Jyotish Shastra- ନୂଆ ବର୍ଷ ୨୦୨୧ ରେ ଏହି ୩ଟି ରାଶିରେ ଭୟଙ୍କର ଘଟଣା

ବହୁତ ଥର ଆମ୍ଭ ମାନଙ୍କ ଜୀବନରେ ଆସୁଥିବା ସୁଖ ଏବଂ ଦୁଃଖ ର ସିଧା ସମ୍ବନ୍ଧ ଆମ୍ଭ ମାନଙ୍କର କୁଣ୍ଡଳୀ ଏବଂ ରାଶି ସହିତ ଜଡିତ । ଏପରି ମାନ୍ୟତା ଅଛି କି ଆମ୍ଭ ମାନଙ୍କର ରାଶି ଅନୁସାରେ ଆମ ଜୀବନରେ ହେବାକୁ ଥିବା ସୁଖ ଏବଂ ଦୁଃଖ ର ପ୍ରଥମରୁ ହିଁ ସିଧା ସଙ୍କେତ ଜଣା ପଡିଯାଇଥାଏ । ବେଳେ ବେଳେ କିଛି ଅତି ସହଜ କାର୍ଯ୍ୟ କଠିନ ହୋଇଯାଇଥାଏ ତ, ଅତି କଠିନ ପରି ଲାଗୁଥିବା କାର୍ଯ୍ୟ ମଧ୍ୟ ଅତି ସହଜରେ ହେବାକୁ ଲାଗିଥାଏ ।

ତେବେ ଏହାଯେ କେବଳ ଭାଗ୍ୟର କାରଣରୁ, ତାହା ନୁହେଁ କର୍ମର ମଧ୍ୟ ବଡ ଭୂମିକା ରହିଥାଏ । ଭାଗ୍ୟଶାଳୀ ହେବା ଅର୍ଥ ଏହା ନୁହେଁ ଯେ କର୍ମ ନକରିବା । ଏହାର ଅର୍ଥ ଏହା କି ଅଳ୍ପ ପରିଶ୍ରମରେ ଅଧିକ ଲାଭ । ତ ଆଜି ଆମେ ଏମିତି ୩ଟି ରାଶି ବିଷୟରେ କହିବାକୁ ଯାଉଛୁ ଯେ ଯେଉଁମାନଙ୍କର ଜୀବନରେ ବହୁତ କିଛି ପରିବର୍ତନ ଭାଗ୍ୟର ପୂର୍ଣ ସହଯୋଗ ପ୍ରାପ୍ତ ହେବ । ତ ଆସନ୍ତୁ ଜାଣିବା ସେହି ରାଶିର ବ୍ୟକ୍ତି ମାନଙ୍କ ବିଷୟରେ ।

ବୃଷରାଶି

ଏମାନଙ୍କ ଜୀବନରେ ସମସ୍ତ ଦୁଖଃ ସମାପ୍ତ ହେବାକୁ ଯାଉଛି । ଧନର ଲାଭ ନିଶ୍ଚିତ ମିଳିବ । ଯେଉଁ ମାନେ ବହୁତ ଦିନରୁ କୌଣସି ସମସ୍ୟାରେ ପିଡୀତ ଥିଲେ, ଋଣର ବୋଝ ତଳେ ଦାବି ହୋଇ ରହି ଥିଲେ ଏପରି ବ୍ୟକ୍ତି ମାନଙ୍କ ପାଇଁ ସମାଧାନର ବାଟ ଖୋଲି ଯିବ । ଲାଭ ବି ନିଶ୍ଚିତ ପ୍ରାପ୍ତ ହେବ । ଏବଂ ପ୍ରତି କ୍ଷେତ୍ରରେ ଆପଣ ସଫଳ ରହିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ସଂପୂର୍ଣ୍ଣ ବର୍ଷଟି ଶୁଭ ସାବ୍ୟସ୍ତ ହେବ ।

ତୁଳାରାଶି

ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିବେ । ବ୍ୟାପାର କରୁଥିବା ବ୍ୟକ୍ତି ବିଶେଷ ମାନେ ବଡ ଧରଣର ଲାଭ ପ୍ରାପ୍ତି କରିବେ । ମାନ ସମ୍ମାନରେ ବୃଦ୍ଧି ହେବ । କୋର୍ଟ କଚେରୀ ରେ ଚାଲୁଥିବା ମାମଲା ଆପଣଙ୍କର ପକ୍ଷରେ ରହିବ । ଅଚାନକ ଧନ ପ୍ରାପ୍ତି ବା ଅଟକି ରହିଥିବା ଧନ ଆପଣଙ୍କ ପାଖକୁ ଫେରି ଆସିବ । ପାରିବାରିକ ଜୀବନ ଭଲ ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଏହା ଶୁଭ ସାବ୍ୟସ୍ତ ହେବ ।

କୁମ୍ଭରାଶି

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ନବବର୍ଷଟି ଅର୍ଥାତ ୨୦୨୧ ମସିହା ଟି ବେଶ ଭଲ ଖବର ନେଇ ଆସିବ । ଆପଣଙ୍କର ପରିବାର ରେ ଯାହାବି କିଛି ସମସ୍ୟା ରହିଥିଲା ଯାହାବି କିଛି କଳହ ରହୁଥିଲା ତାହା ସବୁ ଦୂର ହୋଇ ଗୃହରେ ସୁଖ ଶାନ୍ତି ବୃଦ୍ଧି ପାଇବ । ନୂଆ ଯାନ ବାହାନ କିଣିବାର ସୁଯୋଗ ରହୁଅଛି । ଆପଣ ରୋମାଣ୍ଟିକ ଜୀବନ ବିତାଇବାର ସୌଭାଗ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ନବବର୍ଷ ରେ ଆପଣ ପ୍ରତ୍ୟେକ କାର୍ଯ୍ୟକୁ ମନ ଲଗେଇ ସଠିକ ଢଙ୍ଗରେ କାର୍ଯ୍ୟ କରିବେ ।

ପ୍ରତ୍ୟେକ ଗ୍ରହ ଆପଣଙ୍କ ସପୋର୍ଟରେ ରହୁଛନ୍ତି । ଆପଣଙ୍କ ପରିବାରର ସପଟ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ସାନ ଭାଇ ଓ ଭଉଣୀଙ୍କର ସହଯୋଗ ମଧ୍ୟ ପ୍ରାପ୍ତ ହେବ । ଯେଉଁଥିପାଇଁ ଆପଣ ଅଧିକ ଖୁସି ରହିବେ । କିନ୍ତୁ ଆପଣ ଏହି ବର୍ଷ କେବଳ ଆପଣଙ୍କୁ ଆପଣଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବାର ଅଛି । ନିଜକୁ ସର୍ବଦା ଫିଟ ରଖିବା ପାଇଁ ଯୋଗ ଏବଂ ପ୍ରାଣାୟାମ ର ଆଶ୍ରୟ ନିଅନ୍ତୁ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *