ରିଲ ନୁହେଁ Real ଲାଇଫରେ ସ୍ଵାମୀ ସ୍ତ୍ରୀ ହେଲେ ସିନେ ଜଗତର ଏହି ଚର୍ଚିତ ଯୋଡି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରିଲ୍ ଲାଇଫରୁ ରିଅଲ ଲାଇଫର ଜନ୍ମ ଜନ୍ମାନ୍ତର ପାଇଁ ସାଥି ହେଲେ । ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ପ୍ରକୃତ ଜୀବନରେ ସତ ସତିକିଆ ଜୀବନସାଥି ହେଲେ ସିନେ କଳାକାର ରୋଶନ ପଣ୍ଡା ଓ ମୁନିଆ ପାଣିଗ୍ରାହୀ । ତେବେ ରିଲ୍ ଦୁନିଆ ରିଅଲ ଦୁନିଆ ଠାରୁ ବହୁତ ଅଲଗା ବୋଲି କୁହାଯାଇଥାଏ । ତେବେ ଏପରି କିଛି କ୍ଷେତ୍ରରେ ବେଳେ ରିଲ୍  ଲାଇଫରେ ମିଛିମିଛିକିଆ ବାହା ହୋଇଥିବା କଳାକାର ମଧ୍ୟ ସତସତିକିଆ ବୈଦିକ ରୀତିରେ ମଣ୍ଡପରେ ବସି ବାହା ହୋଇଯାଇଥାନ୍ତି ।

ତେବେ ଜଣେ ଅନ୍ୟଜଣଙ୍କର ଜନ୍ମଜନ୍ମାନ୍ତର ଜୀବନ ସାଥି ରୂପେ ଜଣେ ଅନ୍ୟ ଜଣଙ୍କୁ ବାଛିନେଇଥାଏ । ତେବେ ସେହିପରି କଳା ଜଗତର ୨ ଅତି ପରିଚିତ ମୁହଁ ରୋଷନ ପଣ୍ଡା ଓ ମୁନିଆ ପାଣିଗ୍ରାହୀଙ୍କର ବିବାହ ହେଲା । ତେବେ ରୋଶନ ଓ ମୁନିଆଙ୍କର ବାହାଘରର ସମସ୍ତ ବିଧି ବିଧାନ ଅନୁସାରେ ବାହାଘର କାର୍ଯ୍ୟଟି ସମ୍ପାଦିତ ହୋଇଛି । ତେବେ ବେଦୀ ଉପରେ ବର କନ୍ୟା ବସିବା ସହ ପୁରୋହିତଙ୍କ ମନ୍ତ୍ରୀ ପାଠରେ ବାହାଘର କାର୍ଯ୍ୟ ହେଉଛି ।

ତେବେ ବାହାଘରରେ ରୋଶନ ଓ ମୁନିଆଙ୍କର ଘର ପରିବାର, ବନ୍ଧୁପରିଜନ ତଥା ସାଙ୍ଗ ସାଥିଙ୍କ ଗହଣରେ ବାହାଘର ମାହୋଲଟି ଖୁବ ସରଗରମ ହେଇଯାଇଛି । ତେବେ ଗୋଟିଏ ପରେ ଗୋଟିଏ ବାହାଘରର ସମସ୍ତ ନୀତି ନିୟମ ସହ ବାହାଘରଟି ଅନୁଷ୍ଠିତ ହୋଇଛି । ତେବେ ଖୁବ ଆଡମ୍ବର ସହକାରେ ରୋଶନ ପଣ୍ଡା ଓ ମୁନିଆଙ୍କର ବାହାଘର ଆୟୋଜନ କରଯାଇଥିଲା ।

ତେବେ ଅଭିନେତ୍ରୀ ମୁନିଆ ନାଲି ରଙ୍ଗର ଲେହେଙ୍ଗାରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ତେବେ ରୋଶନ ଓ ମୁନିଆଙ୍କର ବାହାଘର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକଙ୍କର ଏହି ଯୋଡିକୁ ବହୁତ ଭଲ ପାଇବା ମିଳିଛି । ତେବେ ରୋଶନ ଓ ମୁନିଆଙ୍କର ଫ୍ୟାନ ମାନେ ତାଙ୍କ ବାହାଘର ପାଇଁ ନବ ଦମ୍ପତ୍ତିଙ୍କୁ ବାହାଘରର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

ତେବେ ଆମ ତରଫରୁ ମଧ୍ୟ ରୋଶନ ପଣ୍ଡା ଓ ମୁନିଆ ପଣିଗ୍ରାହୀଙ୍କ ବୈବାହିକ ଜୀବନ ଖୁସିମୟ ରହୁ ବୋଲି କାମନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଏହା ସହିତ ରୋଶନ ପଣ୍ଡା ଓ ମୁନିଆ ପଣିଗ୍ରାହୀଙ୍କର ଯୋଡି ଆପଣଙ୍କୁ କିପରି ଲାଗିଲା କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *