ଯଦି ଆପଣଙ୍କ ନାମ ବି A, G, K, M, T, P, S, R ରୁ ଆରମ୍ଭ ହେଉଛି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ନିଜର ସ୍ଵଭାବ ରୁ ନିଜ ଚରିତ୍ର ସମ୍ପର୍କରେ ଜଣା ଯାଇଥାଏ।ଯଦି ଆପଣଙ୍କ ସ୍ଵଭାଵ ଭଲ ହୋଇଥାଏ ତେବେ ଆପଣଙ୍କ ଚରିତ୍ର ମଧ୍ୟ ବହୁତ ଭଲ ହୋଇଥାଏ।ମନୁଷ୍ୟର ସ୍ଵଭାଵ ରୁ ହିଁ ତା ଭବିଷ୍ୟତ ଜଣା ପଡ଼ିଥାଏ।କୌଣସି କର୍ମ କ୍ଷେତ୍ରରେ ବ୍ୟକ୍ତିର ସ୍ୱଭାବକୁ ଦେଖି ତାକୁ କର୍ମ ରେ ରଖାଯାଇଥାଏ।ଶାସ୍ତ୍ର ଅନୁସା ରେ ନାମ ମାଧ୍ୟମରେ ମଧ୍ୟ ନିଜ ସ୍ଵଭାଵ ଜାଣି ହୋଇଥାଏ।ନିଜ ନାମର ପ୍ରଥମ ଅକ୍ଷର ରୁ ହିଁ ଆପଣ ନିଜ ସ୍ଵଭାଵ ସମ୍ପର୍କରେ ଜାଣି ପାରିବେ।କୌଣସି ବ୍ୟକ୍ତିର ନାମ ଅନୁଶାରେ ରେ ସେହି ବ୍ୟକ୍ତି ଉପରେ ବହୁତ ପ୍ରଭାବ ପଡିଥାଏ।

କାରଣ ନିଜ ରାଶି ଅନୁସା ରେ ବ୍ୟକ୍ତିର ନାମ ଦିଆଯାଇଥାଏ।ବ୍ୟକ୍ତିର ଜନ୍ମ ତାରିଖ ଏବଂ ତିଥି ଅନୁଶାରେ ସେହି ରାଶିର କୌଣସି ଏକ ପ୍ରଥମ ଅକ୍ଷର କୁ ଆଧାର କରି ସେହି ବ୍ୟକ୍ତିର ନାମ ଦିଆଯାଇଥାଏ।ଆଜି ଆମେ ସେହିପରି କିଛି ନାମ ସମ୍ପର୍କରେ ଆଲୋଚନା କରିବା ପାଇଁ ଯାଉଛୁ।ଯେଉଁ ନାମ ର ପ୍ରଥମ ଅକ୍ଷର ଦ୍ୱାରା ହିଁ ସେହି ବ୍ୟକ୍ତିର ଭବିଷ୍ୟତ ସମ୍ପର୍କରେ ସୂଚନା ମିଳିଥାଏ ସେ ସମ୍ପର୍କରେ ଆଜି ଆମେ କଥା ହେବା।ତେବେ ଆସନ୍ତୁ ଜାଣିବା ସେହି ନାମ ସମ୍ପର୍କରେ।

A ନାମର ବ୍ୟକ୍ତି -ଏହି ଅକ୍ଷର ର ନାମ ଥିବା ବ୍ୟକ୍ତି ମନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ଓ ଧର୍ଜ୍ୟବାନ ହୋଇଥାନ୍ତି।ଏମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଶ୍ରୁଷ୍ଟି କରିଥାନ୍ତି।ଏମାନେ ଯାହା ବି କହିଥାନ୍ତି ସିଧା ମୁହଁ ଉପରେ କହିଥାନ୍ତି।ବୁଲେଇ ବଙ୍କେଇ କଥା କହିବା ଏମାନଙ୍କୁ ପସନ୍ଦ ହୋଇନଥାଏ।ଏମାନେ ସବୁ ବେଳେ ସତ କହିଥାନ୍ତି।ଏମାନେ କାହାକୁ ଡରି ନଥାନ୍ତି।

ଏମାନେ ନିଜ ବ୍ୟକ୍ତିଗତ ଜୀବନ କୁ କେଉଁଥିରେ ମିଶେଇ ନ ଥାନ୍ତି।ଏମାନେ ନିଜ ବିଚାରକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବାକୁ ସଂକୋଚ କରି ନ ଥାନ୍ତି।ଯଦି ତାଙ୍କ ପ୍ରେମ ଜୀବନ ବିଷୟରେ କଥା ହେବା ତାହେଲେ ଏମାନେ ପ୍ରେମ ମାମଲା ରେ ମଧ୍ୟ ବହୁତ ସଚ୍ଚୋଟ ହୋଇଥାନ୍ତି।କିନ୍ତୁ ରୋମାନ୍ସ ରେ କରିବା ପାଇଁ ସଂକୋଚ ଅନୁଭବ କରିଥାନ୍ତି।ଏମାନେ କାହାକୁ କେବେ ଧୋକା ଦେଇ ନଥାନ୍ତି।

G ନାମର ବ୍ୟକ୍ତି -ଏହି ନାମ ର ବ୍ୟକ୍ତି ଙ୍କ ସ୍ଵଭାଵ ବହୁତ ଭଲ ହୋଇଥାଏ । ଏମାନେ ବହୁତ ସ୍ୱଚ୍ଛ ହୃଦୟ ର ହୋଇଥାନ୍ତି । ଏମାନେ ବହୁତ ଶାନ୍ତ ଓ ଭଦ୍ର ହୋଇଥାନ୍ତି।କିନ୍ତୁ କୌଣସି ପ୍ରକାରର ଖରାପ କଥାରେ ଏମାନଙ୍କୁ ଜଲ୍ଦି କ୍ରୋଧ ଆସିଯାଇଥାଏ।ଏମାନେ ହୃଦୟ ରୁ ବହୁତ ସ୍ୱଚ୍ଛ ଏବଂ ସଚ୍ଚୋଟ ହୋଇଥାନ୍ତି।ଏମାନେ କାହାର ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ।

ଏମାନେ ସେହି କାମ କରିବାକୁ ପସନ୍ଦ କରିଥାନ୍ତି ଯେଉଁ କାମ ତାଙ୍କ ମନକୁ ଠିକ ଲାଗିଥାଏ।ଏମାନେ ନିଜ କଥା କୁ କାହା ଆଗରେ ପ୍ରକାଶ କରିବାକୁ ପସନ୍ଦ କରିନଥାନ୍ତି।ଏମାନଙ୍କୁ ନିଜ ଅଧୀନରେ ରଖି କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ।ଏମାନେ ଅତ୍ୟନ୍ତ ବଳଶାଳୀ ହୋଇଥାନ୍ତି।କିନ୍ତୁ ଏମାନେ ପ୍ରେମରେ ଟିକେ କମ ବଳଶାଳୀ ହୋଇଥାନ୍ତି।ଏମାନେ ନିଜ ପ୍ରେମ କୁ ପ୍ରକାଶ କରିବା ପାଇଁ ବହୁତ ସଂକୋଚ ଅନୁଭବ କରିଥାନ୍ତି।

K ନାମର ବ୍ୟକ୍ତି -ଏହି ନାମ ର ବ୍ୟକ୍ତି ମାନଙ୍କ ସ୍ଵଭାଵ ଅତି ଉଚ୍ଚକୋଟୀର ହୋଇଥାଏ।ଏମାନେ ବହୁତ ଭଲ ହୋଇଥାନ୍ତି।ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ।ଏମାନେ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରନ୍ତି।ଏମାନେ ସବୁ ବେଳେ ହସ ଖୁସିରେ ରୁହନ୍ତି।ଏମାନଙ୍କୁ ନିଜ ଭାଗ୍ୟରୁ ସେହି ସବୁ ଖୁସି ମିଳିଥାଏ ଯାହାର ଏମାନେ ହକଦାର ହୋଇଥାନ୍ତି।ଏମାନଙ୍କର ସ୍ୱଭାବରେ ଏକ ଗଜବ ଆକର୍ଷଣ ରହିଥାଏ।ଏମାନେ ସବୁବେଳେ ଅନ୍ୟକୁ ସହଯୋଗ ଓ ସାହାଯ୍ୟ କରିଥାନ୍ତି।ଅନ୍ୟକୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗକୁ ଆସିଥାନ୍ତି।ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି ତେଣୁ ୟାଙ୍କୁ ଅତି ସହଜରେ ବିଶ୍ୱାସ କରାଯାଇପାରେ।

M ନାମର ବ୍ୟକ୍ତି -ଏହି ନାମ ର ବ୍ୟକ୍ତି ମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି।ଏମାନେ ନିଜର ଭଲ ଗୁଣ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିପାରନ୍ତି।ଏମାନେ ନିଜର ଏକ ଅନ୍ୟ ଦୁନିଆ ବା ଭାବନାରେ ବଂଚିବାକୁ ବହୁତ ପସନ୍ଦ କରନ୍ତି।ଏମାନେ ନିଜ ଜୀବନରେ କିଛି ଅଧିକ ଚାହଁନ୍ତି ନାହିଁ କିମ୍ବା ଆଶା କରନ୍ତି ନାହିଁ।ଏମାନେ ସମସ୍ତ ଙ୍କ ସହିତ ଭଲପାଇବାର ସହିତ ରହିଥାନ୍ତି ଏବଂ ନିଜ ଲୋକ ମାନଙ୍କର ବହୁତ ଯତ୍ନ ନେଇଥାନ୍ତି।ପ୍ରେମ ମାମଲାରେ ଏମାନେ ବହୁତ ଆଦର୍ଶବାଦୀ ହୋଇଥାନ୍ତି।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *