Odia Jokes- ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଓ କହିଲା ମୁଁ ତତେ ଏଥିପାଇଁ ମାରୁନାହିଁ କି…

ବନ୍ଧୁଗଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ଯାହାଫଳରେ ସେମାନେ ନିଜ ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଇପାରୁ ନାହାନ୍ତି । କିନ୍ତୁ ବନ୍ଧୁଗଣ ପ୍ରତ୍ୟକ ମଣିଷଙ୍କୁ ଖୁସିରେ ରହିବା ଉଚିତ । ଯଦି ସେମାନଙ୍କର ମନ ଖୁସି ରହିବ ତା ହେଲେ ସେମାନେ ସମସ୍ତ କାର୍ଯ୍ୟକୁ ଖୁସିର ସହ ପୂରଣ କରିବେ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜିଆମେ ଆସିଛୁ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ ଓ ଆପଣଙ୍କ ମନୋରଞ୍ଜନ ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ- ଆରେ ଶୁଣୁଛ ମୋତେ ଗୋଟେ ନୂଆ ଶାଢୀ ଦରକାର ।

ସ୍ଵାମୀ- ହେଲେ ତୁମର ଆଲମାରିରେ ତ ଶାଢୀ ଭରି ହୋଇ ରହିଛି ।

ସ୍ତ୍ରୀ- ଆରେ ସେ ସବୁ ଶାଢୀତ ଆମ ଗଳିର ସମସ୍ତ ମହିଳା ମାନେ ଦେଖିସାରିଛନ୍ତି ।

ସ୍ଵାମୀ- ତା ହେଲେ ଶାଢୀ କିଣିବା କଣ ଦରକାର ଚାଲ ଗଳି ବଦଳାଇ ଦେବା ।

୨. ଗୋଟେ ମହିଳା ପଣ୍ଡିତ ପାଖକୁ ଯାଇ ଘରକୁ ସୁଖ ସମୃଦ୍ଧି କରିବାର ଉପାୟ ବିଷୟରେ ପଚାରିଲା…

ପଣ୍ଡିତ- ଝିଅ, ତମେ ପ୍ରଥମ ରୁଟି ସବୁବେଳେ ଗାଈକୁ ଖାଇବାକୁ ଦିଅ ଓ ଶେଷ ରୁଟି ସବୁବେଳେ କୁକୁରକୁ ଖାଇବାକୁ ଦିଅ ।

ମହିଳା- ହଁ ବାବା, ମୁ ସବୁବେଳେ ଏହା ହିଁ କରେ । ମୁ ପ୍ରଥମ ରୁଟିକୁ ନିଜେ ଖାଇ ଦିଏ ଓ ଶେଷ ରୁଟି ମୋ ସ୍ଵାମୀକୁ ଖାଇବାକୁ ଦିଏ ।

୩. ସ୍ତ୍ରୀ- ଆରେ ଜାଣିଛ, ସ୍ଵର୍ଗରେ ସ୍ତ୍ରୀ ମାନଙ୍କୁ ସ୍ଵାମୀଙ୍କ ସହ ରହିବା ପାଇଁ ଦିଅନ୍ତି ନାହିଁ ?

ସ୍ଵାମୀ- ହଁ ତମେ ଠିକ ଜାଣିଛ ଏହା ବିଷୟରେ ।

ସ୍ତ୍ରୀ- ଏମିତି କାହିଁକି ?

ସ୍ଵାମୀ- ଆରେ, ସେଥିପାଇଁ ତ ତାକୁ ସ୍ଵର୍ଗ କୁହାଯାଇଥାଏ ।

୪. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

୫. ଶାଳି- ଆଛା ଜିଜୁ ଗୋଟେ କଥା କହିଲ…

ଜିଜୁ- ହଁ ପଚାରୁନ

ଶାଳି- ଶଶୁର ଘରେ ଜ୍ଵାଇଁଙ୍କୁ କାହିଁକି ସମସ୍ତେ ଅଧିକ ସମ୍ମାନ ଦିଅନ୍ତି ।

ଜିଜୁ- କାରଣ ଶଶୁର ଘର ଲୋକ ଭଲ ଭାବରେ ଜାଣିଛନ୍ତି, ମୁ ସେହି ମହାନ ମଣିଷ ଅଟେ ଯିଏ ତାଙ୍କ ଘରର ତୁଫାନକୁ ସମ୍ଭାଳି ରଖିଛି ।

୬. ପପୁ ଚାକିରି ପାଇଁ ଇଣ୍ଟର୍ବ୍ୟୁ ଦେବାକୁ ଗଲା…

ଇଣ୍ଟର୍ବ୍ୟୁ ନେଇଥିବା ଲୋକ ପଚାରିଲା- ଆପଣ କେତେକ ବଡ ରିକ୍ସ ନେଇପାରିବେ ?

ପପୁ- ସାର, ମୁ ମୋର ଆସୁଥିବା ଜନ୍ମ ପାଇଁ ମଧ୍ୟ ମୋର ଏହି ସ୍ତ୍ରୀକୁ ମାଗିଛି ।

ଇଣ୍ଟର୍ବ୍ୟୁ ବାଲା ଚାକିରି ଦେବା ସହିତ ପ୍ରମୋଶନ ବି ଦେଲା ।

୭. ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପି-ଟି-ବାକୁ ଲାଗିଲା ଏବଂ କହିଲା

ମାଆ- ମୁଁ ତତେ ଏଥିପାଇଁ ମା-ରୁ-ନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମା-ରୁ-ଛି କି ତୁ…

ଆଜି ପୁଣି ମ-ଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ !

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *