ଓଡିଆ ଜୋକ୍ସ: ରାତିରେ ରୁମରେ ଶାଳିକୁ ଏକୁଟିଆ ଦେଖି ଭିଣେଇ ରୋମାଣ୍ଟିକ ହେଇ କହିଲା- ଚାଲ ଆଜି ରାତିରେ ମୁଁ ତୋ ସହିତ ସେଇଆ କରିବି, ଯାହା ନିଜ ସ୍ତ୍ରୀ ସହିତ ରାତିରେ କରେ ….

ମଣିଷ ଜୀବନରେ ଖୁସିକୁ ବହୁତ ମହତ୍ଵ ଦେଇଥାଏ । କିଛି ଖୁସି ପାଇବା ପାଇଁ ମଣିଷ ବହୁତ କଷ୍ଟ ବା ପରିଶ୍ରମ କରିଥାଏ । ହେଲେ ବର୍ତ୍ତମାନ ମଣିଷ ନିଜ ଜୀବନରେ ଏତେ ବ୍ୟସ୍ତ ବହୁଳତାରେ ରହିଯାଉଛନ୍ତି ଯାହାଫଳରେ ସେମାନଙ୍କ ମୁହଁରେ ଖୁସି ରାହୁନାହିଁ । ବନ୍ଧୁଗଣ ଆପଣଙ୍କ ବ୍ୟସ୍ତମୟ ଜୀବନରେ କିଛି ଖୁସି ନେଇ ଆଜିଆମେ ଆପଣଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ଆଣିଛୁ । ବନ୍ଧୁଗଣ ଏହାକୁ ପଢିବା ଦ୍ଵାରା ଆପଣ ବହୁତ ଖୁସି ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ମଜ୍ଦାର ଜୋକ୍ସ ବିଷୟରେ ।

୧. ବୁଲୁର ଚେକ ବୁକ ହଜି ଗଲା

ତ ସେ ବ୍ୟାଙ୍କକୁ ଆଉ ଗୋଟିଏ ଚେକ ବୁକ ଆଣିବା ପାଇଁ ଗଲା

ବ୍ୟାଙ୍କ – ଆମେ ଆପଣଙ୍କ କହିଥିଲୁ ନା
ଏହାକୁ ସମ୍ଭାଳିକି ରଖିବେ

କେହି ଆପଣଙ୍କ ଦସ୍ତଖତ ନକଲ କରି ଆପଣଙ୍କୁ ଠକି ପାରେ

ବୁଲୁ – ମୁଁ କଣ ଏତେ ବୋକା

ମୁଁ ତ ଆଗରୁ ସବୁ ଚେକରେ ଦସ୍ତଖତ କରି ଦେଇଛି

ଯାହା ଦ୍ଵାରା କେହି ବି ମୋର ଦସ୍ତଖତ ନକଲ କରି

ମୋତେ ଠକି ପାରିବ ନାହିଁ…….

୨. ମଣ୍ଟି ରାସ୍ତାରେ ଯାଉଥିଲା

କଦଳୀ ଚୋପା ଉପରେ ଗୋଡ଼ ପଡିଯିବାରୁ

ତାହା ଗୋଡ଼ ଖସି ଗଲା

ଓ ସେ ରାସ୍ତାରେ ପଡିଗଲା

ଏମିତ ବାରମ୍ବାର ହେଲା

ପୁଣି କିଛି ରାସ୍ତା ହାଇଛି

ପୁଣି ଥରେ ରାସ୍ତାରେ

କଦଳୀ ଚୋପା ପଡିଥିବାର ଦେଖିଲା

ଓ କହିଲା କି ଓହ ପୁଣି ଥରେ ରାସ୍ତାରେ ପଡ଼ିବାକୁ ପଡିବ……

୩. ଜ୍ୟୋତିଷୀ ଜାତକ ମିଶାଇଲେ

ଓ କହିଲେ ୩୬ ରୁ ୩୬ ଗୁଣ ମିଶି ଯାଉଛି

ପୁଅ ଘର ଲୋକ ବିବାହ ପାଇଁ ମନା କରି ଦେଲେ

ଝିଅ ଘର ଵାଲା ଆଶ୍ଚର୍ଯ୍ୟ ହୋଇ ପଚାରିଲେ

ସବୁ ଗୁଣ ତ ମିଶି ଯାଉଛି କିନ୍ତୁ ମନା କାହିଁକି କରୁଛନ୍ତି

ପୁଅ ଘର ବାଲା କହିଲେ

ଆମ ପୁଅ ତ ଲଫଙ୍ଗା

ତେବେ କଣ ବୋହୁ ବି ସେହିଭଳି ନେଇ ଆସିବୁ ?….

୪. ବୁଲୁ ତାର ସାଙ୍ଗ କୁଲୁକୁ କହିଲା

ଆବେ ମୁଁ କଣ ଶୁଣିଲି

ତୋର ବିବାହ ଠିକ ହୋଇ ଯାଇଛି

ତାହା ବି ପୁଣି ଗୋଟିଏ ଗେଡି ଝିଅ ସହ

ଆଉ ତୁ ହଁ ବି କହିଦେଇଛୁ ?

କୁଲୁ କହିଲା ହଁ ସାଙ୍ଗ

ଜୀବନରେ ସମସ୍ୟା ଯେତେ ଛୋଟ ହେବ ସେତେ ଭଲ……

୫. ଜଣେ ପୋଲିସ ମଣ୍ଟୁକୁ କହିଲା

ଆପଣ ବହୁତ ଭଲ ଲୋକ

ଆପଣ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଉଛନ୍ତି

ସେଥିପାଇଁ ଆପଣଙ୍କୁ 5000 ଟଙ୍କା ପୁରସ୍କାର ମିଳିବ

ଏହା ପରେ ପୋଲିସ ପଚାରିଲେ

ଏହି ଟଙ୍କା ନେଇ ତୁମେ କଣ କରିବ ?

ସେ କହିଲା ସର୍ବପ୍ରଥମେ

ଏହି ଟଙ୍କାରେ ମୁଁ ଡ୍ରାଇଭିଙ୍ଗ ଲାଇସେନ୍ସ କରିବି…..

୬. ପପୁ ସବୁବେଳେ ରାତିରେ ନିଜ ରୋଷେଇ ଘରକୁ ଯାଇ

ଚିନୀ ଡବା ଖୋଲେ ଓ ପୁଣି ବନ୍ଦ କରି ଶୋଇ ଯାଏ

କଣ ପାଇଁ ??

କାହିଁକି ନା ଡାକ୍ତର କହିଛନ୍ତି

ଆପଣଙ୍କୁ ସୁଗାର ରୋଗ ଅଛି

ସବୁଦିନ ନିଜର ସୁଗାର ଚେକ କରିବ

୭. ରାତି ସମୟରେ ରୁମ ରେ ଶାଳି କୁ ଏକୁଟିଆ ଦେଖି

ଭିଣେଇ ରୋମାଣ୍ଟିକ ହେଇ କହିଲା-

ଚାଲ ଆଜି ରାତିରେ ମୁଁ ତୋ ସହିତ ସେଇଆ କରିବି

ଯାହା ନିଜ ସ୍ତ୍ରୀ ସହିତ ରାତିରେ କରେ ….

ଶାଳି ଲାଜେଇ ଯାଇ କହିଲା – ଠିକ ଅଛି ଜିଜୁ, କର

ସେତିକିବେଳେ ଭିଣେଇ କହିଲା – ତେବେ ଜଲ୍ଦି ନିଜ ବକବକ ବନ୍ଦ କର

ଓ ଆର ପଟକୁ ମୁହଁ କରି ଶୋଇପଡ

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *