ମୃତ୍ୟୁ ପରେ ବି ଅମର ହେଇଗଲା 10ମ ଶ୍ରେଣୀର ଏହି ଛାତ୍ର, ନିଜର ଅଙ୍ଗଦାନ କରି 6 ଜଣଙ୍କୁ ଦେଲେ ନୂଆ ଜୀବନ, ପିଲାଟିର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଓ ଖବର ସାମ୍ନାକୁ ଆସୁଛି । ଗତ କିଛି ସମୟ ହେବ ଏକ ଘଟଣା ସମସ୍ତ ସ୍ଥାନରେ ଚର୍ଚାରେ ରହିଛି ଓ ଆଜି ଆମେ ଆପଣ ମାନଙ୍କୁ ସେହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ସୁରାଟର ୧୪ ବର୍ଷର ଜଣେ ବାଳକ ଏବେ ବହୁତ ଚର୍ଚାରେ ଅଛନ୍ତି ।

ଏହି ବାଳକଙ୍କ ନାମ ହେଉଛି ଧାର୍ମିକ ଓ ସେ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ଏକ ବର୍ଷ ହେବ ସେ ଡାଏଲିସିସରେ ବଞ୍ଚୁ ଥିଲେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ତା ଅଧିକ ଗୁରୁତ୍ଵର ନଥିଲା । ହେଲେ ସମୟ ଅନୁସାରେ ଧାର୍ମିକର ଦେହ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲା ଓ ସେ ହୋଇଗଲା ଶଯ୍ୟାଶାଇ । କିଛି ଦିନର ଚିକିତ୍ସା ପରେ ବାଳକ ଧାର୍ମିକଙ୍କୁ ଡାକ୍ତର ବ୍ରେ-ନ ଡେ-ଥ ଘୋଷଣା କରିଲେ ।

ଏହା ପରେ ଧାର୍ମିକଙ୍କ ଅଙ୍ଗଦାନ ବିଷୟରେ ବିଚାର ବିମସ କରଯାଇଥିଲା ଓ ପରିବାର ଲୋକ ମଧ୍ୟ ଏଥିପାଇଁ ରାଜି ହୋଇଥିଲେ । ଧାର୍ମିକଙ୍କ ହାର୍ଟ, ଫୁସଫୁସ, ଦୁଇ ହାତ ଏବଂ ଲିଭର ବା ଯକୃତ ଦାନ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । ସୁରଟରୁ ଏଥିପାଇଁ ପ୍ରସ୍ତୁତ କରଯାଇଥିଲା ୪ଟି ଗ୍ରୀନ କରେଡର । ସୁରଟର କିରଣ ହସ୍ପିଟାଲରୁ ଧାର୍ମିକଙ୍କ ଦୁଇଟି ହାତ ଯାଇଥିଲା ମୁମ୍ବାଇ ଓ ଏଥିପାଇଁ ଲାଗିଥିଲା ୧୦୫ ମିନିଟ ।

ଦ୍ଵିତୀୟରେ ହାର୍ଟଟି ଯାଇଥିଲା ଅହମ୍ମଦାବାଦ ଓ ୯୦ ମିନିଟ ଲାଗିଥିଲା । ତୃତୀୟରେ ଫୁସଫୁସ ଯାଇଥିଲା ଚେନାଇ ଓ ଲାଗିଥିଲା ୧୮୦ ମିନିଟ । ସେହିଭଳି ଅହମ୍ମଦାବାଦ ଯାଇଥିଲା ଲିଭର ବା ଯକୃତ । ଧାର୍ମିକଙ୍କ ଦୁଇ ହାତ ଲାଗିଛି ମହାରଷ୍ଟ୍ର ପୁନେର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ । ସେହି ବ୍ୟକ୍ତିଙ୍କ ଦୁଇ ହାତ କରେଣ୍ଟ ଲାଗି ନଷ୍ଟ ହୋଇଯାଇଥିଲା ।

ହାତ ଟ୍ରାନ୍ସପ୍ଳାଣ୍ଟ କରିବା ଏକ ବିରାଟ ସଫଳତା ବୋଲି ଡାକ୍ତର ମାନେ କହିଛନ୍ତି । ବନ୍ଧୁଗଣ ଛୋଟ ଧାର୍ମିକଙ୍କ ପରିବାର ଅଙ୍ଗଦାନ ପାଇଁ ରାଜି ହୋଇଥିବାରୁ ଡାକ୍ତର ମାନେ ତାଙ୍କ ପାଦ ଛୁଇଁ କୃତଜ୍ଞତା ଜଣାଇଥିଲେ । ସେହି ସମୟରେ ହସ୍ପିଟାଲରେ ଶୋ-କ-ର ପରିବେଶ ସୃଷ୍ଟି ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *