ଓଡିଆ ଜୋକ୍ସ: ଦିନେ ରାତିରେ ଛାଡପତ୍ର ହେଇ ସାରିଥିବା ପଡୋସନ ସଜବାଜ ହେଇ ମୋନୁ ଘରକୁ ଆସିଲା ଓ ରୋମାଣ୍ଟିକ ହେଇ କହିଲା- ଆଉ ଏକୁଟିଆ ଏକୁଟିଆ ରହି ହେଉ ନାହିଁ, କଣ ଆଜି ତୁମେ ଫ୍ରୀ ଅଛ…

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Jokes-1

ବସ ରେ ଗୋଟିଏ ପୁଅ ଗୋଟିଏ ଝିଅ ପାଖରେ ଠିଆ ହେଇଥିଲା

ଅଚାନକ ପୁଅଟି ଝିଅକୁ କମେଣ୍ଟ ମାରିଲା

ପୁଅ- କେମିତି ଅଛ ଡାର୍ଲିଂ

ଝିଅ- ତୋ ଘରେ କଣ ମା’ ଭଉଣୀ ନାହାନ୍ତି ?

ପୁଅ- ନା

ଝିଅ- ତ ଘରକୁ ନେଇ ଚାଲ ନା ପାଗଲ

ଏଠି କାହିଁକି ଟାଇମ ଖରାପ କରୁଛୁ

Jokes-2

ଝିଅ – ତୋ ପୂର୍ବରୁ ବି ଆଉ ଗୋଟିଏ ବୟଫ୍ରେଣ୍ଡ ଥିଲା ମୋର ….

ପୁଅ- କିଛି କଥା ନାହିଁ, ମୁଁ ତିନି ଭାଇରେ ସବୁଠୁ ସାନ ଅଟେ !

ଝିଅ- ତ ?

ପୁଅ- SECOND HAND ଜିନିଷର ଅଭ୍ଯାସ ଅଛି ମୋର !!

Jokes-3

ପପୁ ଜଲିପି ବିକୁଥିଲା କିନ୍ତୁ କହୁଥିଲା

ଆଳୁ ନିଅ ଆଳୁ ….

ରାହୁଲ- କିନ୍ତୁ ଏ ତ ଜଲିପି

ପପୁ- ଚୁପ ହେଇଯା !! ନହେଲେ ମାଛି ଆସିଯିବେ

Jokes-4

ପ୍ରାଇମେରୀ କ୍ଳାସ ରେ ଶିକ୍ଷକ ଗଣିତ ଶିଖାଉଥିଲେ …

ଶିକ୍ଷକ- ପୁଅ, ମାନି ନେ କି ମୁଁ ତତେ 10 ଟି ଲଡୁ ଦେଲି

ପପୁ- କାହିଁକି ମାନିବି, ତୁମେ ତ ମତେ ଗୋଟିଏ ବି ଦେଇ ନାହଁ ?

ଶିକ୍ଷକ- ଆରେ ମାନି ନେ ନା !! ମାନିଗଲେ ତୋ ବାପାର କଣ ଯାଉଛି ?

ପପୁ- ଠିକ ଅଛି

ଶିକ୍ଷକ- ସେଥିରୁ 5 ଟା ତୁ ମତେ ଫେରେଇଦେଲୁ

ତେବେ କହ ତୋ ପାଖରେ ଆଉ କେତେ ଟା ଲଡୁ ରହିଲା ?

ପପୁ- 20

ଶିକ୍ଷକ- କେମିତି ହେଲା ?

ପପୁ- ମାନି ନିଅ ନା!! ମାନିନେଲେ ତୁମ ବାପାର କଣ ଯାଉଛି

Jokes-5

ସ୍ତ୍ରୀ- ଦେଖ ମୁଁ ଏହାକୁ ଗତ ୧୦ ବର୍ଷରୁ ପିନ୍ଧୁଛି

ତଥାପି ଏହାର ଫିଟିଙ୍ଗ ଯେମିତି କୁ ସେମିତି ଅଛି ଓ ତୁମେ

ମତେ ସବୁବେଳେ ମୋଟି କହୁଛ

ସ୍ଵାମୀ- ଭଗବାନଙ୍କୁ ଡର….ଏହା ଗୋଟିଏ ଶାଲ

Jokes-6

ଶିକ୍ଷକ କ୍ଳାସ ରେ ପିଲାମାନଙ୍କୁ ପଚାରିଲେ….

ଶିକ୍ଷକ- ତାଜମହଲ ପରେ ଭାରତରେ ତିଆରି ହେଇଥିବା

ଦ୍ଵିତୀୟ ସବୁଠୁ ବଡ ପ୍ରତୀକ କଣ ଅଟେ ?

ପପୁ ହାତ ଉଠାଇଲା….

ଶିକ୍ଷକ- କହ ପପୁ

ପପୁ- ରାମ ରହୀମ ର ଗୁମ୍ଫା

Jokes-7

ଦିନେ ରାତିରେ ଛାଡପତ୍ର ହେଇ ସାରିଥିବା ପଡୋସନ

ସଜବାଜ ହେଇ ମୋନୁ ଘରକୁ ଆସିଲା ଓ ରୋମାଣ୍ଟିକ ହେଇ କହିଲା-

ଆଉ ଏକୁଟିଆ ଏକୁଟିଆ ରହି ହେଉ ନାହିଁ,

କଣ ଆଜି ତୁମେ ଫ୍ରୀ ଅଛ

ମୋନୁ ବି ରୋମାଣ୍ଟିକ ହେଇଗଲା ଓ କହିଲା- ହଁ

ପଡୋସନ- ଆଜି ରାତିରେ ମୋ ପିଲାଙ୍କ ଧ୍ୟାନ ରଖିବ !!! ପ୍ଳିଜ

ମୁଁ ବାହାରକୁ ଯାଉଛି ଡିନର ପାଇଁ

ଓ ତା ସହିତ ସାଙ୍ଗମାନଙ୍କ ସହ ଲାଇଫ ଏନଜୟ କରିବି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *