Odia Jokes- ପପୁ ନିଜ ପଡୋଶୀ ମହିଳାକୁ କିସ୍ କରୁଥିଲା, ପଡୋଶୀ ମହିଳା- ଆଉ ଗୋଟେ କର ନା ! ପପୁ- ନା… ମତେ ଡର ଲାଗୁଛି…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜ କାମ ପାଇଁ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ନିଜ କାମ ପାଇଁ ଲୋକମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ଲୋକମାନେ ନିଜର ବ୍ୟସ୍ତବହୁଳ ଜୀବନରେ ନିଜର ମନୋରଞ୍ଜନ ବିଷୟରେ ଭୁଲିଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତବହୁଳ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣ ମାନଙ୍କ ପାଇଁ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ସାନ୍ତା ପଚାରିଲା ବାନ୍ତାକୁ…

ସାନ୍ତା- କ୍ଷୀରରେ ଅଧିକ ଶକ୍ତି ଥାଏ ନା ବି-ୟ-ର-ରେ ?

ବାଣ୍ଟା- ବି-ୟ-ର-ରେ ।

ସାନ୍ତା- କେମିତି ?

ବାଣ୍ଟା- ଗୋଟେ ଗ୍ଳାସ କ୍ଷୀର ପିଇକି ତୁ କାନ୍ଥକୁ ହଲେଇ ପାରିବୁ ନାହିଁ

ହେଲେ ଗୋଟେ ଗ୍ଳାସ ବି-ୟ-ର ପିଇବା ପରେ ତୁ କାନ୍ଥକୁ ଯେତେବେଳେ ଦେଖିବୁ ସେତେବେଳେ କାନ୍ଥ ହଲୁଥିବ !!

୨. ଗୋଟେ ଲୋକ ବର୍ଷାରେ ଓଦା ହେଇ ରାସ୍ତାରେ ଧୀରେ ଧୀରେ ଯାଉଥିଲା

ସେହି ସମୟରେ ଗୋଟେ ଝିଅ ଛତା ନେଇ ଆସୁଥିଲା…

ଝିଅ କହିଲା- ଆପଣ ଚାହିଁଲେ ମୋ ଛତା ତଳକୁ ଆସିପାରିବେ !

ଲୋକ- ନାହିଁ ଭଉଣୀ ମୁ ଠିକ ଅଛି… କହି ଆଗକୁ ବଢିଗଲା !

ଆପଣ ଚିନ୍ତା କରୁଥିବେ କେତେ ଭଦ୍ର ବ୍ୟକ୍ତି ଜଣକ ଥିଲା ହେଲେ ଅସଲରେ ସେହି ଲୋକର ସ୍ତ୍ରୀ ପଛେ ପଛେ ଆସୁଥିଲା !!

୩. ସାନ୍ତା ଓ ବାନ୍ତା ବର୍ଡର ରେ ଯୁ-ଦ୍ଧ ଲଢୁଥିଲେ…

ସାନ୍ତା ଗୋଟେ ବୁ-ଲେ-ଟ-ପୃ-ଭ ଜ୍ୟାକେଟ ପିନ୍ଧିବା ଜାଗାରେ ଏକ ମଶୁରି ପିନ୍ଧିଥିଲା…

ବାନ୍ତା- ଆରେ ଭାଇ ତମେ ଏ ମଶୁରି କାହିଁକି ପିନ୍ଧିଛ ?

ସାନ୍ତା- କାରଣ ଯେଉଁଥିରେ ମଶା ପଶିପାରିବେ ନାହିଁ ସେଥିରେ ଗୁ-ଳି କେମିତି ପଶିବ !

ବାନ୍ତା- ଆରେ ଠିକ କଥା ତ, ରୁହ ମୁ ବି ପିନ୍ଧିକି ଆସୁଛି !!

୪.  ମା ପୁଅକୁ ପଚାରିଲା…

ମା- ପୁଅ ତୁ ତୋର ଜେଜେ ମା’ଙ୍କ ଜନ୍ମ ଦିନରେ ତାଙ୍କୁ କଣ ଦେବୁ ?

ପୁଅ-ମୁ ଜେଜେ ମା’ଙ୍କୁ ଗୋଟେ ସ୍କେଟିଙ୍ଗ ଦେବି !

ମା- ପୁଅ ତୋର ଜେଜେ ମା ବୁଢୀ ହୋଇଯାଇଛନ୍ତି ସେ କେମିତି ସ୍କେଟିଙ୍ଗ କରିବେ ?

ପୁଅ- ଜେଜେ ମା ମତେ ମୋ ଜନ୍ମ ଦିନରେ ଗୋଟେ ଭଗବତ ଗୀତା ଦେଇଥିଲେ

ମୁଁ ଭଗବତ ଗୀତାର କଣ କରିବି

ତା ହେଲେ ସେ କାହିଁକି ସ୍କେଟିଙ୍ଗ କରିପାରିବେ ନାହିଁ ।

୫. ଝିଅ ପୁଅକୁ ପଚାରିଲା…

ଝିଅ- ତମେ ସବୁ ପୁଅ ଏକା ପରିକା କାହିଁକି ହୋଇଥାଅ ?

ପୁଅ- କାରଣ ଆମେ ମୁହଁରେ ମେକଅପ୍ କରୁନି !

୬. ଶିକ୍ଷକ ଶ୍ରେଣୀରେ ଛୁଆ ମାନଙ୍କୁ ପଚାରିଲେ…

ଶିକ୍ଷକ- ତାଜ ମହଲରେ ଭରତରେ ପ୍ରେମ ସହ ଜଡିତ ଦ୍ଵିତୀୟ ବଡ ଜିନିଷ କଣ ଅଟେ ?

ପପୁ- ହାତ ଉଠାଇଲା ।

ଶିକ୍ଷକ- କୁହ ପପୁ ?

ପପୁ- ସାର, ରାମ ରହୀମଙ୍କର ଗୁମ୍ଫା !

୭. ପପୁ ନିଜ ପଡୋଶୀ ମହିଳାକୁ କିସ୍ କରୁଥିଲା…

ପଡୋଶୀ ମହିଳା- ଆଉ ଗୋଟେ କର ନା !

ପପୁ- ନା… ମତେ ଡର ଲାଗୁଛି !

ତମ ସ୍ଵାମୀ ଆସିଯିବେ ତ ?

ପଡୋଶୀ ମହିଳା- ଆରେ ସେ ଆସିବେନି… !

ପପୁ- କାହିଁକି ?

ପଡୋଶୀ ମହିଳା- ସେ ତୁମ ଘରକୁ ଯାଇ ତୁମ ସ୍ତ୍ରୀ କୁ ପ୍ରେମ କରୁଛି …!

ପପୁ ବେହୋସ …!!

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *