ଦେଖନ୍ତୁ Pakistan କୁ ହରାଇ Warner ଭାରତ ପାଇଁ କହିଲେ କିଛି ଏମିତି କି ଜିତିଲେ 100 କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଗତ କାଲିର ଟି20 ବିଶ୍ଵ କପ୍ ମ୍ୟାଚ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଗତ କାଲି ପାକିସ୍ତାନ ଓ ଅଷ୍ଟ୍ରେଲିଆର ମ୍ୟାଚ ଥିଲା । ଏହି ମ୍ୟାଚଟି ରୋମାଞ୍ଚକ ଥିବା ସହ ଟ-କ୍କ-ର-ର ମଧ୍ୟ ରହିଥିଲା । ହେଲେ ଅଷ୍ଟ୍ରେଲିଆ ଖେଳାଳି ମାନେ ବହୁତ ସୁନ୍ଦର ଖେଳ ପଦର୍ଶନ କରି ନିଜ ଟିମକୁ ଜିତାଇ ଥିଲେ । ଏହି ମୁକାବାଲାର ଟସ୍ ଜିତିଥିଲେ ଅଷ୍ଟ୍ରେଲିଆ କ୍ଯାପଟେନ ଓ ସେ ପ୍ରଥମେ ବୋଲିଙ୍ଗ କରିବା ପାଇଁ ସ୍ତିର କରିଥିଲେ ।


ପାକିସ୍ତାନ ଖେଳାଳି ବହୁତ ଭଲ ବ୍ୟାଟିଙ୍ଗ କରି ୧୭୭ ରନ୍ କରିଥିଲେ । ଏହା ପରେ ଅଷ୍ଟ୍ରେଲିଆ ଟିମ ବ୍ୟାଟିଙ୍ଗ କରିଥିଲେ । ଡେଭିଡ ୱାର୍ନର ଅଷ୍ଟ୍ରେଲିଆର ଭାର ସମ୍ଭାଳି ଥିଲେ । ୱାର୍ନର ୪୯ ରନ୍ କରି ପାକିସ୍ତାନ ଉପରେ ପ୍ରଭାବ ପକାଇ ଥିଲେ । ୱାର୍ନରଙ୍କ ପରେ ମାଥୱେ ୱେଡ ବହୁତ ସୁନ୍ଦର ବାଟିଙ୍ଗ ପଦର୍ଶନ କରିଥିଲେ ଓ ଟିମକୁ ଜିତାଇ ଥିଲେ । ଅଷ୍ଟ୍ରେଲିଆ ଜିତିବା ପରେ ଏବେ ଟି୨୦ ବିଶ୍ଵ କପ୍ ଫାଇନାଲକୁ ଆସି ଯାଇଛି ଓ ଫାଇନାଲ ମ୍ଯାଚ ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଯାଉଛି ।

ବନ୍ଧୁଗଣ ପାକିସ୍ତାନକୁ ହରାଇବା ପରେ ୱାର୍ନର ଭାରତ ପାଇଁ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୱାର୍ନରଙ୍କ ମତରେ-‘ଏହି ବିଜୟୀ ଆମ ମାନଙ୍କ ପାଇଁ ବହୁତ ବଡ ମୁ ଏହାକୁ ଶବ୍ଦରେ ବୟାନ କରିପାରୁ ନାହିଁ । ବହୁତ ଲମ୍ବା ସମୟ ପରେ ଆମ ଟିମ ଏହି ସଫଳତାର ଅଧିକାରୀ ହୋଇଛି । ଅଷ୍ଟ୍ରେଲିଆ ଟିମର ଏକ ରେଙ୍କ ଅଛି ହେଲେ ଗତ କିଛି ବର୍ଷ ହେବ ଏହି ରେଙ୍କ ଖରାପ ହୋଇଯାଇଛି ।

ଏଥର ଆମ ସବୁ ଖେଳାଳି ମାନେ ହାର ମାନି ନଥିଲେ ସମସ୍ତେ ପରସ୍ପର ସହ ଛିଡା ହୋଇ ଆଗକୁ ବଢି ଯାଇଛନ୍ତି । ରାସ୍ତାରେ ଅନେକ କଣ୍ଟା ଆସିଥିଲା ହେଲେ ଆମ ଟିମ ମିଶି ସେହି ସମସ୍ତ କଣ୍ଟାକୁ ହଟାଇ ଥିଲା ଓ ମୁକାବାଲା ଜିତିଥିଲା । ଆଜି ପାକିସ୍ତାନକୁ ହରାଇ ବହୁତ ଶାନ୍ତି ଲାଗୁଛି’ । ଆଗକୁ ୱାର୍ନର କହିଛନ୍ତି- ‘ଏହି ବିଜୟ କୁ ଆମ ଫ୍ୟାନ୍ସ ମାନଙ୍କ ସହ ଭାରତୀୟ ଫ୍ୟାନ୍ସ ମାନଙ୍କୁ ସମର୍ପିତ କରୁଛି । ସେମିତିରେ ଏହା ଏକ ଖେଳ ଓ ଏଥିରେ ହାର ଜିତ ଲାଗି ରହେ ।

ଆଜି ଆମେ ପାକିସ୍ତାନକୁ ହରାଇ ଆମ ଫ୍ୟାନ୍ସ ମାନଙ୍କୁ ଖୁସି କରେଇଛୁ । ମୁ ଆଶା କରୁଛି ଭାରତୀୟ ଲୋକମାନେ ଆମ ଟିମ ପାଇଁ ପ୍ରାର୍ଥନା କରିଥିବେ ସେଥିପାଇଁ ଆଜି ଆମେ ପାକିସ୍ତାନକୁ ହରାଇ ଛିଡା ହେଉଛୁ । ବର୍ତ୍ତମାନ ଆମର ପୁରା ଧ୍ୟାନ ଫାଇନାଲ ଜିତିବା ଉପରେ ରହିବ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ୱାର୍ନରଙ୍କ ଏହି ବୟାନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *