ଏହି ସ୍କିନଟୋନର ଝିଅମାନେ ନିଜ ପାର୍ଟନର ପାଇଁ ଜୀବନବି ଦେଇ ପାରନ୍ତି, ଜାଣନ୍ତୁ ନିଜ ପାର୍ଟନରଙ୍କ ବିଷୟରେ ଏମିତି ରାଜ

ମହିଳାମାନଙ୍କୁ ବୁଝିବା ବହୁତ କଷ୍ଟକର କାର୍ଯ୍ୟ ଅଟେ । ଏମିତି କୁହାଯାଏ କି ମହିଳାମାନଙ୍କ ମୁଡ ସବୁବେଳେ ଚେଞ୍ଜ ହେଉଥାଏ । ସେଥିପାଇଁ ତାଙ୍କୁ ସହଜରେ ଜଜ କରି ହେବ ନାହିଁ । ତାଙ୍କର ବ୍ୟବହାର ବିଷୟରେ ଜାଣିବା ସହଜ କଥା ନୁହେଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ସହଜ ଉପାୟ ଯାହାକୁ ଦେଖି ଆପଣ ମହିଳାମାନଙ୍କ ବ୍ୟବହାର ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ମହିଳାମାନଙ୍କ ହିସାବରେ ତାଙ୍କର ନେଚର ।

ଶ୍ୟାମଳ ରଙ୍ଗ ମହିଳା –

ଏହି ରଙ୍ଗର ମହିଳାମାନେ ବହୁତ ହିଁ ସଂଘର୍ଷ ପୂର୍ଣ୍ଣ ହୋଇଥାନ୍ତି । ନିଜ ଜୀବନରେ ଅଧିକ ପରିଶ୍ରମ ବି କରିଥାନ୍ତି । କୁହାଯାଏ କି ଏହି ରଙ୍ଗର ମହିଳାମାନଙ୍କୁ ପଢିବା ପାଇଁ ବହୁତ ଇଚ୍ଛା ଥାଏ । ସେମାନେ ଶିକ୍ଷା କ୍ଷେତ୍ରରେ ବି ସଫଳ ରୁହନ୍ତି । ଏହି କାରଣରୁ ତାଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡେନାହିଁ । ଶ୍ୟାମଳ ରଙ୍ଗର ମହିଳାମାନେ କେବେ ବି ହାର ମାନନ୍ତି ନାହିଁ ।

କଳା ରଙ୍ଗର ମହିଳା –

କଳା ରଙ୍ଗ ପ୍ରକୃତିର ହିଁ ଏକ ରଙ୍ଗ ଅଟେ । ଏହା ଆମର ସମାଜର ବିଡମ୍ବନା ଅଟେ କି କଳା ରଙ୍ଗକୁ ଅଧିକ ପସନ୍ଦ କରାଯାଏ ନାହିଁ । ଯେତେବେଳେ କି କଳା ରଙ୍ଗର ମହିଳାମାନେ ନିଜର କାର୍ଯ୍ୟ ପ୍ରତି ପୂରାପୂରି ସମର୍ପିତ ହୋଇଥାନ୍ତି । ସେମାନ କାର୍ଯ୍ୟକୁ ପୁରା କରି ହିଁ ମାନନ୍ତି । ଏହି ରଙ୍ଗର ମହିଳାମାନଙ୍କ ସ୍ଵଭାବ ଶାନ୍ତ ହୋଇଥାଏ । ଏମାନେ ନିଜର ପର୍ସନାଲ କଥାକୁ ନିଜ ପାର୍ଟନର ସହ ସର୍ବଦା ଶେୟାର କରିଥାନ୍ତି ।

ଗହମ ରଙ୍ଗର ମହିଳା –

ଯେମିତି କି ଏମାନଙ୍କ ରଙ୍ଗ ମିକ୍ସ ହୋଇଥାଏ, ଏମାନଙ୍କ ସ୍ଵଭାବ ବି ମିକ୍ସ ହୋଇଥାଏ । ଏହି ରଙ୍ଗର ମହିଳାମାନେ ବହୁତ ହିଁ ପରିଶ୍ରମୀ ହୋଇଥାନ୍ତି ଓ କେବେ କେବେ ନିଜର କାର୍ଯ୍ୟପ୍ରତି ଅସାବଧନତା ବି ହୋଇ ଯାଆନ୍ତି । ଏମାନେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାନ୍ତି । ଏମାନଙ୍କ ସ୍ଵଭାବ କ୍ରୋଧଭରା ବି ହୋଇଥାଏ ।

ଗୋରା ରଙ୍ଗର ମହିଳା –

ରଙ୍ଗ ଯେମିତି କାମ ବି ସେମିତି । ନିଜର ସମସ୍ତ କାମକୁ ବହୁତ ହିଁ ଜଲ୍ଦି କରିଥାନ୍ତି । ଏମାନଙ୍କ ରହିବା ଖାଇବା ବହୁତ ଉଚ୍ଚ ଧରଣର ଅଟେ । ଭଲ କପଡା ପିନ୍ଧନ୍ତି, ଖାଦ୍ୟ ପେୟ ପ୍ରତି ବି ଅଧିକ ରୁଚି ରଖନ୍ତି । ନିଜର ଲାଇଫ ଷ୍ଟାଇଲ ପ୍ରତି ବହୁତ ଗମ୍ଭୀର ହୋଇଥାନ୍ତି । ନିଜର ଜୀବନଶୈଳୀକୁ ମେଣ୍ଟେନ କରି ରଖିଥାନ୍ତି । ଏମାନେ ସର୍ବଦା ନିଜର ହୃଦୟର କଥା ଶୁଣିଥାନ୍ତି । ଏହା ସହିତ ନିଜ ମସ୍ତିଷ୍କର ବି ଭଲ ବ୍ୟବହାର କରିଥାନ୍ତି । ଲେଖାଟି ଯଦି ଭଲ ଲାଗିଥାଏ ପେଜକୁ ଲାଇକ କରି ଆଗକୁ ଆମ ସହିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *