ନାରୀ ପ୍ରେମରେ ପଡି ବିଜେଡି ଟିକେଟ ହରେଇଲେ ନାଳୁଆ ବିଧାୟକ ! ନାରୀ ମାୟା ବାୟା କଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ପ୍ରେମରେ ପଡି ବିଜେଡି ଟିକେଟ ହରାଇଲେ ନାଳୁଆ ବିଧାୟକ । ତେବେ ହଁ ବନ୍ଧୁଗଣ ଏପରି କିଛି ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠାରେ ତିର୍ତ୍ତୋଲ ବିଜେଡି  ବିଧାୟକ ହେଲେ ନାରୀ ମାୟାରେ ପଡି ସବୁ କିଛି ଫସର ଫାଟିଗଲା । ତେବେ ଏହା ତ ସମସ୍ତେ ଜାଣିଛନ୍ତି । ଯେ ନିଜ କ୍ଯାରିଅର ଗଢିବା ସମୟରେ ନାରୀ ମାୟାରେ ବାୟା ହୋଇ ପ୍ରେମ ଦୁନିଆରେ ରଙ୍ଗୀନ ପ୍ରଜପ୍ରତି ଭଳି ଉଡି ବୁଲିଥାନ୍ତି ।

ସେମାନଙ୍କର କ୍ଯାରିଅର ପୁରା ସ୍ଵାହା ହୋଇଯାଇଥାଏ । ତେବେ ଏପରି କିଛି ମଧ୍ୟ ବିଧାୟକ ବାବୁଙ୍କ ସହିତ ହେବାକୁ ଯାଉଅଛି । ତେବେ ବିଜୟ ଶଙ୍କର ବିଜେଡିରୁ ଟିକେଟ ହାସଲ କରି ବିଜେଡି ବିଧାୟକ ହୋଇଥିଲେ । ହେଲେ ତାଙ୍କର ଏହି ରଷିକିଆ ପଣରୁ ସବୁ ମଜା ଏବେ ସଜ୍ଜା ହେବା ପାଇଁ ଯାଉଅଛି । ଯେଉଁ କଥା ଏବେ ନବୀନ ପଟ୍ଟନାୟକଙ୍କ କାନରେ ମଧ୍ୟ ପଡିଯାଇଛି ।

ତେବେ ବିଜେଡିରେ ସ୍ଥାନ ପାଇବାକୁ କାହିଁ କାହିଁ ବିଶେଷ ଲୋକ ପ୍ରାଥୀ ଭାବରେ ଛିଡା ହୋଇ ମଧ୍ୟ ଟିକେଟ ନପାଇ ନିରାଶ ହୋଇପଡୁଛନ୍ତି । ତେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କର ଏପରି ସବୁ ସୁନ୍ଦରୀ ନାରୀ ପ୍ରତି ଥିବା ରସିକିଆପଣ ପାଇଁ ବିଜେଡି ଟିକେଟ ହାତକୁ ଆସୁ ଆସୁ ଖସିଯିବ ବୋଲି ଚର୍ଚା ଉଠୁଛି । ତେବେ ସବୁଆଡେ ଚର୍ଚା ଉଠି କଥା ହାଟରେ ପଡି ଦାନ୍ଡରେ ଗଡିଲାଣି ।

ଯେ ଯୋଗ୍ୟ ପୁଅର ଅଯୋଗ୍ୟ ପୁଅ ଏଭଳି ସବୁ କାରନାମା କରୁଛି । ତେବେ ବିଧାୟକ ହୋଇ ମଧ୍ୟ ସୁନ୍ଦରୀ ଝିଅଙ୍କ ସହିତ ମଜା କରିବାକୁ ଏପରି ପ୍ରକୃତି ରଖିଛନ୍ତି । ତେବେ ସେହି ନାରୀ ମଜା ହିଁ ସବୁ ସଜ୍ଜା ବହୁତ ଶୀଘ୍ର ହିଁ ଦେଇଦେବ । ତେବେ ବିଜୟ ଶଙ୍କରଙ୍କର ଏପରି କାରନାମା ଘଟଣା ଘଟିବା ପରେ ବାପାଙ୍କର ନାମ ତଳେ ପଡିଯାଇଛି । ଆଗାମୀ ସମୟରେ ବିଜୟ ଶଙ୍କରଙ୍କ ମଧ୍ୟ କ୍ଯାରିଅର ମଧ୍ୟ ଖରାପ ହେବାର ବହୁ ସମ୍ଭାବନା ରହୁଛି ।

ତେବେ ବିଧାୟକ ବିଜୟ ଶଙ୍କରଙ୍କର ଆଗାମୀ ସମୟରେ ରାଜନୀତି କ୍ଯାରିଅରରେ କଣ ସବୁ ହେବ ତାହା ତ ଆଗାମୀ ସମୟରେ ହିଁ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *