Raj Kundra ଗାଇଲେ ଗୀତ ତ ଏମିତି ରା -ଗିଗଲେ Shilpa Setty ଙ୍କ କୁନି ଝିଅ ସମିଶା, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆରେ ବଲିଉଡ କଳାକାର ମାନେ ବହୁତ ଅଧିକ ଚର୍ଚାରେ ରହୁଛନ୍ତି । ସାଧାରଣତଃ ଏମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ଅଧିକ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସୁନ୍ଦର ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କିଛି ଦିନ ହେବ ଶିଲ୍ପା ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ଶିଲ୍ପାଙ୍କ ସ୍ଵାମୀ ରାଜ କୁନ୍ଦରା ଏକ ଗୀତ ଗାଉଥିବାର ନଜର ଆସୁଛନ୍ତି, ହେଲେ ବନ୍ଧୁଗଣ ସେହି ଗୀତକୁ ଶୁଣି ତାଙ୍କ ଝିଅ ରା -ଗି ଯାଉଛି ।

ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ନିଜ ପରିବାର ସହ ଗାଁକୁ ଯାଇଥିଲେ । ଗାଁକୁ ଯାଇ ମଧ୍ୟ ଶିଲ୍ପା ସୋସିଆଲ ମିଡିଆରେ ବହୁତ ସମୟ ପର୍ଯ୍ୟନ୍ତ ଆକ୍ଟିଭ ରହୁଥିଲେ । ସେହି ସମୟରେ ଶିଲ୍ପା ଏକ ଭିଡିଓକୁ ସେୟାର କରିଥିଲେ । ବନ୍ଧୁଗଣ ସେହି ଭିଡିଓରେ ଶିଲ୍ପାଙ୍କ ସ୍ଵାମୀ ରାଜ କୁନ୍ଦରା ଏକ ଗୀତ ଗାଉଥିବାର ନଜର ଆସୁଛନ୍ତି ଓ ସେହି ଗୀତକୁ ଶୁଣି ତାଙ୍କ ଝିଅ ସମିଶା ସେଟି କୁନ୍ଦରା ତା ବାପା ଉପରେ ରାଗି ଯାଉଛି ।

ବନ୍ଧୁଗଣ ଶିଲ୍ପାଙ୍କର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓକୁ ନେଇ ଫ୍ୟାନ୍ସ ମାନେ ବହୁତ କମେଣ୍ଟ କରିବା ସହ ସମିଶାଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ସମିଶା କୁନ୍ଦରାଙ୍କର ଏହି ଭିଡିଓକୁ ରାଜ କୁନ୍ଦରା ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଯାହାଫଳରେ ଶିଲ୍ପା ଏହି ଭିଡିଓକୁ ରିପୋଷ୍ଟ କରିଥିଲେ ।

ସମିଶା ଏହି ଭିଡିଓରେ ନିଜ ବାପା ଉପରେ ବହୁତ ରାଗି ଯାଉଛି ହେଲେ ରାଜ ନିଜ ଗୀତକୁ ବନ୍ଦ କରୁନାହାନ୍ତି । ବନ୍ଧୁଗଣ ଶିଲ୍ପା ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖିଥିଲେ, ‘ଚିନ୍ତା କମ କର ଓ ଅଧିକ ଗୀତ ଗାଇଚାଲ, ସମିଶା ନିଜ ବାପାଙ୍କୁ କହିଲଥିଲା ଗୀତ ନଗାଇବା ପାଇଁ, ଆପଣ ସମସ୍ତଙ୍କୁ ନୂଆ ବର୍ଷର ହାର୍ଦିକ ଅଭିନନ୍ଦନ’ ।

ବନ୍ଧୁଗଣ ଏହି ଭିଡିଓରେ ସମିଶା ଏକ ହଳଦିଆ ଓ ନୀଳ ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ନଜର ଆସୁଛନ୍ତି । ସମିଶାଙ୍କ କ୍ୟୁଟନେସର ପ୍ରଶଂସା ସମସ୍ତେ କରୁଛନ୍ତି । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ବହୁତ ଶୀଘ୍ର ଫିଲ୍ମ ‘ନିକମା’ରେ ନଜର ଆସିବେ । ଏହା ବ୍ଯତୀତ ଶିଲ୍ପା ଫିଲ୍ମ ‘ହଙ୍ଗମା ୨’ରେ ମଧ୍ୟ ପରେଶ ରାୱାଲଙ୍କ ସହ ନଜର ଆସିବେ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ସମିଶାଙ୍କ କ୍ୟୁଟନେସ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *