ଓଡିଆ ଜୋକ୍ସ : ମାଲିକ ଓ ଚାକରାଣୀ ରୁମରେ ଏକୁଟିଆ ଥିଲେ, ସେତିକି ବେଳେ ମାଲିକ ଚାକରାଣୀ କୁ ନିଜ ଆଡକୁ ଟାଣି ଆଣିଲା, ଚାକରାଣୀ – ସାହାବ, ଆନନ୍ଦ ଆସୁଛି…

ନମସ୍କାର ବନ୍ଧୁଗଣ ମଣିଷ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଛି । କିଛି ଖୁସି ପାଇଁ ମଣିଷ ନିଜ ଜୀବନରେ ବହୁତ କଷ୍ଟ କରୁଛି । ହେଲେ ଏହି କଷ୍ଟ କରିବା ଦ୍ଵାରା ମଣିଷ କେବଳ ଚିନ୍ତାରେ ରହୁଛି । ଆପଣଙ୍କର ଚିନ୍ତାପୂର୍ଣ୍ଣ ଜୀବନରେ ଆପଣଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ମଜାଦାର ଜୋକ୍ସ ବିଷୟରେ ।

୧. ଜିନି ବୋତଲରୁ ବାହାରି କହିଲା- ଆପଣ କଣ ଚାହୁଁଛନ୍ତି ମୋର ହାକା କୁହନ୍ତୁ, ଆପଣଙ୍କର କେଉଁ ଇଛା ମୁ ପୂରଣ କରିବି

ଲୋକ- ଜିନି ତମେ ଏମିତି କିଛି କର ଯାହା ଦ୍ୱାରା ସବୁ ପତ୍ନୀ ନିଜ ସ୍ଵାମୀକୁ ସମ୍ମାନ ଦେବେ ଓ ସ୍ଵାମୀଙ୍କର ସବୁ କଥାକୁ ମାନିବେ

ଏହା ଶୁଣି ଜିନି ବୋତଲ ଭିତରକୁ ପଶିଗଲା ଓ କହିଲା- ଠିପିକୁ ଟିକେ ଟାଇଟ କରି ଲଗାଇ ଦେବ

 

୨. ଦିନେ ପପୁ ୧୫ ଟଙ୍କାର ଚେକ ନେଇ ଏନଜିଓ ଯାଇଥିଲା କହିଲା- ମୁ ଦାନ କରିବି

ଏନଜିଓ ବାଲା ଚେକ ନେଇ କହିଲେ ଏଥିରେ ଆପଣଙ୍କ ସାଇନ ନାହିଁ

ପପୁ- ଶ୍ରୀମାନ ମୁ ଗୁପ୍ତ ରୂପେ ଦାନ କରିବାକୁ ଚାହୁଁଛି । ସାଇନ ଆପଣ କରିଦେବେ

୩. ବଣ୍ଟି ଡାକ୍ତର ଖାନାକୁ ଗଲା

ଓ ନର୍ସକୁ କହିଲା ମୋତେ ଗୋଟିଏ ବୋତଲ ରକ୍ତ ଦରକାର

ନର୍ସ ବଣ୍ଟିକୁ ବ୍ଲଡ଼ ଗ୍ରୁପ ପଚାରିଲେ ?

ବଣ୍ଟି କହିଲା କୌଣସି ବି ଗ୍ରୁପର ଚଳିବ

ନର୍ସ କହିଲେ ଏମିତି କେମିତି ହେବ

ବଣ୍ଟି କହିଲା ରକ୍ତରେ ପ୍ରେମିକାକୁ ଚିଠି ଲେଖିବି…..

୪. ନାସା ଚିଣ୍ଟୁ କୁ ଚନ୍ଦ୍ର ଉପରେ ପଠେଇବା ପାଇଁ ନିଷ୍ପତ୍ତି କଲେ ।

କିନ୍ତୁ ଚିଣ୍ଟୁ ଅଧା ରାସ୍ତାରୁ ଫେରି ଆସିଲା ।

ନାସା ଅଧିକାରୀ ପଚାରିଲେ : ଫେରି ଆସିଲ କଣ ପାଇଁ ?

ଚିଣ୍ଟୁ : ଆଜି ଅମାବାସ୍ୟା ଅଟେ ଚନ୍ଦ୍ର ଆଜି ଉଇଁନି

୫. ଝିଅ – ମୋ ଓଠ କେତେ ଖରାପ ଅଛନ୍ତି ।

ଡକ୍ଟର – ପ୍ଲାଷ୍ଟିକ ସର୍ଜରୀ କରି ଦିଅ

ଝିଅ – କେତେ ଖର୍ଚ ହବ

ଡକ୍ଟର – ୬ ଲକ୍ଷ ଟଙ୍କା

ଝିଅ – ଯଦି ପ୍ଲାଷ୍ଟିକ ମୁଁ ନେଇ ଆସିବି ତେବେ କେତେ ଲାଗିବ

ଡକ୍ଟର – ପ୍ଲାଷ୍ଟିକ ସହିତ ଫେବିକଲ ମଧ୍ୟ ନେଇ ଆସିବ ଫ୍ରିରେ ଲଗେଇ ଦେବୀ ।

୬. ୬୦ ବର୍ଷ ପରେ ପ୍ରେମ

ସ୍ତ୍ରୀ : ଆଜି ରାତିରେ ଘରେ କେହି ନାହାନ୍ତି

କେବଳ ଆମେ ଦୁଇ ଜଣ

ସ୍ୱାମୀ : ହଁ ଠିକ ଅଛି

ତେବେ ଆଜି ଖିଚିଡି ବନେଇ ଦିଅ….

୭. ମାଲିକ ଓ ଚାକରାଣୀ ରୁମ ରେ ଏକୁଟିଆ ଥିଲେ

ସେତିକି ବେଳେ ମାଲିକ ଚାକରାଣୀ କୁ ନିଜ ଆଡକୁ ଟାଣି ଆଣିଲା

ଚାକରାଣୀ – ସାହାବ, ଆନନ୍ଦ ଆସୁଛି

ଏହା ଶୁଣି ମାଲିକ ତାକୁ କସି କି ଜାବୁଡି ଧରିଲା

ଚାକରାଣୀ- ସାହାବ, ଆନନ୍ଦ ଆସୁଛି ?

ଏତିକି ବେଳେ ରୁମ କୁ ଆସି ଆନନ୍ଦ କହିଲା – ପାପା, ମୁଁ ଆସିଗଲି

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *