100 କୋଟି ଟଙ୍କାର ଗାଡି ଠାରୁ ନେଇ 3 ଲକ୍ଷ ଟଙ୍କାର ଚା’ ପର୍ଯ୍ୟନ୍ତ, ଏହା ଅଟେ Nita Ambani ଙ୍କ 5 ଟି ମହଙ୍ଗା ସଉକ, ନମ୍ବର 5 ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ଧନୀ ପରିବାର ତଥା ଅମବାନୀ ପରିବାର ବିଷୟରେ ନିଶ୍ଚୟ ଜାଣିଥିବେ । ଅମବାନୀ ପରିବାର କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏହି ପରିବାରର ସମସ୍ତ ସଦସ୍ୟ ନିଜ ମହଙ୍ଗା ମହଙ୍ଗା ସଉକ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅମବାନୀ ପରିବାରର ବୋହୁ ନିତା ଅମବାନୀଙ୍କ ମହଙ୍ଗା ସଉକ ବିଷୟରେ କହିବାକୁ ଯାଉଛୁ ।

୧୯୮୫ ମସିହାରେ ନିତା ଅମବାନୀ ମୁକେଶ ଅମବାନୀଙ୍କ ସହ ବିବାହ କରିଥିଲେ । ତେବେ ବନ୍ଧୁଗଣ ଅମବାନୀ ପରିବାରର ବୋହୁ ହେବା ପରେ ନିଜ ନିଜ ଲାଇଫ ଷ୍ଟାଇଲ ଓ ନିଜ ମହଙ୍ଗା ସଉକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ତେବେ ଆସନ୍ତୁ ଜାଣିବା ନିତାଙ୍କ ମହଙ୍ଗା ସଉକ ବିଷୟରେ ।

୧୦୦ କୋଟି ଟଙ୍କାର କାର ବନ୍ଧୁଗଣ ନିତା ଅମବାନୀଙ୍କ ପାଖରେ ଦୁନିଆର ସମସ୍ତ ମହଙ୍ଗା ମହଙ୍ଗା ଗାଡି ଅଛି । ରିପୋର୍ଟସ ମୁତାବକ ନିତାଙ୍କ କାର ଭାରତରେ ମିଳେ ନାହିଁ ବିଦେଶରୁ ମଗା ଯାଇଥାଏ । ନିତାଙ୍କ ପାଖରେ ଅଡିର ସ୍ପେଶିଆଲ ଏଡିସନ କାର ‘ଅଡିଏ୯’ ଅଛି ଯାହାର ଦାମ ୯୦ କୋଟି ଟଙ୍କା । ଭାରତକୁ ଆସିଲେ ଏହି କାରର ଦାମ ୧୦୦ କୋଟି ହୋଇଯିବ ।

ଲକ୍ଷ ଟଙ୍କାର ଜୋତା ବନ୍ଧୁଗଣ ନିତା ସବୁବେଳେ ମହଙ୍ଗା ଓ ଷ୍ଟାଇଲିସ ଜୋତା ପିନ୍ଧି ଥାନ୍ତି । କୁହାଯାଏ ନିତା ଗୋଟେ ଥର ଯେଉଁ ଜୋତା ପିନ୍ଧି ଥାନ୍ତି ଦ୍ଵିତୀୟ ଥର ସେହି ଜୋତାକୁ ପିନ୍ଧନ୍ତି ନାହିଁ । ନିତା ପେଡ୍ରୋ, ଗାର୍ସିୟା, ଜିମ୍ମି ଚୁ, ପେଲମୋଡା ଓ ମାର୍ଲିନ ଆଦି ବଡ ବଡ ବ୍ରାଣ୍ଡର ଜୋତା ପିନ୍ଧନ୍ତି ।

ମହଙ୍ଗା ହେଣ୍ଡବ୍ୟାଗ ବନ୍ଧୁଗଣ ନିତା ଅମବାନୀ ବହୁତ ମହଙ୍ଗା ହେଣ୍ଡବ୍ୟାଗର ବ୍ୟବହାର କରନ୍ତି । ଏହି ସବୁ ହେଣ୍ଡବ୍ୟାଗର ଦାମ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ । ଦୁନିଆର ମହଙ୍ଗା ହେଣ୍ଡବ୍ୟାଗ କମ୍ପାନୀ ତଥା ଫେଡି, ସେଲିନ ଓ ହେମିଜ ଆଦିର ହେଣ୍ଡବ୍ୟାଗ ନିତାଙ୍କ ପାଖରେ ଅଛି ।

ମହଙ୍ଗା ଘଣ୍ଟା ବନ୍ଧୁଗଣ ସାଧାରଣତଃ ଲୋକମାନେ ୧୦୦୦ ରୁ ୧୦୦୦୦ ଟଙ୍କା ମଧ୍ୟରେ ଘଣ୍ଟା ପିନ୍ଧି ଥାନ୍ତି ହେଲେ ନିତାଙ୍କ ପାଖରେ ମହଙ୍ଗାରୁ ମହଙ୍ଗା ଘଣ୍ଟାରେ ସ୍ପେଶିଆଲ କଲେକ୍ସନ ଅଛି । ତାଙ୍କ ପାଖରେ ବୁଲଗାରି, କାର୍ଟିୟର, ରାଡୋ, ଗୁଚି ଓ କେଲବିନ ଆଦି ବଡ ବ୍ରାଣ୍ଡର ଘଣ୍ଟା ଅଛି ।

୩ ଲକ୍ଷ ଟଙ୍କାର ଚାହା ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ଚାହା ପିଇବା ପାଇଁ ପସନ୍ଦ କରନ୍ତି । ସେହି ଭଳି ନିତାଙ୍କୁ ମଧ୍ୟ ଚାହା ବହୁତ ଭଲ ଲାଗେ । ନିତା ୩ ଲକ୍ଷ ଟଙ୍କାର ଚାହା ପିଅନ୍ତି । ନିତା ସୁନା କପ୍ ରେ ଚାହା ପିଅନ୍ତି ଓ ସେହି କପ୍ ର ଦାମ ୩ ଲକ୍ଷ ଟଙ୍କା ଅଟେ ଯାହାଫଳରେ ଚାହାର ଦାମ ମଧ୍ୟ ବଢିଯାଏ ।

Leave a Reply

Your email address will not be published. Required fields are marked *