ବାଛନ୍ତୁ ନିଜ ପସନ୍ଦର ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜ ଏକ ଖାସ କଥା – Personality Test

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନରେ ରଙ୍ଗ ର ଅନେକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ରଙ୍ଗ ଦ୍ଵାରା ଆମ ଜୀବନ ରଙ୍ଗୀନ ହୋଇଯାଇଥାଏ।ପ୍ରତ୍ୟେକ ରଙ୍ଗର କିଛି ଖାସ ବିଶେଷତା ରହିଛି। କୌଣସି ବି ରଙ୍ଗ ହେଉ ନା କାହିଁକି, ଫିକା ଅଥବା ଗାଢ଼। ସେହି ରଙ୍ଗ ଆପଣଙ୍କ ଜୀବନରେ ଅନ୍ଧକାର କୁ ଦୂର କରି ରଙ୍ଗୀନ କରି ଦେଇଥାଏ। ତେବେ ଏହି ରଙ୍ଗ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ ମଧ୍ୟ ଜଣା ପଡ଼ିଥାଏ। ଆପଣ ମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ ଯେ, ଗୋଟିଏ ରଙ୍ଗ ଦ୍ୱାରା ମନୁଷ୍ୟ ର ବ୍ୟକ୍ତିତ୍ବ ସମ୍ବନ୍ଧରେ କିପରି ଜଣା ପଡ଼ିବ।

କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ଅଟେ। ତେବେ ବନ୍ଧୁଗଣ ଆମେ ଆପଣଙ୍କୁ ତିନୋଟି ରଙ୍ଗର ଅପ୍ସନ ଦେଖାଇବୁ। ଏଥିମଧ୍ୟରୁ ଆପଣଙ୍କୁ ଯେକୌଣସି ଗୋଟିଏ ରଙ୍ଗ ବାଛିବାକୁ ପଡ଼ିବ। ଆପଣ ବାଛିଥିବା ରଙ୍ଗ ଅନୁସାରେ ଆମେ ଆପଣ ଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଯଦି ଆପଣ ଅପ୍ସନ ‘A’ କୁ ବାଛିଛନ୍ତି ତେବେ, ଏହାଦ୍ବାରା ଜଣା ପଡୁଛି ଯେ, ଆପଣଙ୍କୁ ବ୍ଲାକ ଓ ଗ୍ରେ ଭଳି ରଙ୍ଗ ବହୁତ ପସନ୍ଦ। ଆପଣ ଜଣେ ଉଦାସୀନ ସ୍ୱଭାବ ର ବ୍ୟକ୍ତି ଅଟନ୍ତି। ଆପଣଙ୍କୁ ଲାଗିଥାଏ ଯେ, ଆପଣ ସର୍ବଦା ଅନ୍ୟ ମାନଙ୍କ ପାଇଁ ଫସି ଯାଆନ୍ତି। ଆପଣଙ୍କ ମଧ୍ୟରେ ଏକ ନକରାତ୍ମକତା ରହିଛି।ଯାହାଦ୍ୱାରା ଆପଣ ଭାବିଥାନ୍ତି ଯେ, ଆପଣଙ୍କର କୌଣସି ମହତ୍ତ୍ଵ ନାହିଁ ଏବଂ ଲୋକମାନେ ଆପଣଙ୍କ ସମ୍ମାନ ଆଦୌ କରନ୍ତି ନାହିଁ ଅଥବା ଆପଣଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ।

ତେବେ ପ୍ରଥମେ ଆପଣଙ୍କୁ ନିଜ ମଧ୍ୟରେ ଥିବା ଖାସ ଗୁଣ କୁ ଖୋଜିବାକୁ ପଡ଼ିବ ଏବଂ ସ୍ୱୟଂ ର ସମ୍ମାନ କରିବାକୁ ପଡ଼ିବ। ଯଦି ଆପଣ ସ୍ୱୟଂ ନିଜକୁ ସମ୍ମାନ ପ୍ରଦାନ କରିବେ ତେବେ ଏହି ଦୁନିଆର ସମସ୍ତ ଲୋକ ମଧ୍ୟ ଆପଣଙ୍କ ସମ୍ମାନ କରିବେ।

୨. ବନ୍ଧୁଗଣ ଯଦି ଆପଣ ଅପ୍ସନ ‘B’ କୁ ବାଛିଛନ୍ତି ତେବେ, ଏହାଦ୍ବାରା ଜଣା ପଡୁଛି ଯେ, ଆପଣଙ୍କୁ ସ୍ବପ୍ନ ଦେଖିବାକୁ ବହୁତ ଭଲ ଲାଗିଥାଏ। ଆପଣ ଜଣେ ରୋମାଣ୍ଟିକ ସ୍ୱଭାବ ର ବ୍ୟକ୍ତି ଅଟନ୍ତି। ଆପଣ ସର୍ବଦା ଅନ୍ୟ ମାନଙ୍କୁ ଖୁସି ପ୍ରଦାନ କରନ୍ତି। ଆପଣଙ୍କର କିଛି ଇଚ୍ଛା ଏଭଳି ରହିଛି ଯାହା କେବଳ କଳ୍ପନା ରେ ହିଁ ପୂର୍ଣ୍ଣ ହୋଇପାରିବ ବାସ୍ତବରେ ନୁହେଁ। ଆପଣ ସର୍ବଦା ଆଡ଼ମ୍ବର ପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି।

୩. ବନ୍ଧୁଗଣ ଯଦି ଆପଣ ଅପ୍ସନ ‘C’ କୁ ବାଛିଛନ୍ତି ତେବେ, ଏହାଦ୍ବାରା ଜଣା ପଡୁଛି ଯେ, ଆପଣ ଜଣେ ସଭ୍ୟତାଶୀଳ ବ୍ୟକ୍ତିତ୍ବ ଅଟନ୍ତି। ଆପଣଙ୍କ ହୃଦୟ ଅତ୍ୟନ୍ତ କୋମଳ ଓ ସଫା ଅଟେ। ଆପଣ ସର୍ବଦା ଅନ୍ୟ ମାନଙ୍କୁ ଖୁସି ଦେବାକୁ ପସନ୍ଦ କରନ୍ତି ଏବଂ ଏଥିରେ ବିଶ୍ୱାସ ମଧ୍ୟ ରଖନ୍ତି। ଆପଣ ଜଣେ ଇମାନ୍ଦାର ବ୍ୟକ୍ତି ଅଟନ୍ତି ଏବଂ ଆପଣଙ୍କ ଉପରେ ସହଜରେ ଭରସା କରାଯାଇପାରିବ। ଆପଣ ସର୍ବଦା ଆଧ୍ୟାତ୍ମ ଦିଗରେ ଚାଲି ଖୁସି ପାଇବାକୁ ଚାହାନ୍ତି ଏବଂ ଆପଣ ନିଜ କାର୍ଯ୍ୟ କୁ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ଚାହାନ୍ତି ଏବଂ ନିଜ ଜୀବନକୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ କରିବାକୁ ଚାହାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *