ଓଡିଆ ଜୋକ୍ସ: ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,”ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ତ ଦେଖା ଯାଉନି ?” ଭିଣେଇ ବହୁତ ସମୟ ଦେଖିବା ପରେ କହିଲା…

ନିଜକୁ ଷ୍ଟ୍ରେସ ଠାରୁ ଦୂରେଇ ରଖିବା ପାଇଁ ସବୁଠୁ ଭଲ ଉପାୟ ହେଲା ଖୁସିରେ ରହିବା । ଏଥିପାଇଁ ଆମେ ଆଜି ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ୍ସ ଆଣି ଆସିଛୁ ଯାହାକୁ ପଢିଲେ ଆପଣ ହସି ହସି ଗଡିଯିବେ ।

double meaning jokes ନେଇ ଲୋକମାନଙ୍କ ମନରେ ବହୁତ ଧାରଣା ଅଛି । double meaning jokes ର ଅର୍ଥ ହେଲା କୌଣସି ଶବ୍ଦ ର ଭିନ୍ନ ଭିନ୍ନ ମାନେ ରହିଥାଏ । ମାନେ ଆମେ ଯଦି କୌଣସି ଶବ୍ଦକୁ କୌଣସି ଗୋଟିଏ ପ୍ରକାରରେ ବ୍ୟକ୍ତ କରିଛୁ ତେବେ ତାହାକୁ ଅନ୍ୟ ବ୍ୟକ୍ତି ଅନ୍ୟ ପ୍ରକାରରେ ବୁଝିଥାଏ । ଏହା କେବଳ ଲୋକଙ୍କୁ ହସାଇବା ପାଇଁ ଆଉ କିଛି ନୁହେଁ ।

୧.ଟିଚର : କୁହ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?

ଗୋଲୁ – ହରିଣ

ଟିଚର -କେମିତି ?

ଗୋଲୁ – ସତୀଯୁଗରେ ପ୍ରଭୁ ରାମଙ୍କୁ ଫସେଇଥିଲା ଓ କଳିଯୁଗରେ ସଲମାନ ଖାନକୁ

୨. ଟିଚର – ଭୋଲୁ ତମେ ପଖି ମାନଙ୍କ ବିଷୟରେ ସବୁ ଜାଣିଛ ?

ଭୋଲୁ – ଆଜ୍ଞା

ଟିଚର – କହିଲ ଦେଖିଆ କେଉଁ ପଖି ଉଡି ପାରେ ନାହିଁ ?

ଭୋଲୁ – ଟିଚର ମଲା ପଖି ।

୩. ପତି ମଦ ପିକି ଘରକୁ ଆସିଲା କିନ୍ତୁ ପତ୍ନୀର କଥା ଶୁଣିବାକୁ ପଡିବ ନାହିଁ ବୋଲି ଲ୍ୟାପଟପ ନେଇ କାମ କରିବାକୁ ଲାଗିଲା ।

ପତ୍ନୀ :- ଆଜି ପୁଣି ପିଇକି ଆସିଛ ..

ପତି :- ନା ତ

ପତ୍ନୀ :- ପୁଣି ଆଟାଚି ଖୋଲି କଣ ଟାଇପ କରୁଛୁ ମଦୁଆ ???

୪. ପତ୍ନୀ :- ଚା ବନେଇବିକି ?

ପତି :- ହଉ ଠିକ ଅଛି ।

ପତ୍ନୀ :- ଠିକ ଅଛି …

ପତ୍ନୀ :- ପୁଦିନା ପକେଇବି କି ?

ପତି :- ଠିକ ଅଛି

ପତ୍ନୀ :- ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ।

ପତି :- ଗୋଟେ କାମ କାର ସୋରିଷ ଓ ଜୀରା ଦେଇ ତଡକା ଲଗାଇ ଦିଅ ।

୫. ପୁଅ : ବାପା ମୁଁ ପାର୍ଟି ପାଇଁ ନିଜ ସାଙ୍ଗ ମାନଙ୍କ ଘରେ ଯାଇ ପାରିବି ?

ବାପା : ମତେ ପଚାର ନାହିଁ ନିଜ ମାକୁ ପଚାର ।

ମା : ମତେ ପଚାର ନାହିଁ ନିଜ ବାପାକୁ ପଚାର ।

ପୁଅ : ଏଇଟା ସଳା ଘର ନା ଭାରତୀୟ ଷ୍ଟେଟ ବ୍ଯାଙ୍କ ବ୍ରାଞ୍ଚ

୬. ସ୍ଵାମୀ : ଡାରଲିଙ୍ଗ କାଲି ସକାଳୁ କଣ ତମେ ମୋ ସହ ଯୋଗା କ୍ଳାସ ଯିବ ?

ସ୍ତ୍ରୀ :ତମେ କଣ କହିବାକୁ ଚାହୁଁଚ ମୁଁ କଣ ମୋଟି ହେଇଯାଇଛି ?

ସ୍ଵାମୀ : ଏମିତି କିଛି ନୁହ, ଯିବା ପାଇଁ ଇଛା ନାଇ ତାହେଲେ ଜାଓନି ?

ସ୍ତ୍ରୀ : ତମ କହିବା ଅର୍ଥ ମୁଁ ଅଳସୁଆ ।

ସ୍ଵାମୀ : ତମେ ଏମିତି ରାଗୁଚ କଣ ପାଇଁ କହିଲ ?

ସ୍ତ୍ରୀ : ଏବେ ତମକୁ ଲାଗୁଛୁ ଯେ ମୁଁ ସବୁବେଳେ ଝଗଡା କରେ ନା ?

ସ୍ଵାମୀ : ମୁଁ ଏମିତି କେବେ କହିଲି ?

ସ୍ତ୍ରୀ : ତେବେ ମୁଁ ମିଛ କହୁଛି ନା ?

ସ୍ଵାମୀ : ହଉ ହେଲା ଏବେ ମୁଁ ବି ଯିବି ନାହିଁ ।

ସ୍ତ୍ରୀ : ମୁଁ ଏବେ ବୁଝିଲି, ତମେ ନିଜେ ମତେ ନେଇକି ଯିବା ପାଇଁ ଚାହୁଁ ନଥିଲ ଓ ବାହାନା ମାରୁଥିଲ, ତମର ସବୁବେଳେ ଏମିତି କାମ, ସବୁ ଭୁଲ ମୋର ଅଟେ ।

ସ୍ତ୍ରୀ ରାତି ସାରା ସ୍ଵାମିକୁ ଏହି ଭଳି ଗାଳି କରି ଚାଲିଲେ ଓ ସ୍ଵାମୀ ବେଚାରା ରାତି ସାରା ନିଜକୁ ପଚାରୁଥିଲା ଯେ ସେ ଏମିତି କଣ ପଚାରିଥିଲା ଯାହା କାରଣରୁ ଏହି ସବୁ କାଣ୍ଡ ହୋଇଗଲା

 

୭.  ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,

“ଜିଜୁ ଟିକେ ଦେଖା ତ ନଇଁବା ଦ୍ଵାରା ମୋ ଅଣ୍ଡରୱିୟର ତ ଦେଖା ଯାଉନି ?”

ଭିଣେଇ ବହୁତ ସମୟ ଦେଖିବା ପରେ କହିଲା

“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *