ଖେଳ କରିଦେଲେ ନବୀନ ! ବଳି ପଡିଲେ ବିବାଦୀୟ ମନ୍ତ୍ରୀ…

ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଦଳ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏବେ ବିଜେଡି ଦଳକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏବେ ନବୀନଙ୍କ ଟାର୍ଗେଟରେ ବିବାଦୀୟ ମନ୍ତ୍ରୀ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମାମିତା ହତୟଆକାଣ୍ଡ ମାମଲା ।

ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ଡବଲ ମର୍ଡର ଘଟଣା । ସୂଚନା ମୁତାବକ ଏମିତି ଅନେକ ମନ୍ତ୍ରୀ ଗାଦି ଛାଡିବେ । ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବା ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଯେଉଁ ମନ୍ତ୍ରୀ ମାନେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଛନ୍ତି ସେମାନଙ୍କ ଭିତରୁ କେତେଜଣ ବିଭିନ୍ନ ମାମଲାରେ ଛନ୍ଦି ହୋଇ ରହିଥିବା ବେଳେ ଆଉ କେତେ ଜଣଙ୍କ ପଦର୍ଶନ ଖରାପ ରହିଛି ।

ମମିତା ମେହେର ହତୟଆକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଛନ୍ଦି ହୋଇ ରହିଥିବା ବେଳେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ଫସି ହୋଇ ରହିଛନ୍ତି । ସେହିପରି ପରି ନିଖୋଜ ହତୟଆ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯଦି ପଦର୍ଶନ କଥା କହିବା ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପଦ୍ମିନୀ ଦୟାଲ, ପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ରଘୁ ନନ୍ଦନ ଦାସ ଓ ବିକ୍ରମ କେସରୀ ଆଦି ଅନେକ ନେତାଙ୍କ ପଦର୍ଶନ ଖରାପ ରହି ଥିବା ନେଇ କୁହାଯାଉଥିଲା ।

ସେମାନେ ନବୀନଙ୍କ ଟିମରୁ ବାଦ ପଡିବେ ବୋଲି ଏକ ପ୍ରକାରର ସ୍ପର୍ଷ୍ଟ ହୋଇ ସାରିଛି । ଅନ୍ୟ ପଟେ କୁହାଯାଉଛି ଥାର୍ଡ ଫ୍ଲୋର ଗୁଡ ବୁକରେ ଯେଉଁ ମନ୍ତ୍ରୀ ମାନେ ଅଛନ୍ତି ସେମାନଙ୍କ ଗାଦି ସୁରକ୍ଷିତ । ସେମାନଙ୍କ ଗାଦି ଟଳିବାର ଆଶଙ୍କା ନାହିଁ । ଏହା ସହ ସୂଚନା ଆସୁଛି ଯେ, ନୂଆ ମନ୍ତ୍ରୀ ମଣ୍ଡଳରେ ଯୁବ ବିଧାୟକଙ୍କୁ ଅଧିକ ସୁଯୋଗ ଦିଆଯାଇପାରେ ।

ଗତ କାଲି ନବୀନଙ୍କ ନୂଆ ଟିମର ନୂଆ ମେମ୍ବର ମାନେ ଶପଥ ନେବେ ଏ କଥା କହିଲେ ବୋଧେ ଭୁଲ ହେବ ନାହିଁ ଏମିତି ଅନେକ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ଏବେ ଖଣ୍ଡା ଝୁଲୁଚି । ସେମାନେ ବି ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *