ଫିଲ୍ମ ପାଇବା ପାଇଁ ଏହି ଅଭିନେତ୍ରୀ ମାନଙ୍କୁ ପ୍ରଡ୍ୟୁସରଙ୍କ ସହ ରଖିବାକୁ ପଡିଥିଲା ଶାରୀରିକ ସମ୍ପର୍କ, ଲିସ୍ଟରେ ବଡ ବଡ ନାମ ବି ଅଛି ସାମିଲ

ପୂର୍ବରୁ ଅଭିନେତ୍ରୀ ମାନେ କାଷ୍ଟିଙ୍ଗ କାଉଚ ବିଷୟରେ ମିଡିଆରେ କହିଛନ୍ତି । ଫିଲ୍ମ ପାଇବା ପାଇଁ କେଉଁ ପରି ଭାବରେ ଅଭିନେତ୍ରୀ ମାନଙ୍କୁ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥାଏ ଏହା ବିଷୟରେ ଅଭିନେତ୍ରୀ ମାନେ କହିଛନ୍ତି । କାଷ୍ଟିଙ୍ଗ କାଉଚର ଅର୍ଥ ହେଉଛି ଯେଉଁ ଝିଅକୁ କୌଣସି ଫିଲ୍ମରେ ଅଭିନୟ କରିବାକୁ ହେବ ତା ହେଲେ ସେମାନଙ୍କୁ ପ୍ରଡ୍ୟୁସର ମାନଙ୍କ ସହ ଖରାପ ସମ୍ପର୍କ ରଖିବାକୁ ପଡିଥାଏ । ଏହିପରି ବଲିଉଡର ଅନେକ ହିରୋଇନ ଅଛନ୍ତି ଯେଉଁମାନେ ଏହି କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି ।

କେତେକ ହିରୋଇନ ଏହା ବିଷୟରେ ମିଡିଆରେ ମଧ୍ୟ କହି ଆଗକୁ ବଢିଛନ୍ତି ଓ ଅନ୍ୟ କେତେକ ହିରୋଇନ ଏହାକୁ ଗୁପ୍ତ ରଖିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ହିରୋଇନ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଏହି କାଷ୍ଟିଙ୍ଗ କାଉଚର ଶିକାର ହୋଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହିରୋଇନ ମାନଙ୍କ ବିଷୟରେ ।

୧. କଙ୍ଗନା ରଣାବତ- ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାବତଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ କଙ୍ଗନା ନିଜର ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଫେମସ । ହେଲେ କଙ୍ଗନା ରଣାବତଙ୍କୁ ମଧ୍ୟ ଫିଲ୍ମରେ କାମ କରିବା ପାଇଁ ପ୍ରଡ୍ୟୁସର ସହ ଖରାପ ସମ୍ପର୍କ ରଖିବାକୁ କୁହାଯାଇଥିଲା, ଯାହା ଫଳରେ ସେ ଫିଲ୍ମରେ ଅଭିନୟ କରିପାରିଲେ ।

୨. ମମତା କୁଲକର୍ଣ୍ଣୀ- ବଲିଉଡ ଅଭିନେତ୍ରୀ ମମତା କୁଳକର୍ଣ୍ଣୀଙ୍କୁ ଡାଇରେକ୍ଟର ରାଜକୁମାର ସନ୍ତୋଷ ଫିଲ୍ମ ଅଫର କରିଥିଲେ । ଯାହାଫଳରେ ମମତାଙ୍କୁ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କରେ ରହିବାକୁ ପଡିଥିଲା ।

୩. ରିନା ଗୋଲାନ- ରିନା ଗୋଲାନ ସୁଭାଷ ଘାଇଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯାହାଫଳରେ ସେ ଫିଲ୍ମରେ ଅଭିନୟ କରିପାରିଲେ ।

 

୪. କଲ୍କି- କଲ୍କି ହେଉଛନ୍ତି ବଲିଉଡର ଜଣେ ଫେମସ ଅଭିନେତ୍ରୀ । କଲ୍କିଙ୍କୁ ମଧ୍ୟ କାଷ୍ଟିଙ୍ଗ କାଉଚର ଶିକାର ହେବାକୁ ପଡିଥିଲା । ଯାହାଫଳରେ ତାଙ୍କୁ ବହୁତ ସମସ୍ୟା ହେଉଥିଲା ।

୫. ତିସକା ଚୋପଡା- ଆପଣ ମାନେ ସମସ୍ତେ ତିସକାଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ତିସକା ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କୁ ବହୁତ ଥର କାଷ୍ଟିଙ୍ଗ କାଉଚକୁ ସହିବାକୁ ପଡିଥିଲା ।

୬. ପ୍ରୀତି ଜୈନ- ପ୍ରସିଦ୍ଧ ଫିଲ୍ମ ନିର୍ମାତା ମଧୁ ଭଣ୍ଡାରକରଙ୍କ ଉପରେ ଆରୋପ ଲାଗିଥିଲା ଯେ ସେ ପ୍ରୀତି ଜୈନଙ୍କୁ ବହୁତ ଥର ରେପ କରିଥିଲେ ଓ ଏହା ବଦଳରେ ତାଙ୍କୁ ଫିଲ୍ମ ଦେବା ପାଇଁ ମଧ୍ୟ କହିଥିଲେ ।

୭. ପାୟଲ ରସ୍ତୋଗୀ- ଦିବାକର ବାନାର୍ଜୀ ଯିଏ ପାୟଲଙ୍କ ସାଙ୍ଗ ଥିଲେ, ସେ ପାୟଲଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହିପରି କେତେକ ବଡ ବଡ ଫେମସ ଅଭିନେତ୍ରୀ ମାନଙ୍କୁ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ବର୍ତ୍ତମାନ ମଧ୍ୟ ଏହା ଚାଲିଛି ହେଲେ କେତେଜଣ ଏହାକୁ ଗୁପ୍ତ ରଖିଛନ୍ତି ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *