ବନ୍ଧୁଗଣ ମମିତା ମୃ-ତ୍ୟୁ ମା-ମ-ଲା-କୁ ଗତ କିଛି ଦିନ ହୋଇଛି ହେଲେ ଏହି ସମୟରେ ଅନେକ ରାଜନୈତିକ ଓ ସାମାଜିକ ବିବାଦ ଦେଖା ଦେଇଛି । ମମିତାଙ୍କ ହ-ତ୍ୟା ବହୁତ ନି-ଷ୍ଠୁ-ର-ତା-ର ସହ କରା ଯାଇଥିଲା । ଏହି ମା-ମ-ଲା-ରେ ଥିବା ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ପୋ-ଲି-ସ ଗି-ର-ଫ କରି ସାରିଛି ଓ ତା ମୁହଁର ସତ ମଧ୍ୟ ଓ-ଗା-ଳି ସାରିଛି । ମମିତାଙ୍କ ମୃ-ତ୍ୟୁ ପରେ ମହାଲିଙ୍ଗ କଲେଜରେ ଚାଲୁଥିବା ଅନେକ କ-ଳା କ-ର୍ଣ୍ଣ-ମା-ର ପା-ର-ଦ-ଫା-ସ ହୋଇଛି ।
କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ମମିତା ମେହେର ହ-ତ୍ୟା-କା-ଣ୍ଡ-ରେ ନ୍ୟାୟ ଦାବି କରି ଓଡିଶା ବନ୍ଦ କରିବାକୁ କଂଗ୍ରେସ ଚେତାବନୀ ଦେଇଛି । ଆସନ୍ତା ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିଲେ ୧୨ ତାରିଖ ଦିନ ଓଡିଶା ବନ୍ଦ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ସମ୍ପୃକ୍ତ ବ୍ୟକ୍ତିଙ୍କ ବି-ରୋ-ଧ-ରେ ଫୌ-ଜ-ଦା-ରୀ ମୁ-କ-ଦ-ମା ଦାୟର ସହିତ ଗି-ର-ଫ କରିବାକୁ ଦାବି କରିଛି କଂଗ୍ରେସ ଦଳ । ଏନେଇ ସୂଚନା ଦେଇଛନ୍ତି ପିସିସି ଉପସଭାପତି ଗଣେଶ୍ଵର ବେହେରା । ତାଙ୍କ ମତରେ, ମମିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବା ନିଷ୍ପତ୍ତିରେ ନାହାନ୍ତି ।
୧୦ ଦିନ ସମୟ ଦିଆ ଯାଉଛି ଯଦି ୧୦ ଦିନ ମଧ୍ୟରେ କିଛି ଆକ୍ସନ ନ ନିଆଯାଏ ତା ହେଲେ ଓଡିଶା ବନ୍ଦ । ବନ୍ଧୁଗଣ ଏଭଳି ଭାବରେ କିଛି ବୟାନ ଦେଇଛନ୍ତି ଗଣେଶ୍ଵର ବେହେରା । ତା ହେଲେ ବନ୍ଧୁଗଣ ଏହି ନିଷ୍ପତ୍ତି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।