ଓଡିଆ ଜୋକ୍ସ- ରାଜୁ ସଞ୍ଜୁକୁ କହିଲା, ମୁଁ ତୋର ହେବାକୁ ଥିବା ସ୍ତ୍ରୀ ସହ ଶୋଇଥିବା ସମୟରେ ଧରା ପଡିଥିଲି, ଏହା ପରେ ଯାହା ହେଲା ଶୁଣିଲେ ହସି ହସି ଗଡିଯିବେ

ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ଚିନ୍ତା ବା ବ୍ୟସ୍ତରେ ରହୁଛନ୍ତି । ହେଲେ ଜୀବନରେ ଖୁସିର ମଧ୍ୟ ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆପଣଙ୍କ ବ୍ୟସ୍ତ ବହୁଳତା ଜୀବନରେ କିଛି ଖୁସି ଭରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଦିନେ ଜଣେ କଳା ଲୋକ ନିଜ ପିଲାକୁ ନେଇ ବସରେ ଯାଉଥିଲା…

କଣ୍ଡକ୍ଟର ସେହି କଳା ଲୋକର ପିଲାକୁ ଦେଖି କହିଲା- ଏତେ କଳା ଛୁଆ ମୁ ଆଜି ପର୍ଯ୍ୟନ୍ତ କେବେ ଦେଖିନାହିଁ ।

ଏହି କଥା ପାଇଁ ସେହି କଳା ଲୋକ ଜଣକ ରାଗିଗଲା ହେଲେ ସେ କିଛି କହିଲା ନାହିଁ, ସେ ମୁହଁ ଫୁଲାଇ ନିଜ ସିଟରେ ବସି ଗଲା ।

ସେହି ସମୟରେ ତାକୁ ସାନ୍ତା ପଚାରିଲା- କଣ ହେଇଛି ଭାଇ ?

ସେ ସାନ୍ତାକୁ କହିଲା- ସେହି କଣ୍ଡକ୍ଟର ମତେ ବେଜିତ କରିଦେଲା ।

ସାନ୍ତା- ମାର ସେ ଶଳାକୁ, ଗୋଟେ କାମ କର ଏହି ଚିମ୍ପାଜି ଛୁଆକୁ ମତେ ଦିଅ… ଶଳା କାମୁଡିବନି ତ …

୨. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି,

ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ ।

ସ୍ଵାମୀ- ତା ହେଲେ ?

ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ?

ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ ।

୩. ସ୍ଵାମୀ- ବିବାହ କରିବା ପୂର୍ବରୁ ତମର କେତେ ଜଣ ବୟଫ୍ରେଣ୍ଡ ଥିଲେ ?

ସ୍ତ୍ରୀ- ଚୁପ ହୋଇଗଲା

ସ୍ଵାମୀ(ଚିତ୍କାର କରି)-ମୁ ଜାଣିଛି ତମେ କାହିଁକି ଚୁପ ହେଇଗଲ, ତା ହେଲେ ମୁ କଣ ଭାବିବି ?

ସ୍ତ୍ରୀ- ହେ ଭଗବାନ, ଚିତ୍କାର କାହିଁକି କରୁଛ ଗଣିବାକୁ ତ ଟିକେ ସମୟ ଦିଅ ।

୪. ସାନ୍ତା- ତମେ ଅପରେସନ ନକରି କାହିଁକି ହସ୍ପିଟାଲରୁ ଆସିଗଲ ?

ବାନ୍ତା- ନର୍ସ ବାରମ୍ବାର କହୁଥିଲା ଭୟ କର ନାହିଁ, ନିଜ ଉପରେ ବିଶ୍ଵାସ ରଖ, କିଛି ଅସୁବିଧା ହେବ ନାହିଁ, ଏହା ତ କେବଳ ଏକ ଛୋଟ ଅପରେସନ ।

ସାନ୍ତା- ତେବେ ଏଥିରେ ଡରିବାର କଣ ଅଛି ? ଠିକ ତ କହୁଥିଲା ନର୍ସ

ବାନ୍ତା- ଆବେ ସେ ମତେ ନୁହେଁ ଡାକ୍ତରକୁ ଏହି କଥା କହୁଥିଲା । ମୁ ସେଥିପାଇଁ ଫେରାର ହେଇଗଲି ।

 

୫. ସଞ୍ଜୁ- ଦେଖ ଭାଇ ଇଏ ହେଉଛି ସେହି ଝିଅ ଯାହା ସହ ମୋର ବାହାଘର ହେବାକୁ ଯାଉଛି

ରାଜୁ- ଆରେ ସାଙ୍ଗ ଏହି ଝିଅକୁ ମୁଁ ଜାଣିଛି, ଏହି ଝିଅ ଆଉ ମୁଁ ଏକା ସହ ଶୋଇଥିବା ବେଳେ ଧରା ପଡିଥିଲୁ

ସଞ୍ଜୁ(ଆଶ୍ଚର୍ଯ୍ୟ ହୋଇ)- କଣ ହେଲା ? କେବେ ?

ରାଜୁ- ଆରେ ସାଙ୍ଗ ସ୍କୁଲରେ ଗଣିତ କ୍ଳାସରେ ଆମେ ଶୋଇ ପଡିଥିଲୁ ଓ ଧରା ପଡିଗଲୁ

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *