ଓଡିଆ ଜୋକ୍ସ: ଗୋଟିଏ ଯୁବକ ନିଜ ଗର୍ଲଫ୍ରେଣ୍ଡ କୁ ନେଇ ଡାକ୍ତର ପାଖକୁ ଗଲା …. ଯୁବକ- ଡାକ୍ତର ସାହାବ, ମୋ ଗର୍ଲ ଫ୍ରେଣ୍ଡ ପ୍ରେଗନେଣ୍ଟ ଅଛି, କିନ୍ତୁ ମୁଁ ତ ସାବଧାନ ଥିଲି…

ଗୋଟିଏ ସୁସ୍ଥ ସୁନ୍ଦର ଜୀବନରେ ବଞ୍ଚିବାକୁ ହେଲେ ମଣିଷକୁ ନିଜକୁ ଖୁସି ରଖିବାକୁ ହେବ ଆଉ ସେ ସେତେବେଳେ ଖୁସି ରେ ରହିପାରିବ ଯେତେବେଳେ ସେ ନିଜ ମନକୁ ପ୍ରସନ୍ନ ରଖିବ । ତେବେ ଆମେ ନିଜକୁ ଖୁସିରେ ରଖିବା ପାଇଁ ନାନା ପ୍ରକାର କଥାରେ ମନ ବଲେଇଥାଇ କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସବୁଠାରୁ ଆରାମଦାୟକ ଉପାୟ କହିବୁ । ଏବେ ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ହସକଥା ଆଣି ଆସିଛୁ।

jokes.1

ଓଡିଆ ଟାଇପିଙ୍ଗ ରେ ମୁଁ ପ୍ରଥମରୁ ହିଁ କମଜୋର ଥିଲି

କିନ୍ତୁ ଆଜି ତ ମୋର ବହୁତ ବଡ ଗଡବଡ ହେଇଗଲା

ସ୍ତ୍ରୀ କୁ Message ପଠାଉଥିଲି…ପ୍ରିୟତମା ଜାଗାରେ ପେତାତ୍ମା ଟାଇପ କରି ସେନ୍ଡ କରିଦେଲି…

ସକାଳୁ ଭୋକିଲା ଅଛି….ଚା ବି ମିଳିଲା ନାହିଁ ପିଇବାକୁ ….

jokes.2

ମଣିଷ- ଝିଅମାନେ ସବୁବେଳେ ଭଲ ହୋଇଥାନ୍ତି କିନ୍ତୁ

ସ୍ତ୍ରୀ ମାନେ କାହିଁକି ଏତେ ଖତରନାକ ହୋଇଥାନ୍ତି

ଭଗବାନ- କାରଣ ଝିଅମାନଙ୍କୁ ମୁଁ ବନାଏ

ଓ ତାଙ୍କୁ ସ୍ତ୍ରୀ ତୁମେ ବନାଅ

ତୁମ ସମସ୍ଯା କୁ ତୁମେ ହିଁ ସମାଧାନ କର

jokes.3

ଆଜିକାଲିର ପିଲାଙ୍କୁ ପାଠ ପଢିବା ପାଇଁ ମୋଟିଭେଟ କରିବା

ବହୁତ ସହଜ ଅଟେ

ପଚାର କେମିତି ?

ସବୁ ମାତା-ପିତାଙ୍କୁ ନିଜ ପୁଅକୁ

କେବଳ ଗୋଟିଏ କଥା କହିବାର ଅଛି-

“ପଢି ନେ, ପଢି ନେ, ନହେଲେ କୌଣସି ବାପା ନିଜ ଝିଅ ଦେବେ ନାହିଁ”

jokes.4

ପୁଅ- କଣ, ମୁଁ ଭଗବାନଙ୍କ ପରି ଦେଖା ଯାଉଛି ?

ମମ୍ମୀ- ନା, କିନ୍ତୁ ତୁ ଏମିତି କାହିଁକି ପଚାରୁଛୁ ପୁଅ

ପୁଅ- କାରଣ ମମ୍ମୀ ମୁଁ କେଉଁଠି କି ବି ଯାଉଛି ସମସ୍ତେ ଏହା ହିଁ କହୁଛନ୍ତ କି ହେ ଭଗବାନ ଏ ପୁଣି ଆସିଗଲା

jokes.5

ଦୁଇ ଜଣ ଝିଅ ଟେଣ୍ଟ ଲଗେଇ ଶୋଇଥିଲେ

ରାତିରେ ଗୋଟିଏ ଝିଅର ନିଦ ଭାଙ୍ଗିଗଲା…!

ସେ ଆଉ ଜଣକୁ ଉଠାଇ କହିଲା-

ଆକାଶରେ ତତେ କଣ ଦେଖା ଯାଉଛି …?

ଦ୍ଵିତୀୟ- ବହୁତ ସାରା ତାରା …!

ପ୍ରଥମ- ଏଥିରୁ କଣ ଜଣା ପଡୁଛି…?

ଦ୍ଵିତୀୟ- ଆକାଶ କେତେ ସୁନ୍ଦର….!

ପ୍ରଥମ- ଆବେ ନ୍ୟୁଟନ ର ଆତ୍ମା!! ଟେଣ୍ଟ ଚୋରୀ ହେଇ ଯାଇଛି

jokes.6

ଗୋଟିଏ ଯୁବକ ନିଜ ଗର୍ଲଫ୍ରେଣ୍ଡ କୁ ନେଇ

ଡାକ୍ତର ପାଖକୁ ଗଲା ….

ଯୁବକ- ଡାକ୍ତର ସାହାବ, ମୋ ଗର୍ଲ ଫ୍ରେଣ୍ଡ ପ୍ରେଗନେଣ୍ଟ ଅଛି, କିନ୍ତୁ ମୁଁ ତ ସାବଧାନ ଥିଲି

ଡାକ୍ତର- ଗୋଟିଏ କାହାଣୀ ଶୁଣ,

ଗୋଟିଏ ଶିକାରୀ ଦିନେ ବନ୍ଧୁକ ଜାଗାରେ ଛତା ନେଇ ଯାଇଥିଲା

ଅଚାନକ ତା ସାମ୍ନାକୁ ଗୋଟିଏ ମୋଟା ବାଘ ଆସିଲା

ତ ସେ ଛତାର ହ୍ୟାଣ୍ଡେଲ କୁ ଟାଣି ଗୁଳି ଚଳେଇଲା ଓ ବାଘ ମରିଗଲା

ପୁଅ- ଘଣ୍ଟା ନା…ଗୁଳି ଆଉ କିଏ ମାରିଥିବ

ଡାକ୍ତର- Exactly!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *