ନାଗ ମୃତ୍ୟୁ ର ନାଗୁଣୀ ନେଲା ପ୍ରତିଶୋଧ, ନାଗକୁ ମାରିଥିବା 2 ଜଣ ଲୋକଙ୍କୁ ଏମିତି ଖୋଜିଖୋଜି ମାରିଲା ନାଗୁଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ନାଗୁଣୀର ବହୁତ ଗୁଡିଏ କାହାଣୀ ନିଶ୍ଚୟ ଶୁଣିଥିବେ । ପିଲା ଦିନରୁ ଆମେ ମାନେ ଶୁଣୁଥିଲୁ ଯେ, ଯଦି କୌଣସି ବ୍ୟକ୍ତି ନାଗ ନାଗୁଣୀ ମଧ୍ୟରୁ କାହାକୁ ଗୋଟେ ମାରିଦେବ ତା ହେଲେ ବଞ୍ଚିଥିବା ସାପ ନିଜର ପ୍ର-ତି-ଶୋ-ଧ ନେବ ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବର୍ତ୍ତମାନ ଏହି କାହାଣୀଟି ସତ ହୋଇଛି । ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ଘଟିଛି ଗୁଜୁରାଟର ଗାନ୍ଧୀ ନଗରରେ । ଏହି ସ୍ଥାନରେ ଏକ ନାଗୁଣୀର ପ୍ର-ତି-ଶୋ-ଧ ନେବାର କାହାଣୀ ସାମ୍ନାକୁ ଆସିଛି ।

ସୋ-ସି-ଆ-ଲ ମି-ଡି-ଆରେ ଭାଇରାଲ ହେଉଥିବା ଏହି ଘଟଣା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ଗୁଜୁରାଟର ଗାନ୍ଧୀ ନଗରରେ ଏହି ଘଟଣାଟି ଘଟିଛି , ଏହି ସ୍ଥାନରେ ଗୋଟେ ପରିବାରର ଦୁଇ ଜଣ ସଦସ୍ୟ କିଛି ଦିନ ପୂର୍ବରୁ ଏକ ସାପକୁ ମାରିଦେଇଥିଲେ ।

ସାପକୁ ମାରିଦେବା ଫଳରେ ନାଗୁଣୀ ସେହି ପରିବାରର ଦୁଇଟି ସଦସ୍ୟଙ୍କୁ ମାରି ପ୍ର-ତି-ଶୋ-ଧ ନେବାର ଖବର ସାମ୍ନାକୁ ଆସିଛି । ବନ୍ଧୁଗଣ ସାପକୁ ମାରିଥିବା ଦୁଇ ଲୋକଙ୍କ ମଧ୍ୟରେ ସମ୍ପର୍କ ହେଉଛି ନାନୀ ଏବଂ ଝିଆରୀର । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଏହି ଦୁଇଜଣ ଲୋକଙ୍କୁ ସାପ ଗୋଟେ ଜାଗାରେ ଓ ଏକା ଭଳି ଦଂଶନ କରି ମାରିଛି ।

ସାପ କାମୁଡିବା ପରେ ସେମାନଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ଦୁହେଁ ହସ୍ପିଟାଲରେ ପହଞ୍ଚି ଥିଲେ ହେଲେ ପରେ ସେମାନେ ବଞ୍ଚିପାରିନଥିଲେ । ଡାକ୍ତରଙ୍କ ମତରେ, ସାପର ବି-ଷ ବହୁତ ଜଲଦି ତାଙ୍କ ଶରୀର ଭିତରେ ବ୍ୟାପି ଯାଇଥିଲା, ଯାହା ଫଳରେ ସେମାନେ ପ୍ରାଣ ତ୍ୟାଗ କରିଥିଲେ । ମୃତକଙ୍କ ମଧ୍ୟରେ ଜଣେ ଛୋଟ ଝିଅ ଯାହାର ବୟସ ୭ ବର୍ଷ ଥିଲା ।

ବନ୍ଧୁଗଣ ଏହି ଘଟଣାଟି ସଖାଳ ୬ଟାରେ ହୋଇଥିଲା  । ସଖାଳ ସମୟରେ ମହିଳା ଜଣକ ନିଜ ଘର ପାଖରେ କାଠ ଏକାଠି କରୁଥିବା ସମୟରେ ସାପଟି ତାଙ୍କର ପାଦ ଆଙ୍ଗୁଠିକୁ ଦଂ-ସ-ନ କରିଥିଲା । ଏହା ପରେ ସେହି ସ୍ଥାନର କିଛି ଦୂରରେ ଖେଳୁଥିବା ୭ ବର୍ଷର ଝିଅର ବାମ ପାଦର ଆଙ୍ଗୁଠିକୁ ମଧ୍ୟ ଛୋଟ ମାରିଥିଲା । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, ଏହି ଘଟଣାର ତିନି ଦିନ ପୂର୍ବରୁ ସେହି ଦୁଇଜଣ ନାଗ ସାପକୁ ମାରିଦେଇଥିଲେ ଯାହାଫଳରେ ନାଗୁଣୀ ସେମାନଙ୍କୁ ମାରି ପ୍ର-ତି-ଶୋ-ଧ ନେଇଥିଲା ।


ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *