Funny Jokes: ଚିଣ୍ଟୁ କହିଲା, ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଟିବାକୁ ଲାଗିଲା ଓ କହିଲା ମୁଁ ତତେ ଏଥିପାଇଁ ମାରୁନାହିଁ କି…

ବନ୍ଧୁଗଣ ଆଜି କାଲିର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ଦିନ ରାତି କଷ୍ଟ କରୁଛନ୍ତି । ଏକ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଲୋକମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ରୁହନ୍ତି । ବ୍ୟସ୍ତ ବହୁଳ ଜୀବନକୁ ଦେଖିବାକୁ ଗଲେ ଲୋକମାନେ ନିଜ ମନୋରଞ୍ଜନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ହେଲେ ବନ୍ଧୁଗଣ ମଣିଷକୁ ଖୁସି ରହିବା ନିହାତି ଆବଶ୍ୟକ । ହସିବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ତେବେ ଆପଣ ମାନଙ୍କୁ ମଧ୍ୟ ହସିବା ଆବଶ୍ୟକ ।

ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ନିଜ ହସ ରୋକି ପାରିବେ ନାହିଁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଜଣେ କଞ୍ଜୁସ ମଣିଷ ନିଜ ଘର ଛାତ ଉପରୁ ତଳକୁ ପଡିଗଲା…

ତଳେ ପଡିବା ବେଳେ ସେ ଦୁଇ ମହଲାରେ ଥିବା ଖିଡିକି ମଧ୍ୟରେ ଦେଖିଲା ତାର ପତ୍ନୀ ରୋଷେଇ କରୁଛି ।

ସେହି ସମୟରେ କଞ୍ଜୁସ ଲୋକଟି ଚିତ୍କାର କରି ନିଜ ପତ୍ନୀକୁ କହିଲା ‘ମୋ ପାଇବା ଖାଇବା ବନେଇବ ନାହିଁ’ ।

୨. ବୟଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡକୁ କହିଲା…

ପୁଅ- ଆଜି ମୁ ଯାହା କରିଛି ତାହା ଜାଣିଲେ ତମ ଛାତି ଗର୍ବରେ ଚଉଡା ହୋଇଯିବ ।

ଝିଅ- ଏବେ ଆହୁରି ଚଉଡା କରିବାର ନାହିଁ ମତେ ।

ପ୍ରଥମରୁ ତମ ପାଇଁ ୩୨ ରୁ ୩୬ ହୋଇଛି ।

ମୁ ତମ ପାଇଁ ଆଉ ମୋର ଛାତି ଚଉଡା କରିବାକୁ ଚାହୁଁନି ।

୩. ଦୁଇଟି ଝିଅ ଫିଲ୍ମ ଦେଖି ହଲ ରୁ ଫେରୁଥିଲେ…

ପ୍ରଥମ ଝିଅ କହିଲା-ଆରେ ମୋ ପର୍ସ ଚୋରୀ ହୋଇଗଲା…

ଦ୍ଵିତୀୟ ଝିଅ କହିଲା-ତମେ ତ ପର୍ସ ଗୋଟେ ସୁରକ୍ଷିତ ଜାଗାରେ ରଖୁଥିଲ ।

ପ୍ରଥମ ଝିଅ-ମୁ କଣ ଜାଣି ଥିଲି ସେ ଚୋର ଥିଲା ଆଉ ଚୋରୀ କରିଦେବ ବୋଲି ।

୪. ଜଣେ ଯାତ୍ରୀ ଟ୍ରେନରୁ ଓଲହାଇ ସାନ୍ତାକୁ ପଚାରିଲା-ଏଇଟା କେଉଁ ଷ୍ଟେସନ ?

ସାନ୍ତା ଜୋର ଜୋର ସେ ହସିଲା ଓ ବହୁତ କଷ୍ଟରେ ନିଜକୁ ସମ୍ଭାଳି କହିଲା-

ଆରେ ପାଗଳ ଏଇଟା ରେଲୱେ ଷ୍ଟେସନ ଏତିକି ବି ଜାଣି ନାହିଁ ।

୫. ୮ ରୁ ୯ ଜଣ ଲୋକ ଜୁଆ ଖେଳୁ ଥିଲେ ହେଲେ ସେହି ସମୟରେ ପୋଲିସ ଆସିଗଲା । ଗୋଟେ ଜୁଆଡ଼ି ଦ୍ରୁତ ଗତିରେ ଦଉଡି ପୋଲିସ ଜିପରେ ବସିଗଲା ।

ପୋଲିସ-ଆରେ ତୁ ନିଜେ ନିଜେ ଆସି କାହିଁକି ଗାଡିରେ ବସିଲୁ ?

ଜୁଆଡ଼ି- ପୂର୍ବ ଥର ଯେତେବେଳେ ମୁ ଧରା ପଡିଥିଲି

ସେତେବେଳେ ମୋତେ ସିଟ ମିଳି ନଥିଲା ରାସ୍ତା ସାରା ମୋତେ ଛିଡା କରେଇ ନେଇଥିଲ ।

ସେଥିପାଇଁ ମୁ ପ୍ରଥମ ସିଟ ନେଇଗଲି ।

୬. ପତ୍ନୀ ଶୋଇଥିଲା, ତାର ପାଦ ପାଖରେ ଏକ ନାଗୁନୁ ଫଣା ଟେକି ବସି ଥିଲା ।

ସେହି ସମୟରେ ସ୍ଵାମୀ ଧୀରେ ସେ କହିଲା-ଚୋଟ ମାର, ଚୋଟ ମାଆର…

ନାଗୁଣୀ କହିଲା- ମୁ କେବଳ ଚରଣ ସ୍ପର୍ଶ କରିବାକୁ ଆସିଛି ସେ ଆମ ଗୁରୁ ।

୭- ମା’ ମୁଁ ଆଜି ପୁଣି ଥରେ ପ୍ରେଗନେଣ୍ଟ ହେଇଗଲି, ଏହା ଶୁଣିକି ମାଆ ତାକୁ ପିଇଟିଇବାକୁ ଲାଗିଲା ଏବଂ କହିଲା

ମାଆ- ମୁଁ ତତେ ଏଥିପାଇଁ ମାଆରୁ ନାହିଁ କି ତୁ ପ୍ରେଗନେଣ୍ଟ ହେଇଗଲୁ.. ମୁଁ ଏଥିପାଇଁ ମାଆରୁଛି କି ତୁ…

ଆଜି ପୁଣି ମଅଦ ପିଇ କି ଆସି ନିଜକୁ ଝିଅ ବୋଲି ଭାବୁଛୁ ଚିଣ୍ଟୁ !

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *