Aryan ଆଜି ଜେଲ ଯିବେ ନା ଜାମିନ ପାଇ ଘରେ ପାଳିବେ ମା’ Gouri ଙ୍କ ଜନ୍ମଦିନ ? ନିଜ ଜନ୍ମଦିନରେ ବି ପୁଅ ପାଇଁ କାନ୍ଦୁଛନ୍ତି ମା’ Gouri Khan, କଣ କହୁଛନ୍ତି, ଦେଖନ୍ତୁ Video

ବନ୍ଧୁଗଣ ଆଜି ମୁମ୍ବାଇର ମାନ୍ୟବର କୋର୍ଟ ଏକ ବଡ ନିଷ୍ପତ୍ତି ନେବେ । ଆରିୟାନ ଆଜି ଜେ-ଲ ଯିବେ ନା ନିଜ ଘରକୁ ଯାଇ ମା’ଙ୍କ ଜନ୍ମଦିନ ପାଳନ କରିବେ ତାକୁ ନେଇ ଚର୍ଚା ଜୋରସୋର ହେଉଛି । ବନ୍ଧୁଗଣ ଆଜି ହେଉଛି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରି ଖାନଙ୍କ ଜନ୍ମଦିନ । ଗୌରି ପ୍ରତି ବର୍ଷ ଅକ୍ଟୋବର ୮ରେ ନିଜ ଜନ୍ମଦିନ ନିଜ ପରିବାର ସହ ପାଳନ କରନ୍ତି ।

ହେଲେ ଆଜି ତାଙ୍କ ପରିବାରକୁ ଆସିଥିବା କଳା ବାଦଲ ଯୋଗୁ ସେ କାନ୍ଦି କାନ୍ଦି ଜୀବନ କାଟୁ ଛନ୍ତି । ଆରିୟାନ ଗି-ର-ଫ ହେବା ପରେ ମା ଗୌରି ଖାନ ଭା-ଙ୍ଗି ପଡିଛନ୍ତି ଓ ଅସନ୍ତୋଷରେ ରହୁଛନ୍ତି । ବନ୍ଧୁଗଣ ଆଜି ଗୌରି ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଝିଅ ସୁହାନା ଖାନ ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କୁ ଜନ୍ମଦିନ ୱିସ କରିଛନ୍ତି । ସୁହାନା ବାପା ଶାହରୁଖ ଓ ମା ଗୌରିଙ୍କ ଏକ ଫଟୋ ଦେଇ ଲେଖିଛନ୍ତି ‘ହାପି ବାର୍ଥ ଡେ ମା’ ।

ଅନ୍ୟ ପଟରେ ଗୌରିଙ୍କ ମନରେ ଆଜି କିଛି ବି ଖୁସି ନାହିଁ ସେ କେବଳ ନିଜ ପୁଅକୁ ଝୁରୁ ଛନ୍ତି । ଆଜି ତାଙ୍କ ପୁଅ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ମୁମ୍ବାଇ କୋର୍ଟ । ବନ୍ଧୁଗଣ ଆଜି ଆରମ୍ଭ ହେବାକୁ ଯାଉଛି କୋର୍ଟର ହୀୟରିଙ୍ଗ । କୋର୍ଟରେ ପହଞ୍ଚି ସାରି ଛନ୍ତି ଏଏସଜି ଅନିଲ ସିଂହ ଓ ଅଦ୍ଵେତ ସେତନା । ଏହି ଦୁଇଜଣ କୋର୍ଟରେ ପକ୍ଷ ରଖିବେ ଯେ, କାହିଁକି ଆରିୟାନଙ୍କୁ ବେଲ ମିଳିବା ଠିକ ନୁହେଁ ।

ଅନ୍ୟ ପଟରେ ମାଜିଷ୍ଟ୍ରେଟ ଆରିୟାନ ଖାନଙ୍କ କେ-ସ ସହ ଅରବାଜ ମର୍ଚାନ୍ଟ ଆଉ ମୁନମୁନ ଧମେଚାଙ୍କ କେସ ବି ଶୁଣିବେ । ଏବେ ଆରମ୍ଭ ହୋଇଯାଇଛି ତାଙ୍କ କେ-ସ ଶୁଣାଣୀ ପ୍ରକ୍ରିୟା । ବର୍ତ୍ତମାନ କୋର୍ଟ ବାହାରେ ଓ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ବହୁତ ସାରା କ୍ରାଉଡ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆରିୟାନ ଖାନଙ୍କୁ ଜେ-ଲ ମିବା ଉଚିତ ନା ବେ-ଲ ମିଳିବ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *