ଯଦି ଆପଣ ନିଜ ଓଜନକୁ ଜଲ୍ଦୀ କମାଇବାକୁ ଚାହୁଁଛନ୍ତି ତେବେ ଏହି ଗୋଟେ ଜିନିଷ ଆପଣଙ୍କୁ ବହୁତ ସାହାଯ୍ୟ କରିବ

ଓଜନ କମାଇବାକୁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ । ଯାହାକି ଆପଣଙ୍କୁ ଜଲ୍ଦି ଆପଣଙ୍କର ଓଜନ କମାଇବାରେ ସହାୟକ ହେବ । ତାହା ହେଉଛି ଜୁସ ଫାଷ୍ଟିଂ । ଜୁସ ଫାଷ୍ଟିଂ କୁ ସାଧାରଣତଃ ୱେଟ୍ ମ୍ୟାନେଜମେଣ୍ଟ ବୋଲି ଆପଣ ଜାଣିଥିବେ । ଏଥିରେ ଡ଼ାଇଜେସନ୍ ପ୍ରକ୍ରିୟା ବହୁତ୍ ଭଲ ହୋଇଥାଏ ଓ ଏହାର ସେବନ ଦ୍ଵାରା ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହୋଇଯାଏ । ଓଜନ କମାଇବା ପାଇଁ ଜୁସ ଫାଷ୍ଟିଂ ହେଉଛି ସବୁଠାରୁ ବଢିଆ ଉପାୟ ।

ଏହାକୁ ପିଇବା ଦ୍ଵାରା ଶରୀରରେ ଇମ୍ୟୁନ ପାୱାର ମଧ୍ୟ ବଢ଼ିବାକୁ ଲାଗିଥାଏ । ବହୁତ୍ ବିଶେଷଜ୍ଞଙ୍କ କହିବା ଅନୁସାରେ ଜୁସ ଫାଷ୍ଟିଂ ଦ୍ଵାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ଭଲ ହୋଇଯାଏ । ଏହି ଜୁସ ଫାଷ୍ଟିଂ ପାଇଁ ଆପଣଙ୍କୁ ପରିବା କିମ୍ବା ଫଳର ଆବଶ୍ୟକତା ପଡ଼ିବ । କାରଣ ଫଳ ଓ ପରିବାର କମ୍ ରସାୟନ ଓ କୀଟନାଶକ ଥାଏ ।

ପରିବା ରସକୁ ଫଳ ରସ ତୁଳନାରେ ଅଧିକ ବ୍ୟବହାର କରନ୍ତୁ । ଓ ଆପଣ ଯେଉଁ ବି ଜୁସ୍ ନେବେ ସେଥିରେ ଯେପରି ନ୍ୟୁଟ୍ରିଏଣ୍ଟ ଭରପୁର ପରିମାଣ ଥିବା ସହ ଚିନି ନଥିବା ଦରକାର । ଓ ଏହା ଯେପରି ଏସିଡିକ୍ ହୋଇନଥିବ । ଜୁସ ଫାଷ୍ଟିଂ କୌଣସି ଅନ୍ୟ ଆହାର ପରି ଆପଣଙ୍କ ଶରୀରରେ କାମ କରି ନଥାଏ । ଏହା ଆପଣଙ୍କ ଶରୀରରୁ କେମିକାଲ ସହ ଟକ୍ସିନ ମଧ୍ୟ ବାହାର କରିଦେଇଥାଏ ।

ଜୁସ ଫାଷ୍ଟିଂରେ ପ୍ରଥମେ ପ୍ରଥମେ ଥକା ଅନୁଭବ ହେବା ସ୍ବାଭାବିକ ଅଟେ । ବହୁତ୍ ଜୋରରେ ମୁଣ୍ଡ ବୁଲାଇବା, ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଆସିଥାଏ । ଜୁସ ଫାଷ୍ଟିଂ ସବୁ ବର୍ଗର ଲୋକଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।

 

କାରଣ ବହୁତ୍ ସମୟରେ ଜୁସ ଫାଷ୍ଟିଂରେ ରହିବା ଦ୍ଵାରା ଗ୍ୟାସ୍, ମୁଣ୍ଡବୁଲା, ଏସିଡିଟି ଜନିତ ସମସ୍ୟା ମଧ୍ୟ ହେଇପାରେ । ଜୁସକୁ ନିଜର ଖାଦ୍ୟରେ ସାମିଲ କରିବା ସମୟରେ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣଙ୍କ ଓଜନ କମିବା ଫଳରେ ବଢୁନାହିଁ ତ । ଶରୀରର ରକ୍ତରେ ସୁଗାର ପରିମାଣରେ ମଧ୍ୟ ଏହା ଗଡବଡ କରିପାରେ ।

ଛୋଟପିଲା, ଗର୍ଭବତୀ ମହିଳା, ବୃଦ୍ଧ ଲୋକ, ଓ କମଜୋରି ଲୋକ ମାନେ ଏହାକୁ ସେବନ କରିବା ଅନୁଚିତ୍ ଅଟେ । ଏହା ସେମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *