ଯାତ୍ରା ପେଣ୍ଡାଲରେ କମାଲ କଲେ ଓଡିଶାର ଲୋକପ୍ରିୟ ଯୋଡି Rupa Pintu…

ବନ୍ଧୁଗଣ ଏ ଦୁନିଆରେ ଏବେ ସମସ୍ତ ମଣିଷ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ଆଜି ଆମେ ଏଭଳି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ସାରା ଓଡିଶାରେ ଆଜି ଫେମସ ହୋଇପାରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଦମ୍ପତ୍ତି ହେଉଛନ୍ତି ରୂପା ଓ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି ।

ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ପ୍ରଥମ ଥର ପାଇଁ ରୂପା ଏବଂ ପିଣ୍ଟୁ ଯାତ୍ରା ସ୍ଟେଜରେ ନଜର ଆସିଛନ୍ତି । ଉଭୟ ଯାତ୍ରା ସ୍ଟେଜରେ ଛିଡା ହୋଇ ଅତି ସୁନ୍ଦର ଭାବରେ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ପ୍ରଥମେ ରୂପା ଏବଂ ପିଣ୍ଟୁ ସ୍ଟେଜ ଉପରକୁ ଚାଲି ଚାଲି ଆସୁଛନ୍ତି ଆଉ ଏହା ପରେ ଉଭୟ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।

ଉଭୟ ରୂପା ଆଉ ପିଣ୍ଟୁଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଆଉ ଯାତ୍ରା ସ୍ଟେଜ ତଳେ ବସି ଥିବା ସମସ୍ତ ଦର୍ଶକ ରୂପା ପିଣ୍ଟୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ବହୁତ ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଉଭୟଙ୍କ ଫ୍ୟାନ୍ସ ମାନେ ଏହି ଭିଡିଓକୁ ଭାଇରାଲ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *