ଓଡିଆ ଜୋକ୍ସ: ଝିଅ – ଜାନୁ, ତୁମ ପ୍ୟାଣ୍ଟ ର ଚେନ ଖୋଲା ଅଛି, ପୁଅ – ଆରେ, ସମସ୍ତଙ୍କ ସାମ୍ନାରେ ଏମିତି କହ ନାହିଁ, ଝିଅ- ତ କଣ କହିବି ?

କୌଣସି ବିନା କାରଣରେ ମଣିଷ ଖୁସି ରହିପାରିବ ନାହିଁ । ନିଜର ଚିନ୍ତାଗ୍ରସ୍ତ ଜୀବନରେ ମଣିଷ ସବୁବେଳେ ବ୍ୟସ୍ତରେ ରହୁଛି, ଏହାଦ୍ବାରା ସେ ନିଜର ମନୋରଞ୍ଜନ କରିପାରୁ ନାହିଁ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ଆଣିଛୁ ଯାହାକୁ ଶୁଣିଲେ ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ମୋର ସନ୍ଦେହ ହେଉଛି ଯେ, ମୋ ସ୍ଵାମୀଙ୍କର ଅନ୍ୟ କେଉଁ ମହିଳାଙ୍କ ସହ ଅଫେୟାର ଚାଲିଛି ।

ମହିଳାଙ୍କ ସାଙ୍ଗ- ତା ହେଲେ ବର୍ତ୍ତମାନ ତୁ କଣ କରିବୁ ?

ମହିଳା- ନିଜ ବୟଫ୍ରେଣ୍ଡକୁ ମୋ ସ୍ଵାମୀର ପଛରେ ଲଗାଇ ଦେବି ।

୨. ଏକ ଋଷିଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ତାକୁ ଅମୃତ ଦେଇଥିଲେ ହେଲେ ସେ ସେହି ଅମୃତକୁ ମନା କରିଦେଇଥିଲେ ।

ଭଗବାନ- କଣ ହେଲା ବତ୍ସ୍ୟ ଅମୃତ କାହିଁକି ପାନ କରୁନ ତମେ ?

ଋଷି- ପ୍ରଭୁ ଆଉ ଟିକେ ପରେ ପିଇଦେବି ବର୍ତ୍ତମାନ ମୁଁ ପାନ ଖାଉଛି ପ୍ରଭୁ ।

୩. ପତି- ଆଜି କଣ ବନେଇଛ ?

ପତ୍ନୀ- GST

ପତି- କଣ ?

ପତ୍ନୀ- ଗରମ ସେଓ ଟମାଟର ।

କୁନୁ ନିଜ ସୁନ୍ଦର ସ୍ତ୍ରୀ ସହିତ କାରରେ ବସିଥିଲା

ଡ୍ରାଇଭର ଗାଡିର କାଚକୁ ଏମିତି ସେଟ କଲା କି

ଯେମିତି କି କାଚରେ ରାଜୁର ସ୍ତ୍ରୀ ଦେଖାଯିବ

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

୪. ଦିନେ ମଣ୍ଟୁ ନିଜର ପାଖ ପଡୋଶୀକୁ

ତାଙ୍କ ଘରେ ଛାଡିବାକୁ ଯାଇଥିଲା

ରାତି ବହୁତ ହୋଇ ଯାଇଥିବାରୁ

ପଡୋଶୀ ଆଣ୍ଟି ତାକୁ କହିଲେ –

ତୁମେ ସୋନୁର ରୁମରେ ଶୋଇ ଯାଅ

ପପୁ କହିଲା ନାଇଁ ନାଇଁ ମୁଁ ସୋଫା ଉପରେ ଶୋଇଯାଉଛି

ତା ପର ଦିନ ସକାଳେ ଗୋଟିଏ ସୁନ୍ଦର ଝିଅ

ସେହି ଘରେ ତାକୁ ଚାହା ପିଇବାକୁ ଦେଲା

ମଣ୍ଟୁ ସେ ଝିଅକୁ ପଚାରିଲା ତୁମେ କିଏ ?

ସେ ଝିଅ କହିଲା ମୁଁ ସୋନୁ ଓ ତୁମେ କିଏ ?

ମଣ୍ଟୁ କହିଲା ମୁଁ ମୂର୍ଖର ଗୁରୁ………

୫. ରାଜୁ ଥରେ ବାପାଙ୍କ ସହ ବଜାରକୁ ବୁଲିବାକୁ ଯାଇଥିଲା

ସେଠି ଜଣେ ଝିଅ ରାଜୁ ଦେଖି ଅଳ୍ପ ହସି ଦେଲା

ବାପା ରାଜୁକୁ ପଚାରିଲା – ସେ କିଏ

ରାଜୁ କହିଲା – ସେ ମୋର ଲଭର

ଆଉ ଥରେ ସେମିତି ପପୁ ବାପାଙ୍କ ସହ ବୁଲୁଥିଲା

ସେଠି ପୁଣି ଗୋଟିଏ ଝିଅ ରାଜୁକୁ ଦେଖି ହସିଲା

ବାପା ପଚାରିଲେ ଆରେ ଇଏ ପୁଣି କିଏ

ରାଜୁ ଅଳ୍ପ ହସି କହିଲା

ସମ୍ପର୍କ ସମାନ କିନ୍ତୁ ଆଇଟମ ଅଲଗା

୬. ଝିଅ – ଜାନୁ, ତୁମ ପ୍ଯାଣ୍ଟ ର ଚେନ ଖୋଲା ଅଛି

ପୁଅ – ଆରେ, ସମସ୍ତଙ୍କ ସାମ୍ନାରେ ଏମିତି କହ ନାହିଁ

ଝିଅ- ତ କଣ କହିବି ?

ପୁଅ- ଏମିତି କହ କି ତୁମ ମେନ ଗେଟ ଖୋଲା ଅଛି

ଓ ତୁମ ପିଲା ବାହାରକୁ ଦେଖୁଛି

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ପ୍ରତିଦିନ ଏମିତି ସୁନ୍ଦର ସୁନ୍ଦର ହସକଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *