ଡାକ୍ତରୀ ଛାତ୍ରୀଙ୍କ ଡେଥ୍‌ ମିଷ୍ଟ୍ରୀ: ମୋବାଇଲ ଖୋଲିବ ମୃତ୍ୟୁ ରହସ୍ୟ ! ଖୋଦ୍ କଲେଜ ଡିନ୍ ମଧ୍ୟ କହୁଛନ୍ତି, ଛାତ୍ରୀଙ୍କ ମୃତ୍ୟୁ ସନ୍ଦେହଜନକ, ଦେଖନ୍ତୁ Video ସେ କଣ କହୁଛନ୍ତି ?

ବନ୍ଧୁଗଣ ନମସ୍କାର, ୧୧ ଟା ୪୦ ରେ ନିରୁ ସହ ଜୋକ୍ କରୁଥିଲି । ୧୧ଟା ୫୦ ରେ କେମିତି ମ-ରି-ଗ-ଲା ମୋ ଭଉଣୀ ? ଏହା ଆ-ତ୍ମ-ହ-ତ-ୟା ନୁହେଁ ବରଂ ଯୋ-ଜ-ନା-ବ-ଦ୍ଧ ହ-ତ-ୟା । କ-ଲେଜ ର ଡିନ ବି କହୁଛନ୍ତି ମୃ-ତ୍ୟୁ ର-ହ-ସ୍ୟ ଜନକ । ଡାକ୍ତରୀ ଛାତ୍ରୀ ଙ୍କ ଡେ-ଥ ମି-ଷ୍ଟ୍ରି । ମୋବାଇଲ ଖୋଲିବ କି ମୃ-ତ୍ୟୁ ର-ହ-ସ୍ୟ ? ଆଉ ନିରୁପମା ନାହିଁ । ଶୁଣିଲେ ତ ରାତି ୧୨ଟା ରେ କ-ଲେଜ ଉପାଧ୍ୟକ୍ଷା ମୃ-ତ ମେଡ଼ିକାଲ ଛାତ୍ରୀ ନିରୁପମା ନନ୍ଦ ଙ୍କ ବଡ଼ ଭଉଣୀ ସୁଜାତା ନନ୍ଦ ଙ୍କୁ ଫୋନ ଦ୍ଵାରା ଦେଇଥିବା ସୂଚନା ।

ଖବର ପାଇ ତୁ-ର-ନ୍ତ ମେଡ଼ିକାଲ କ-ଲେଜ ରେ ପହଞ୍ଚିଥିଲେ ପରିବାର । ଯାହା ଦେଖିଲେ ବିଶ୍ୱାସ କରି ପାରିଲେ ନାହିଁ । କିଛି ସମୟ ଆଗରୁ ଭଉଣୀ ସହ ଥ-ଟ୍ଟା ମ-ଜା ର ଚା-ଟି-ଙ୍ଗ କରିଥିବା ନିରୁପମା ନନ୍ଦ ଆ-ଖି ବୁଜି ଦେଇଛି । ୧୦ ମିନିଟ ଭିତରେ କଣ ହେଲା ଯେ ସେ ଆ-ତ୍ମ-ହ-ତ-ୟା କରିଦେଲା । ପୁଣି ନିଜେ ରହୁଥିବା ହ-ଷ୍ଟେ-ଲ ଝରକା ରେ ନିଜ ଓଢଣୀ ରେ କେମିତି କରିଲା ଆ-ତ୍ମ-ହ-ତ-ୟା । ଏପରି କଣ ହେଲା ଜଣେ ମେଧାବୀ ଛାତ୍ରୀ ହଠାତ ଆ-ତ୍ମ-ହ-ତ-ୟା କରିଦେଲା ।

ତୁ-ର-ନ୍ତ ତାକୁ ହସ୍ପିଟାଲ ନ ନେଇ କାହିଁକି ରୁ-ମ୍ ରେ ପ-କା-ଇ ରଖିଲେ ? ପୋ-ଲି-ସ ଓ ପରିବାର ଲୋକ ଙ୍କୁ ଡାକି ସମୟ ଅପଚୟ କରିବା ଅପେକ୍ଷା କ-ଲେଜ କ-ର୍ତ୍ତୃ-ପ-କ୍ଷ ମେଡ଼ିକାଲ କଣ ପାଇଁ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମୃ-ତ ଛାତ୍ରୀ ଙ୍କ ପରିବାର ଵର୍ଗ । ଆ-ତ୍ମ-ହ-ତ-ୟା କୁ ଗ୍ରହଣ ନକରି ଏହା ଏକ ଯୋ-ଜ-ନା-ବ-ଦ୍ଧ ହ-ତ-ୟା ବୋଲି ବଲାଙ୍ଗୀର ଟାଉନ ଥା-ନା ରେ ଅ-ଭି-ଯୋ-ଗ କରିଛନ୍ତି ନିରୁପମା ଙ୍କ ପରିବାର ବର୍ଗ ।

ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କ-ଲେଜ ରେ ଏଭଳି ଘ-ଟ-ଣା ଘ-ଟି-ଛି । କଣ ପାଇଁ ଜଣେ ଛାତ୍ରୀ ଆ-ତ୍ମ-ହ-ତ-ୟା କରିଲେ ? କଣ ହୋଇପାରେ କାରଣ ? କାହିଁକି ଛାତ୍ରୀ ଙ୍କ ମୃ-ତ୍ୟୁ କୁ ର-ହ-ସ୍ୟ ଜନକ ବୋଲି କହୁଛନ୍ତି କ-ଲେଜ କ-ର୍ତ୍ତୃ-ପ-କ୍ଷ ? ଏପରିକି ମୃ-ତ ଦେହ ପାଖରୁ ଏକ କେ-ମି-କା-ଲ ର ଗ-ନ୍ଧ ଆସୁଥିଲା ବୋଲି ସୂଚନା ଦେଇଛନ୍ତି କ-ଲେଜ ର ଡିନ । ସବୁଠାରୁ ବଡ଼ ସ-ନ୍ଦେ-ହ ହେଉଛି ହ-ଷ୍ଟେ-ଲ ଭିତରେ ନିରୁପମା ର କଣ ହୋଇଛି ଦେଖ ବୋଲି ଜଣେ ବାହାର ଯୁବକ କେମିତି ତାଙ୍କ ସହପାଠୀ କୁ କ-ଲ କରିଲେ ? ସେ କେମିତି ଜାଣିଲେ ଯେ ନିରୁପମା ର କିଛି ଅ-ଘ-ଟ-ଣ ଘ-ଟି-ଛି ବୋଲି ?

ରାତି ୧୧ଟା ୪୦ ପର୍ଯ୍ୟନ୍ତ ନିଜ ଭଉଣୀ ସହିତ ଥଟ୍ଟା ମଜା ର ଚା-ଟି-ଙ୍ଗ କରିଥିଲେ ନିରୁପମା । କଣ ହୋଇଗଲା ଯେ ୧୦ ମିନିଟ ଭିତରେ ଆ-ତ୍ମ-ହ-ତ-ୟା କରିଦେଲେ । ଛାତ୍ରୀ ଙ୍କ ମୃ-ତ୍ୟୁ କୁ ନେଇ ଏପରି ଅନେକ ର-ହ-ସ୍ଯ ଉପୁଜୁଛି । ଶ-ବ ବ୍ୟ-ବ-ଚ୍ଛେ-ଦ ପରେ ନିରୁପମା ଙ୍କ ପରିବାର ପାଖରେ ରହି ଯାଇଥିଲା ତାଙ୍କ ମୋବାଇଲ । ପରେ ମୋବାଇଲ ଜବତ କରି ପୋ-ଲି-ସ ନିଜର ଛା-ନ-ବି-ନ ଆରମ୍ଭ କରିଛି । ତେବେ ନିରୁପମା ଙ୍କ ମୃ-ତ୍ୟୁ ର-ହ-ସ୍ୟ ର ତ-ଦ-ନ୍ତ ଜାରି ରଖିଛି ବଲାଙ୍ଗୀର ପୋ-ଲି-ସ । ଅବଶ୍ୟ ମୋବାଇଲ ଖୋଲିପାରେ ମୃ-ତ୍ୟୁ ର ରହସ୍ୟ ।

Leave a Reply

Your email address will not be published. Required fields are marked *