ନିଜ ମା’ଙ୍କ ସହ ଫ୍ରାଙ୍କ କରି ଚପଲ ମାଡ ଖାଇଲେ Pintu, ଦେଖିଲେ ହସି ହସି ଗଡିଯିବେ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ର ଯୁଗ ହେଉଛି ସ୍ମାର୍ଟ ଯୁଗ ସୋସିଆଲ ମିଡ଼ିଆ ର ଯୁଗ ଏଠି ସବୁ କାମ ଏହି ସୋସିଆଲ ମିଡ଼ିଆ ରେ ହୋଇଯାଏ । ଏଠାରେ ଅନେକ ଆପ୍ ଅଛି ଯାହା ଦ୍ୱାରା ଲୋକ ମାନେ ନିଜର ସମୟ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଏକ ଆପ ଅଛି ଯେଉଁଥିରେ ଅଧିକାଂଶ ଲୋକ ନିଜର ପ୍ରତିଭା ଦେଖାଇ ଲୋକ ମାନଙ୍କ ର ମନୋରଞ୍ଜନ କରୁଥାନ୍ତି ତେବେ ସେହି ଆପ ହେଉଛି ୟୁଟିୟୁବ ।

ଏହି ଆପ ରେ ଲୋକମାନେ କେବଳ ନିଜର ମନୋରଞ୍ଜନ କିମ୍ବା ଟାଇମ ପାସ ନୁହେଁ ବରଂ ଭିଡିଓ ବନେଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି । ତେବେ ସେହିଭଳି ବର୍ତ୍ତମାନ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ୟୁଟିୟୁବର ହେଉଛନ୍ତି ରୂପା ଓ ପିଣ୍ଟୁ । ତେବେ ତାଙ୍କ ଚ୍ୟାନେଲ ନାମ ହେଉଛି ରୁପା, ପିଣ୍ଟୁ ଏବଂ ଖୁସି ଏକ୍ସପ୍ରେସ ।

ତେବେ ସେ ଏହି ଚ୍ୟାନେଲ ରେ ଅନେକ ସୁନ୍ଦର ସୁନ୍ଦର ଭିଡିଓ ଅପଲୋଡ଼ କରିଥାନ୍ତି । ତାଙ୍କର ଏହି ସବୁ ଭିଡିଓ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ ଏବଂ ଏହା କାରଣରୁ ସେ ଅନେକ ପ୍ରଶଂସାର ପାତ୍ର ମଧ୍ୟ ହୋଇ ପାରିଛନ୍ତି । ତେବେ ଓଡ଼ିଶାର ଏକ ଯୋଡି ସୋସିଆଲ ମିଡ଼ିଆ କୁ ନିଜର ଆୟ କରିବାର ପନ୍ଥା ଭାବରେ ବାଛିଥାନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନା ରେ ଦେଖାଇ ଲୋକପ୍ରିୟତା ହାସଲ କରିଛନ୍ତି । 

https://www.youtube.com/watch?v=YsKh-bigwV8

ତେବେ ବର୍ତ୍ତମାନ ଏହି ରୁପା ପିଣ୍ଟୁ ଏକ୍ସପ୍ରେସ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଆସିଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ତେବେ ଏହି ଭିଡିଓ ରେ ପିଣ୍ଟୁ ନିଜ ମାଆଙ୍କ ସହ ପ୍ରାଙ୍କ କରୁଛନ୍ତି ଏବଂ ତାଙ୍କୁ ଡରାଉଛନ୍ତି ତା ସହ ତାଙ୍କ ସହ ଲାଗୁଛନ୍ତି ମଧ୍ୟ ତେବେ ଏହା ପରେ ତାଙ୍କ ମାଆ ମଧ୍ୟ ଚପଲ ଓ ଝାଡୁ ଧରି ପିଣ୍ଟୁ ଙ୍କୁ ଗୋଡାଉଛନ୍ତି ।


ତେବେ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଲୋକପ୍ରିୟତା ହାସଲ କରୁଛି ଏହା ସହ ଭାଇରାଲ ମଧ୍ୟ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଭଲ ଲାଗିଥିଲେ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *