Jyotish Shastra- ପୃଥିବୀର ସବୁଠୁ ଧନୀ ରାଶି ଅଟନ୍ତି ଏହି 3 ଟି ରାଶି, ଏମାନଙ୍କ ଉପରେ ସର୍ବଦା ରହିଥାଏ ଭଗବାନ ଭୋଲେନାଥ ଙ୍କ କୃପା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ଏଭଳି ୪ ଟି ରାଶି ସମ୍ବନ୍ଧରେ କୁହାଯାଇଛି ଯେଉଁ ମାନେ ଭାଗ୍ୟ ର ବହୁତ ଧନୀ ହୋଇଥାନ୍ତି । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ସବୁ କାର୍ଯ୍ୟ ରେ ସଫଳ ହୋଇଥାନ୍ତି ।

ଏମାନେ ଯେଉଁ ଜିନିଷ ର କାମନା କରିଥାନ୍ତି ଏମାନଙ୍କୁ ତାହା ନିଶ୍ଚିତ ଭାବରେ ପ୍ରାପ୍ତ ହୋଇଥାଏ । ଏମାନଙ୍କ ଭାଗ୍ୟ ସର୍ବଦା ଏମାନଙ୍କ ସାଥ ଦେଇଥାଏ । ଏମାନଙ୍କ ଉପରେ ସର୍ବଦା ପ୍ରଭୁ ଭୋଳାନାଥ ନଅକା ଆଶୀର୍ବାଦ ରହିଥାଏ । ତେବେ ଆସନ୍ତୁ ସେହି ରାଶି ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ମେଷ ରାଶି’ । ଏହି ରାଶି ରାଶିଚକ୍ର ର ପ୍ରଥମ ରାଶି ଅଟେ ଏବଂ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଅଟେ । ମଙ୍ଗଳଗ୍ରହ ଗ୍ରହ ମାନଙ୍କ ପ୍ରତିନିଧି ଗ୍ରହ ଅଟେ । ଏହି କାରଣରୁ ମେଷ ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ରହିଥାଏ ଏବଂ ଏମାନେ ସମସ୍ତ କାର୍ଯ୍ୟ ରେ ନେତୃତ୍ୱ ବହନ କରିଥାନ୍ତି ଏବଂ ସେହି କାର୍ଯ୍ୟ କୁ ପୂର୍ଣ ମଧ୍ୟ କରିଥାନ୍ତି । ଏମାନେ ମହାଦେବଙ୍କର ଅତ୍ୟନ୍ତ ପ୍ରିୟା ହୋଇଥାନ୍ତି ।

୨. ବିଚ୍ଛା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ବିଚ୍ଛା ରାଶି’ । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବହୁତ ସାହସୀ ଏବଂ ନିଡର ହୋଇଥାନ୍ତି । ଏମାନେ ସମସ୍ତ କାର୍ଯ୍ୟ କୁ ସାହସ ର ସହିତ କରିଥାନ୍ତି ଏବଂ କୌଣସି କାର୍ଯ୍ୟ ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ଯେଉଁ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଥାନ୍ତି ତାହା ପୂରଣ କରିଥାନ୍ତି । ଏମାନେ ବହୁତ ଇମାନଦାର ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ସର୍ଵଦା ଚେଷ୍ଟା କରନ୍ତି ଯେପରି ତାଙ୍କ ପରିବାର ସଦସ୍ୟ ତାଙ୍କ ପାଇଁ ଦୁଃଖୀ ନ ହୁଅନ୍ତୁ । ଏମାନଙ୍କ ଉପରେ ସବୁବେଳେ ଭୋଲେନାଥଙ୍କ ଆଶୀର୍ବାଦ ରହିଥାଏ ।

୩. ମକର ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ମକର ରାଶି’ । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବହୁତ ଆତ୍ମ ବିଶ୍ୱାସୀ ହୋଇଥାନ୍ତି । ଏମାନଙ୍କ ସ୍ୱାମୀ ଗ୍ରହ ଶନି ଅଟେ । ଏହି କାରଣରୁ ଏହି ରାଶି ଉପରେ ସଦା ସର୍ବଦା ଶନିଦେବ ଙ୍କ କୃପା ରହିଥାଏ ଏହା ସହିତ ଭୋଲେନାଥ ଙ୍କୁ ମଧ୍ୟ ଏହି ରାଶି ପ୍ରିୟା ଅଟେ । ଏହି ରାଶି ର ବ୍ୟକ୍ତି ସର୍ବଦା ସମସ୍ତ କାର୍ଯ୍ୟ କୁ ଭାବି ଚିନ୍ତି କରିଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ସଫଳତା ହାସଲ ହୋଇଥାଏ ଏବଂ ଏମାନଙ୍କ ସମସ୍ତ ନିଷ୍ପତ୍ତି ସଠିକ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *