ବାଛନ୍ତୁ ନିଜ ଜନ୍ମ ବାରର 1 ପ୍ରଜାପତି ଓ ଜାଣନ୍ତୁ ନିଜ ପାର୍ଟନରଙ୍କ 1 ରାଜ- Personality Test

ବନ୍ଧୁଗଣ ସାଧାରଣତଃ ବ୍ଯକ୍ତିର ଜନ୍ମ ତାରିଖ ଓ ଜନ୍ମ ମାସ ପରି ଜନ୍ମ ବାର ମଧ୍ୟ ବ୍ୟକ୍ତି ର ଜୀବନରେ ବହୁତ ମହତ୍ଵ ରଖିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ବାର ସେହି ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କ ଜନ୍ମ ବାର ଅନୁସାରେ କିଛି ପ୍ରଜାପତି ଦେଖାଇବୁ ଓ ଆପଣଙ୍କୁ ଏଥି ମଧ୍ୟରୁ ଗୋଟିଏକୁ ବାଛିବାକୁ ହେବ । ଏହା ଦ୍ଵାରା ଆପଣଙ୍କୁ ଆମେ ଆପଣଙ୍କ ପାର୍ଟନର ଙ୍କ ବିଷୟରେ କିଛି ଖାସ କଥା କହିବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ପ୍ରଥମ ଅର୍ଥାତ ରବିବାର ବାଲା ପ୍ରଜାପତି ବାଛିଛନ୍ତି ଆପଣଙ୍କ ଜୀବନସାଥି ବହୁତ ପରିଶ୍ରମୀ ଅଟନ୍ତି। ସେ ଆପଣଙ୍କ ପାଇଁ ସବୁବେଳେ ସଚ୍ଚୋଟ ରହିଥାନ୍ତି। ସେ ନିଜର ଦାୟିତ୍ବ ଠିକ ଭାବରେ କରିଥାନ୍ତି । ଆପଣଙ୍କୁ ସେ ସବୁ ସ୍ଥିତିରେ ସାହାଯ୍ୟ କରିଥାନ୍ତି ଏବଂ ଆପଣଙ୍କ ସହିତ ଛିଡ଼ା ହୋଇଥାନ୍ତି। ସେ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଆପଣଙ୍କୁ କେବେ ମଧ୍ୟ ଦୁଃଖ ଦେଇନଥାନ୍ତି । ସେ ସବୁବେଳେ ଆପଣଙ୍କୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି।

ଯଦି ଆପଣ ଦ୍ଵିତୀୟ ଅର୍ଥାତ ସୋମବାର ବାଲା ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ଆକର୍ଷକ ପର୍ଶନାଲିଟିର ବ୍ୟକ୍ତିତ୍ଵ ଅଟନ୍ତି । ଆପଣଙ୍କୁ ଖୁସିରେ ରଖିବା ପାଇଁ ସେ କିଛି ବି କରିପାରନ୍ତି । ଆପଣ ବି ତାଙ୍କୁ ବହୁତ ଭଲ ପାଆନ୍ତି । ପ୍ରେମରେ ଆପଣ ଦୁଇ ଜଣଙ୍କ ମଜବୁତ ସମ୍ପର୍କ ଆପଣଙ୍କୁ ଏକାଠି ବାନ୍ଧି ରଖିଥାଏ । ତାଙ୍କର ଚେଷ୍ଟା ଥାଏ କି ସେ ଆପଣଙ୍କୁ ଛୋଟ ଛୋଟ କଥାରେ ଓ ଉପହାର ମାଧ୍ୟମରେ ଖୁସି କରିବେ ।

ଯଦି ଆପଣ ତୃତୀୟ ପ୍ରଜାପତି ବା ମଙ୍ଗଳବାର ବାଲା ପ୍ରଜାପତି କୁ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ଇମୋସନାଲ ଓ ଲାଜକୁଳା ସ୍ଵଭାବର ଅଟନ୍ତି । ପ୍ରେମରେ ସେ ବହୁତ ଭାବୁକ ହେବା ସହ ବହୁତ ସଜାଗ ମଧ୍ୟ ଥାଆନ୍ତି । ଆପଣଙ୍କ ଜୀବନସାଥି ଆପଣଙ୍କ ସବୁ କଥା ମାନିବା ସହ ଆପଣଙ୍କୁ ସବୁ ପ୍ରକାରର ସପୋର୍ଟ କରନ୍ତି । ଆପଣ ଆପଣଙ୍କ ପାର୍ଟନରଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣଙ୍କ ହୃଦୟରେ ବି ତାଙ୍କ ପ୍ରତି ପ୍ରେମ ବହୁତ ଅଛି । ଆପଣ ଦୁଇଜଣଙ୍କ ଯୋଡି ପରିପୂର୍ଣ୍ଣ ଯୋଡି ହୋଇଥାଏ ।

ଯଦି ଆପଣ ଚତୁର୍ଥ ଅର୍ଥାତ ବୁଧବାର ବାଲା ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ସ୍ଵିଟ ଓ ଦାଇତ୍ଵବାନ ହୋଇଥିବେ । ଆପଣଙ୍କ ପାର୍ଟନର ଆପଣଙ୍କୁ ଖୁସି କରିବା ପାଇଁ କିଛି ବି କରିବା ପାଇଁ ରାଜି ରୁହନ୍ତି । ଆପଣଙ୍କ ପାର୍ଟନର ଆପଣଙ୍କୁ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରିତ କରିବେ ଓ ସବୁ ପରିସ୍ଥିତି ରେ ଆପଣଙ୍କୁ ସମ୍ଭାଳିବେ ।

ଯଦି ଆପଣ ପଞ୍ଚମ ଅର୍ଥାତ ବା ଗୁରୁବାର ବାଲା ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କ ଜୀବନସାଥି ବହୁତ ଇମୋସନାଲ ବ୍ୟକ୍ତି ଅଟନ୍ତି। ସେ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି। ଏହି ବ୍ୟକ୍ତି ମାନେ ବହୁତ ଦୟାଳୁ ହୋଇଥାନ୍ତି। ଆପଣଙ୍କ ଜୀବନସାଥି ସବୁବେଳେ ଆପଣଙ୍କ ପାଇଁ ଠିଆ ହୋଇଥାନ୍ତି। ସେ ଆପଣଙ୍କୁ ବହୁତ ଭଲ ପାଇବା ସହିତ ଇଜ୍ଜତ ମଧ୍ୟ ଦେଇଥାନ୍ତି।

ଯଦି ଆପଣ ଷଷ୍ଠ ଅର୍ଥାତ ବା ଶୁକ୍ରବାର ବାଲା ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ପ୍ରେମୀ ,ଦାୟିତ୍ଵବାନ ଓ ବୁଝିବା ବାଲା ବ୍ୟକ୍ତିତ୍ଵର ଅଟନ୍ତି । ସେ ଥରେ ଯାହାକୁ ହୃଦୟ ଦେଇ ଦିଅନ୍ତି ତାଙ୍କ ପ୍ରତି ସବୁବେଳେ ବିଶ୍ଵାସୀ ହୋଇ ରୁହନ୍ତି । ସେ ଜୀବନରେ ପ୍ରେମ ଓ ସମ୍ପର୍କର ଭୂମିକାକୁ ଭଲ ଭାବରେ ବୁଝନ୍ତି । ଆପଣ ବି ତାଙ୍କ ମନ କଥାକୁ ବହୁତ ଗୁରୁତ୍ଵ ଦିଅନ୍ତି ଏବଂ ସବୁବେଳେ ଆପଣ ତାଙ୍କ ପାଖରେ ନିଜକୁ ଉପସ୍ଥିତ ଥିବାର ଅନୁଭବ କରାନ୍ତି ।

ଯଦି ଆପଣ ସପ୍ତମ ଅର୍ଥାତ ବା ଶନିବାର ବାଲା ପ୍ରଜାପତି ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ବହୁତ ରୋମାଣ୍ଟିକ ପ୍ରକୃତିର ଅଟନ୍ତି । ସେ ସବୁବେଳେ ଆପଣଙ୍କ କଥା ଭାବନ୍ତି । ସେ ଆପଣଙ୍କୁ ଦୁନିଆର ସବୁ ଖୁସି ଦେବାକୁ ଚାହାନ୍ତି । ସେ ଆପଣଙ୍କୁ ଖୁସି ରଖିବାର କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତି ନାହିଁ । ସେ ହୃଦୟରୁ ବହୁତ ଭାବୁକ ହୋଇଥିବାରୁ ଆପଣଙ୍କର ଛୋଟ ଛୋଟ କଥା ତାଙ୍କୁ ଖରାପ ଲାଗିଥାଏ । ଆପଣ ଦୁଇଜଣଙ୍କ ମଜବୁତ ସମ୍ପର୍କ ଯୋଗୁଁ ଦୁଇଜଣଙ୍କୁ ଏକାଠି ରହିବାକୁ ସାହାର୍ଯ୍ୟ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *