର ବେସିକ ଶ୍ୟାଲେରୀ ସମାନ ଥାଏ, ତଥା ୫୭,୦୦୦ ଟଙ୍କା । ଏହା ସହିତ ସେମାନଙ୍କୁ ଘର ଖର୍ଚ ଓ ଟ୍ରାଭେଲିଙ୍ଗ ଖର୍ଚ ମଧ୍ୟ ମିଳିଥାଏ ।

ବନ୍ଧୁଗଣ ଯଦି ଏକ IAS ଅଫିସରର ନିଯୁକ୍ତି ଏକ ବଡ ସହର ବା ଯେଉଁଠି ୫୦ ଲକ୍ଷ ଲୋକ ଥିବେ ସେହି ସ୍ଥାନରେ ହୁଏ ତା ହେଲେ ସେମାନଙ୍କୁ ସେହି ସ୍ଥାନ ଅନୁସାରେ ଅଧିକ ଟଙ୍କା ମିଳିଥାଏ । ବନ୍ଧୁଗଣ ବଡ ସହର ଅନୁସାରେ ସେମାନଙ୍କୁ ରହିବା ଖର୍ଚ ମଧ୍ୟ ବହୁତ ଅଧିକ ମିଳିଥାଏ । ଏହି ସହର ଗୁଡିକୁ ତିନି ଭାଗରେ ବିଭକ୍ତ କରାଯାଇଛି ତଥା ମେଟ୍ରୋ ସିଟି, ଅରବାନ ସିଟି ଓ ରୁରାଲ ସିଟି । ବନ୍ଧୁଗଣ ମେଟ୍ରୋ ସିଟି ହେଲା ବଡ ସହର, ଅରବାନ ସିଟି ହେଲା ଉଭୟ ଗାଁ ଓ ଟାଉନ ଥିବା ସହର ଏବଂ ରୁରାଲ ଏରିଆ ହେଉଛି ସଂପୂର୍ଣ୍ଣ ଗ୍ରାମଅଞ୍ଚଳ ।

ତେଣୁ ବନ୍ଧୁଗଣ ଏହି ସମସ୍ତ ସ୍ଥାନ ଅନୁସାରେ ସେମାନଙ୍କୁ ରହିବା ଓ ଟ୍ରାଭେଲିଙ୍ଗ ଖର୍ଚ ମିଳିଥାଏ । ହେଲେ ସେମାନଙ୍କ ବେସିକ ଶ୍ୟାଲେରୀ ସମାନ ଥାଏ । ବନ୍ଧୁଗଣ ସମସ୍ତ ସହରକୁ ନଜରରେ ରଖି ସେମାନଙ୍କ ସଂପୂର୍ଣ୍ଣ ଶ୍ୟାଲେରୀ ଅଧିକ ଥାଏ । ଆସନ୍ତୁ ଜାଣିବା ସେହି ମୋଟ ଶ୍ୟାଲେରୀ ବିଷୟରେ ।

ବନ୍ଧୁଗଣ ମେଟ୍ରୋ ସିଟିରେ ସଂପୂର୍ଣ୍ଣ ଶ୍ୟାଲେରୀ ମିଳେ ୭୯,୫୬୯ ହଜାର , ଅରବାନ ଏରିଆରେ ମୋଟ ଶ୍ୟାଲେରୀ ମିଳେ ୭୧,୪୮୧ ହଜାର ଓ ରୁରାଲ ଏରିଆରେ ମୋଟ ଶ୍ୟାଲେରୀ ହେଉଛି ୬୬,୯୯୩ ହଜାର ଟଙ୍କା । ବନ୍ଧୁଗଣ ଏହା ଥିଲା ସେମାନଙ୍କର ଆରମ୍ଭ ସ୍ୟାଲେରୀ । ଯେତେବେଳେ ସେମାନଙ୍କ ପ୍ରମୋଶନ ହୋଇଥାଏ ସେତେବେଳେ ସେମାନଙ୍କ ଶ୍ୟାଲେରୀ ୨.୫ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ହୋଇଥାଏ । ଏହି ସବୁକୁ ଦ୍ରୁଷ୍ଟିରେ ରଖିଲେ ଆମ ଓଡିଶାର ଜିଲ୍ଲା ପାଳଙ୍କ ଶ୍ୟାଲେରୀ ହେଉଛି ୨.୫ ଲକ୍ଷରୁ ୩ ଲକ୍ଷ ମଧ୍ୟରେ ଅଟେ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *