Bollywood ର ଏହି 5 ଜଣ ହିରୋଇନଙ୍କୁ ଫିଲ୍ମରେ ରୋଲ ପାଇବା ପାଇଁ ପ୍ରଡ୍ୟୁସରଙ୍କ ସହ ରାତି କାଟିବାକୁ ପଡିଥିଲା, ଶା-ରୀ-ରି-କ ସ-ମ୍ବ-ନ୍ଧ ବନାଇବା ସର୍ତ୍ତରେ ହିଁ ମିଳିଥିଲା କାମର ଅଫର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କାଷ୍ଟିଂ କାଉଚ୍ ଏକ ସାଧାରଣ ଜିନିଷ ହୋଇ ସାରିଲାଣି। କେତେକ ଅଭିନେତ୍ରୀ ଙ୍କୁ ଫିଲ୍ମ ରେ କାମ କରିବା ପାଇଁ ଏହାର ଶିକାର ମଧ୍ୟ ହେବାକୁ ପଡ଼ିଛି।ବଲିଉଡ ଇଣ୍ଡଷ୍ଟ୍ରୀ ରେ କେବଳ ଅଭିନେତ୍ରୀ ମାନଙ୍କୁ ହିଁ କାଷ୍ଟିଂ କାଉଚ୍ ର ସାମ୍ନା କରିବାକୁ ପଡ଼ି ନାହିଁ, ବରଂ ବର୍ତ୍ତମାନ ସମୟରେ ବଲିଉଡ ଅଭିନେତା ମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି ଏବଂ ସେହି ସମ୍ବନ୍ଧରେ ସେମାନେ ସ୍ୱୟଂ ସ୍ୱୀକାର ମଧ୍ୟ କରିଛନ୍ତି ଓ କହିଛନ୍ତି ଯେ ଫିଲ୍ମ ରେ କାମ ପାଇବା ପାଇଁ ସେମାନଙ୍କୁ କାଷ୍ଟିଂ କାଉଚ୍ ର ଶିକାର ହେବାକୁ ପଡ଼ିଛି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ କାଷ୍ଟିଂ କାଉଚ୍ ର ସାମ୍ନା କରିବାକୁ ପଡିଛି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ରଂବୀର ସିଂ- ବନ୍ଧୁଗଣ ପ୍ରଥମ କଳାକାର ଜଣକ ହେଉଛନ୍ତି, ବଲିଉଡ ଅଭିନେତା ‘ରଂବୀର ସିଂ’। ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଭାବରେ ପରିଚିତ ଏହି ଅଭିନେତା ନିଜର ଷ୍ଟ୍ରଗ୍ଲିଂ ଦିନ ରେ କାଷ୍ଟିଂ କାଉଚ୍ ର ସାମ୍ନା କରିଛନ୍ତି ଏବଂ ଏହି ସମ୍ବନ୍ଧରେ ସେ ସ୍ୱୟଂ ମିଡିଆ ସାମ୍ନା ରେ ସ୍ୱୀକାର କରିଛନ୍ତି।

ସେ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ, ତାଙ୍କୁ ଜଣେ ଫିଲ୍ମ ମେକର୍ ତାଙ୍କ ଫ୍ଲାଟ କୁ ଡାକି ଏଭଳି ଅଶ୍ଳୀଳ ପ୍ରପୋଜ ଦେଇଥିଲେ ଏବଂ ସେ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟଖାନ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଏଥିପାଇଁ ତାଙ୍କୁ ଅନେକ ଫିଲ୍ମ ଓ ପ୍ରୋଜେକ୍ଟ କୁ ମଧ୍ୟ ହରାଇବାକୁ ପଡିଛି।

୨. ସନୀ ଲିଓନି- ବଲିଉଡରେ ସଫଳତା ପାଇଥିବା ଅଭିନେତ୍ରୀ ସନି ଲିଓନିଙ୍କୁ ମଧ୍ୟ ବହୁତ ଥର କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଛି । ସନି ନିଜ ଇଣ୍ଟରଭ୍ୟୁରେ ବହୁତ ଥର କହିଛନ୍ତି ଯେ, ତାଙ୍କୁ ନିଜ ଜୀବନରେ ବହୁତ ଥର କଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥିଲା । ବହୁତ ଫିଲ୍ମ ମେକର୍ସ ମାନଙ୍କ ଠାରୁ ସନିଙ୍କୁ ଏହି ଅଫର ମିଳୁଥିଲା, ଯାହା ଫଳରେ ସନି ବହୁତ ଚିନ୍ତାରେ ଥିଲେ । ଏମିତିକି ଥରେ ଜଣେ ଡାଇରେକ୍ଟର ସନିଙ୍କୁ ଫିଲ୍ମ ଦେବା ପାଇଁ ସବୁ ସୀମା ପାର କରି ଦେଇଥିଲେ । ହେଲେ ସନି କେବେ କାଷ୍ଟିଙ୍ଗ କାଉଚର ଶିକାର ହୋଇ ନଥିଲେ ।

୩. ଆୟୁସ୍ମାନ ଖୁରାନା- ବନ୍ଧୁଗଣ ଦ୍ଵିତୀୟ କଳାକାର ଜଣକ ହେଉଛନ୍ତି, ବଲିଉଡ ଅଭିନେତା ‘ଆୟୁସ୍ମାନ ଖୁରାନା’। ବର୍ତ୍ତମାନ ନିଜର ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତା ମଧ୍ୟ ନିଜର ଷ୍ଟ୍ରଗ୍ଲିଂ ଦିନରେ କାଷ୍ଟିଂ କାଉଚ୍ ର ଶିକାର ହୋଇଥିଲେ। କିନ୍ତୁ ସେ କେବେବି ଏହି ଡିମାଣ୍ଡ କୁ ପୁରଣ କରି ନାହାନ୍ତି।

୪. ଟିସ୍କା ଚୋପ୍ରା- ଟିସ୍କା ଚୋପ୍ରା ଯିଏ କି ଆଜି ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଓ ସେ ଅନେକ ଫେମସ ସିରିଏଲ ଏବଂ ୱେବ୍ ସିରିଜରେ କାମ କରିଛନ୍ତି । ସେ ତାରେ ଜମିନ୍ ପର ରେ ଇଶାନ ର ମା’ ଭୂମିକାରେ ଅଭିନୟ କରିଥିଲେ । ସେ ଏହା ମଧ୍ୟ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ ସେ କ୍ୟାରିୟରର ପ୍ରାରମ୍ଭରେ ଏକ ଫିଲ୍ମରେ କାମ କରିବା ପାଇଁ କାଷ୍ଟିଂ କାଉଚର ସମ୍ମୁଖୀନ ହୋଇଥିଲେ।

୫. କଁଗନା ରାଣାୱତ- ବନ୍ଧୁଗଣ ତୃତୀୟ କଳାକାର ଜଣକ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର କୁଇନ ‘କଁଗନା ରାଣାୱତ’। ଏହି ଅଭିନେତ୍ରୀ ପ୍ରାୟ ସମୟ ଇଣ୍ଡଷ୍ଟ୍ରୀ ରେ ହେଉଥିବା ଭେଦ ଭାବ ସମ୍ପର୍କରେ ନିଜର ମତ ପ୍ରଦାନ କରିଛନ୍ତି ଏବଂ ଏହା ସହିତ କାଷ୍ଟିଂ କାଉଚ୍ ସମ୍ବନ୍ଧରେ ମଧ୍ୟ ଏହି ଅଭିନେତ୍ରୀ ମିଡିଆ ସାମ୍ନା ରେ ଖୋଲିକରି କହିଛନ୍ତି ଏବଂ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ମଧ୍ୟ ଫିଲ୍ମ ରେ କାମ ପାଇବା ନିମନ୍ତେ କାଷ୍ଟିଂ କାଉଚ୍ ର ଶିକାର ହେବାକୁ ପଡିଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ନିଜ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

୬. ସୁର୍ଭିନ୍ ଚାୱଲା- ବନ୍ଧୁଗଣ ଚତୁର୍ଥ କଳାକାର ଜଣକ ହେଉଛନ୍ତି, ‘ସୁର୍ଭିନ୍ ଚାୱଲା’। ବଲିଉଡ ଇଣ୍ଡଷ୍ଟ୍ରୀରେ ଏହି ଅଭିନେତ୍ରୀ ବର୍ତ୍ତମାନ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଏହି ଅଭିନେତ୍ରୀ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ ତାଙ୍କର ଷ୍ଟ୍ରଗ୍ଲିଂ ଦିନରେ ତାଙ୍କୁ କାଷ୍ଟିଂ କାଉଚ୍ ର ସାମ୍ନା କରିବାକୁ ପଡ଼ିଥିଲା। ଫିଲ୍ମ ମେକର୍ସ ଓ ଡାଇରେକ୍ଟର ଫିଲ୍ମ ରେ ରୋଲ ଦେବା ପାଇଁ ତାଙ୍କୁ ଏଭଳି ଅଶ୍ଳୀଳ ପ୍ରପୋଜାଲ ଦେଇଥିଲେ। କିନ୍ତୁ ଏଥିପାଇଁ ସେ ସମ୍ପୂର୍ଣ୍ଣ ରୂପରେ ପ୍ରତ୍ୟଖାନ କରିଥିଲେ।

୭. ପ୍ରିୟାନ୍ସୁ ଚାଟାର୍ଜୀ- ବନ୍ଧୁଗଣ ପଞ୍ଚମ କଳାକାର ଜଣକ ହେଉଛନ୍ତି ‘ପ୍ରିୟାନ୍ସୁ ଚାଟାର୍ଜୀ’। ଫିଲ୍ମ ‘ତୁମ୍ ବିନ୍’ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିବା ଏହି ଅଭିନେତା ମଧ୍ୟ ସ୍ୱୟଂ ସ୍ୱୀକାର କରିଥିଲେ ଯେ, ଫିଲ୍ମ ରେ କାମ କରିବା ପାଇଁ ତାଙ୍କୁ ମଧ୍ୟ କାଷ୍ଟିଂ କାଉଚ୍ ର ଶିକାର ହେବାକୁ ପଡିଥିଲା। କିନ୍ତୁ ସେ ଏଥିପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରତ୍ୟଖାନ କରିଥିଲେ। ଏହି କାରଣରୁ ତାଙ୍କୁ ଅନେକ ଫିଲ୍ମ କୁ ହାତଛଡ଼ା କରିବାକୁ ପଡ଼ିଥିଲା ।

୮. ଏଲି ଅବରାମ – ବଲିଉଡ ଅଭିନେତ୍ରୀ ଏଲି ଅବରାମ କହିଥିଲେ ଯେ ତାଙ୍କ କ୍ୟାରିୟରର ଆରମ୍ଭରେ ଦୁଇ ନିର୍ଦ୍ଦେଶକ ତାଙ୍କୁ ତାଙ୍କ ସହ ଶୋଇବା ପାଇଁ ସଙ୍କେତ ଦେଇଥିଲେ। ଅବରାମଙ୍କ ଅନୁଯାୟୀ ବଡି ସମୀଙ୍ଗ ର ମଧ୍ୟ ତାଙ୍କୁ ସାମ୍ନା କରିବାକୁ ପଡିଥିଲା। ସେ ଜଣେ କମ ହାଇଟ ର ଅଭିନେତ୍ରୀ ହୋଇ ଥିବାରୁ ତାଙ୍କୁ କୁହାଯାଉଥିଲା କି ସେ ଅଭିନେତ୍ରୀ ହେଇ ପାରିବେ ନାହିଁ । ତାଙ୍କୁ ଓଜନ ଓଜନ କମାଇବାକୁ କୁହା ଯାଉଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *