ସୁକମାରେ ନିଜର 4 ସାଥୀଙ୍କୁ ହତ୍ୟା କରିଥିବା CRPF ଯବାନ ସ୍ୱୀକାର କଲେ ନିଜ ଅପରାଧ, କହିଲେ- ମୋ ସ୍ତ୍ରୀକୁ ସେମାନେ…ଦେଖନ୍ତୁ Video

ବନ୍ଧୁଗଣ ଏହି କିଛି ଦିନ ହେବ ଛତିଶଗଡ ସୁକମା ଜିଲ୍ଲାରେ ଏକ ଏପରି ଘ-ଟ-ଣା ଘ-ଟି-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋ-ସ ଉଡିଯିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ଗତ ରବି ବାର ଦିନ ଛତିଶଗଡ ସୁକମା ଜିଲ୍ଲାରେ ସିଆରପିଏଫ କେମ୍ପରେ ଜଣେ ଯବାନ ନିଜ ୪ ଜଣ ସାଥି ଯବାନଙ୍କର ହ-ତ୍ୟା କରିଛି ।

ଏହି ଯବାନ ଜଣକଙ୍କ ନାମ ହେଉଛି ରିତେଶ ରଞ୍ଜନ । ରିତେଶ ବର୍ତ୍ତମାନ ନିଜ ଦୋ-ଷକୁ ସ୍ଵୀକାର କରିଛନ୍ତି । ନିଜ ଦୋ-ଷ ସ୍ଵୀକାର କରିବା ସମୟରେ ତାଙ୍କର ଏକ ଭିଡିଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଅ-ପ-ଲୋ-ଡ ହୋଇଛି । ଏହି ଭିଡିଓରେ ସେ ନିଜ ସାଥି ମାନଙ୍କୁ ହ-ତ୍ୟା କରିବାର କାରଣ ବିଷୟରେ କହିଛନ୍ତି । ଏହି ଘ-ଟ-ଣା-ଟି ଛତିଶଗଡ ସୁକମା ଜିଲ୍ଲାର ଲିଙ୍ଗନପଲ୍ଲି କେମ୍ପ ସହ ଜଡିତ ଅଛି ।

ଏହି ସ୍ଥାନରେ ରିତେଶ ନିଜ ଚାରି ଜଣ ସାଥି ଯବାନଙ୍କୁ ଗୁ-ଳି କରି ହ-ତ୍ୟା କରିଛନ୍ତି । ଆରୋପି ଯବାନ ଭା-ଇ-ରା-ଲ ହେଉଥିବା ଭିଡିଓରେ ନିଜ ଦୋ-ଷ ସ୍ଵୀ-କା-ର କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ସେ କହୁଛନ୍ତି- ‘ହଁ ମୁ ସମସ୍ତଙ୍କୁ ମା-ରି-ଛି । ମୋ ପତ୍ନୀ ବିଷୟରେ ଏମାନେ ଖ-ରା-ପ କ-ମେ-ଣ୍ଟ କରୁଥିଲେ । କେବଳ ଏତିକି ନୁହେଁ ସେମାନେ ମୋ ପତ୍ନୀଙ୍କୁ ‘କଚି କଲି’ କହୁ ଥିଲେ’ ।

ଏହା ସହିତ ଏକ ଅନ୍ୟ ଅଫିସରଙ୍କ ନାମ ନେଇ ଆ-ରୋ-ପି ଯବାନ ଭିଡିଓରେ କହୁଛନ୍ତି- ‘ଆଜି ସକାଳ ୫ଟାରେ ସେମାନେ ମୋତେ ଜଙ୍ଗଲରେ ମା-ରି-ବା-ର ଯୋଜନା କରିଥିଲେ । ସେଥିପାଇଁ ମୁ ସମସ୍ତଙ୍କୁ ମା-ରି-ଛି’ । ଏକ ଅନ୍ୟ ଅଫିସର ଭିଡିଓରେ ଆ-ରୋ-ପି ଯବାନଙ୍କୁ ପଚାରୁ ଛନ୍ତି-ତମର ନାମ କଣ ? କମ୍ପାନୀ କେବେ ଠାରୁ ଜଏନ କରିଛ ? ଆ-ରୋ-ପି ଯବାନ- ‘ମୋ ନାମ ରିତେଶ ରଞ୍ଜନ ଅଟେ ମୁ ୨୦୧୭ରୁ ଚାକିରି ଯଏନ କରିଛି ।

ଅଫିସର- ତମେ ତମ ସାଥି ମାନଙ୍କୁ ଗୁ-ଳି କରି କାହିଁକି ମା-ରି-ଲ ? ଆରୋପି ଯବାନ-ହଁ ମୁ ମା-ରି-ଛି ସେମାନେ ମୋତେ ଗା-ଳି ଦେଉ ଥିଲେ । ମୋ ପତ୍ନୀକୁ ‘କଚି କଲି’ କହୁଥିଲେ । ଅଫିସର- ଯଦି ତମର କିଛି ଅସୁବିଧା ହେଉଥିଲା ତମେ ତମ କମାଣ୍ଡିଙ୍ଗ ଅଫିସରକୁ କ-ମ୍ପ୍ଲେ-ନ କାହିଁକି କରିଲ ନାହିଁ ? ଆ-ରୋ-ପି- ମୁ କିଛି ମାତ୍ରାରେ ସୂଚନା ଇନ୍ସପେକ୍ଟରଙ୍କୁ ଦେଇଥିଲି ।

ଆପଣ ଫେ-ସ-ବୁ-କ ଚେ-କ କରନ୍ତୁ ଆପଣଙ୍କୁ ସବୁ କିଛି ମିଳିଯିବ । ଏମାନଙ୍କ ପାଇଁ ମୁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି । ମନ୍ଦିର ଗଲା ବେଳେ ମୋତେ ଖ-ରା-ପ କ-ମେ-ଣ୍ଟ ମା-ରୁ ଥି-ଲେ । ମୁ କଣ ୪ଟି ଗାଁ ଆଉ ଦେଶ ବିଷୟରେ କିଛି ଲେଖି ଦେଲି ପୁରା ଦୁନିଆ ମୋ ପଛରେ ପଡିଗଲା ଏମିତି କଣ ହୁଏ ? ଦେଶ ଆଉ ଗାଁ ବିଷୟରେ ଲେଖିବା କଣ ଖ-ରା-ପ’ ।

Leave a Reply

Your email address will not be published. Required fields are marked *