ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
Jokes-1
ବସ ରେ ଗୋଟିଏ ପୁଅ ଗୋଟିଏ ଝିଅ ପାଖରେ ଠିଆ ହେଇଥିଲା
ଅଚାନକ ପୁଅଟି ଝିଅକୁ କମେଣ୍ଟ ମାରିଲା
ପୁଅ- କେମିତି ଅଛ ଡାର୍ଲିଂ
ଝିଅ- ତୋ ଘରେ କଣ ମା’ ଭଉଣୀ ନାହାନ୍ତି ?
ପୁଅ- ନା
ଝିଅ- ତ ଘରକୁ ନେଇ ଚାଲ ନା ପାଗଲ
ଏଠି କାହିଁକି ଟାଇମ ଖରାପ କରୁଛୁ
Jokes-2
ଝିଅ – ତୋ ପୂର୍ବରୁ ବି ଆଉ ଗୋଟିଏ ବୟଫ୍ରେଣ୍ଡ ଥିଲା ମୋର ….
ପୁଅ- କିଛି କଥା ନାହିଁ, ମୁଁ ତିନି ଭାଇରେ ସବୁଠୁ ସାନ ଅଟେ !
ଝିଅ- ତ ?
ପୁଅ- SECOND HAND ଜିନିଷର ଅଭ୍ଯାସ ଅଛି ମୋର !!
Jokes-3
ପପୁ ଜଲିପି ବିକୁଥିଲା କିନ୍ତୁ କହୁଥିଲା
ଆଳୁ ନିଅ ଆଳୁ ….
ରାହୁଲ- କିନ୍ତୁ ଏ ତ ଜଲିପି
ପପୁ- ଚୁପ ହେଇଯା !! ନହେଲେ ମାଛି ଆସିଯିବେ
Jokes-4
ପ୍ରାଇମେରୀ କ୍ଳାସ ରେ ଶିକ୍ଷକ ଗଣିତ ଶିଖାଉଥିଲେ …
ଶିକ୍ଷକ- ପୁଅ, ମାନି ନେ କି ମୁଁ ତତେ 10 ଟି ଲଡୁ ଦେଲି
ପପୁ- କାହିଁକି ମାନିବି, ତୁମେ ତ ମତେ ଗୋଟିଏ ବି ଦେଇ ନାହଁ ?
ଶିକ୍ଷକ- ଆରେ ମାନି ନେ ନା !! ମାନିଗଲେ ତୋ ବାପାର କଣ ଯାଉଛି ?
ପପୁ- ଠିକ ଅଛି
ଶିକ୍ଷକ- ସେଥିରୁ 5 ଟା ତୁ ମତେ ଫେରେଇଦେଲୁ
ତେବେ କହ ତୋ ପାଖରେ ଆଉ କେତେ ଟା ଲଡୁ ରହିଲା ?
ପପୁ- 20
ଶିକ୍ଷକ- କେମିତି ହେଲା ?
ପପୁ- ମାନି ନିଅ ନା!! ମାନିନେଲେ ତୁମ ବାପାର କଣ ଯାଉଛି
Jokes-5
ସ୍ତ୍ରୀ- ଦେଖ ମୁଁ ଏହାକୁ ଗତ ୧୦ ବର୍ଷରୁ ପିନ୍ଧୁଛି
ତଥାପି ଏହାର ଫିଟିଙ୍ଗ ଯେମିତି କୁ ସେମିତି ଅଛି ଓ ତୁମେ
ମତେ ସବୁବେଳେ ମୋଟି କହୁଛ
ସ୍ଵାମୀ- ଭଗବାନଙ୍କୁ ଡର….ଏହା ଗୋଟିଏ ଶାଲ
Jokes-6
ଶିକ୍ଷକ କ୍ଳାସ ରେ ପିଲାମାନଙ୍କୁ ପଚାରିଲେ….
ଶିକ୍ଷକ- ତାଜମହଲ ପରେ ଭାରତରେ ତିଆରି ହେଇଥିବା
ଦ୍ଵିତୀୟ ସବୁଠୁ ବଡ ପ୍ରତୀକ କଣ ଅଟେ ?
ପପୁ ହାତ ଉଠାଇଲା….
ଶିକ୍ଷକ- କହ ପପୁ
ପପୁ- ରାମ ରହୀମ ର ଗୁମ୍ଫା
Jokes-7
ଦିନେ ରାତିରେ ଛାଡପତ୍ର ହେଇ ସାରିଥିବା ପଡୋସନ
ସଜବାଜ ହେଇ ମୋନୁ ଘରକୁ ଆସିଲା ଓ ରୋମାଣ୍ଟିକ ହେଇ କହିଲା-
ଆଉ ଏକୁଟିଆ ଏକୁଟିଆ ରହି ହେଉ ନାହିଁ,
କଣ ଆଜି ତୁମେ ଫ୍ରୀ ଅଛ
ମୋନୁ ବି ରୋମାଣ୍ଟିକ ହେଇଗଲା ଓ କହିଲା- ହଁ
ପଡୋସନ- ଆଜି ରାତିରେ ମୋ ପିଲାଙ୍କ ଧ୍ୟାନ ରଖିବ !!! ପ୍ଳିଜ
ମୁଁ ବାହାରକୁ ଯାଉଛି ଡିନର ପାଇଁ
ଓ ତା ସହିତ ସାଙ୍ଗମାନଙ୍କ ସହ ଲାଇଫ ଏନଜୟ କରିବି
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।