ନାରୀ ମାନଙ୍କର ଶରୀରର ଏହି ସ୍ଥାନରେ କଳାଜାଇ ରହିବା ଅତ୍ୟନ୍ତ ଶୁଭ ! ଏଭଳି ମହିଳା ଲକ୍ଷ୍ମୀମନ୍ତ ହୋଇଥାନ୍ତି… Samudrika Shastra

ବନ୍ଧୁଗଣ ପୁରୁଷ ମାନଙ୍କର ଡାହାଣ ଓ ଝିଅ ମାନଙ୍କର ବାମ ଅଙ୍ଗରେ କଳାଜାଇ ରହିଥିଲେ । ଏହାକୁ ସେମାନଙ୍କ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଝିଅ ମାନଙ୍କର କେଉଁ ସବୁ ଅଙ୍ଗରେ କଳାଜାଇ ରହିବା ସେମାନଙ୍କ ତଥା ସେମାନଙ୍କ ପରିବାର ପାଇଁ ଶୁଭ ହୋଇଥାଏ । କେଉଁ ସ୍ଥାନରେ କଳାଜାଇ ରହିବା ଦ୍ଵାରା ନାରୀ ମାନେ ସୌଭାଗ୍ୟବତୀ ହୋଇଥାନ୍ତି । ଏହି ସମସ୍ତ ବିଷୟରେ ଆଜି ଆଲୋଚନା କରିବା ।

1- ନାରୀ ମାନଙ୍କର ନାଭୀ ପାଖରେ କଳାଜାଇ ରହିବାକୁ ଶୁଭ ବୋଲି କୁହାଯାଇଥାଏ । ଏଠାରେ କଳାଜାଇ ରହିଥିବା ମହିଳା ମାନଙ୍କୁ ସମସ୍ତ ପ୍ରକାର ବିଳାସ, ବ୍ୟସନର ସୁଖ ମିଳିଥାଏ । 2- ଯେଉଁ ନାରୀ ମାନଙ୍କର ପିଠିରେ କଳାଜାଇ ରହିଥାଏ । ସେମାନେ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏହି ନାରୀ ମାନେ ଟଙ୍କା ଅର୍ଜନ କରିବା ସହ ବହୁତ ଖର୍ଚୀ ମଧ୍ୟ ହୋଇଥାନ୍ତି ।

3- ଯେଉଁ ନାରୀ ମାନଙ୍କର ମଥାରେ କଳାଜାଇ ରହିଥାଏ । ସେହି ନାରୀ ଧନୀ ପୁରୁଷକୁ ବିବାହ କରିଥାନ୍ତି । ଏହି ନାରୀ ମାନେ ଇଶ୍ଵର ବିଶ୍ଵାସୀ ହେବା ସହ ଏମାନଙ୍କୁ ଭଲ ସ୍ଵାମୀଟିଏ ମିଳିଥାଏ । 4- ଯେଉଁ ନାରୀ ମାନଙ୍କର ବେକରେ କଳାଜାଇ ରହିଥାଏ । ଏହି ନାରୀ ନିଜ ପରିବାର ପାଇଁ ସବୁବେଳେ ଯତ୍ନବାନ ହୋଇ ରହିଥାନ୍ତି । ଏମାନଙ୍କୁ ଭଲ ସ୍ଵାମୀ ଓ ଶାଶୁଘର ମିଳିଥାଏ ।

5- ଅଣ୍ଟାରେ କଳାଜାଇ ଥିବା ନାରୀ ମାନେ ଉଚ ପଦବୀର ଅଧିକାରିଣୀ ହୋଇଥାନ୍ତି । ଏହି ନାରୀ ମାନେ ପରିଶ୍ରମ କରି ନିଜ ଜୀବନରେ ସଫଳତା ଅର୍ଜନ କରିଥାନ୍ତି । 6- ଜଙ୍ଘରେ ଥିବା କଳାଜାଇ ମହିଳା ମାନେ ବହୁତ ଶୀଘ୍ର ପୁରୁଷଙ୍କୁ ନିଜ ପ୍ରତି ଆକର୍ଷଣ କରିପାରିଥାନ୍ତି । ଏମାନେ ସୁଖୀ ହେବା ସହ ନିଜ ଜୀବନକୁ ମନଭରି ଉପୋଭୋଗ ମଧ୍ୟ କରିଥାନ୍ତି । 7- ହାତରେ କଳାଜାଇ ଥିବା ନାରୀ ମାନେ ନିଜ ପାଇଁ ବହୁତ ଲକି ହୋଇଥାନ୍ତି ।

8- ଯେଉଁ ନାରୀ ମାନଙ୍କ ଥୋଡିରେ କଳାଜାଇ ରହିଥାଏ । ସେହି ନାରୀ ମାନଙ୍କ ଜୀବନରେ ଟଙ୍କା ପଇସାର କେବେ ଅଭାବ ଦେଖାଯାଇନଥାଏ । 9- ଗାଲରେ କଳାଜାଇ ଥିବା ନାରୀ ମାନେ ବହୁତ ସୁଖୀ ହୋଇଥାନ୍ତି । ଏମାନେ ନିଜର କଳାଜାଇ ପାଇଁ ଜୀବନରେ ଅନେକ କିଛି ଉତ୍ତମ ସୁଖ ପାଇପାରିଥାନ୍ତି । 10- ଛାତିରେ କଳାଜାଇ ଥିବା ମହିଳା ମାନଙ୍କୁ ସ୍ଵାମୀ ସୁଖ ସହ ଧନସମ୍ପତ୍ତିର ଐଶ୍ଚର୍ଜ୍ଯ ମଧ୍ୟ ପ୍ରାପ୍ତ ହୋଇଥାଏ ।

11- ଉପର ଓଠରେ କଳାଜାଇ ଥିବା ମହିଳା ସମାଜରେ ନିଜର ଭଲ ମାନ ସମ୍ମାନ ପ୍ରତିଷ୍ଠା କରିପାରିଥାନ୍ତି । 12- ଆଖିର ପତା ଉପରେ କଳାଜାଇ ଥିବା ମହିଳା ମାନେ ବହୁତ ଖର୍ଚୀ ସ୍ଵଭାବର ଝିଅ ହୋଇଥାନ୍ତି । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *