କୋଟିଏରୁ ଗୋଟିଏ ହୋଇଥାନ୍ତି ଏହି 6 ନାମର ଝିଅ ! ଏମାନଙ୍କର ଏହି ଗୁଣ ଯୋଗୁ ସବୁବେଳେ ଖାସ୍ ହୋଇକି ରହିଥାନ୍ତି,

ଅନେକଙ୍କୁ ନିଜର ସ୍ଵଭାବ, ଆଚାର ବ୍ୟବହାର, ଚାଲିଚଳନୀ ରୁ ସେମାନଙ୍କୁ ଏକ ପରିଚୟ ମିଳିଯାଇଥାଏ । ଅପର ପକ୍ଷରେ ଅନେକ ଲୋକଙ୍କୁ ନିଜର କାର୍ଯ୍ୟ ଓ ଦକ୍ଷତା ଆଧାରରେ ସମାଜରେ ତାଙ୍କୁ ଏକ ନୂଆ ପରିଚୟ ମିଳିଥାଏ । ଯେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବ୍ୟକ୍ତିର ନାମରୁ ହିଁ ତାଙ୍କର ସ୍ଵଭାବ ବିଷୟରେ ଅଳ୍ପ ବହୁତ ଜଣା ପଡିଯାଇଥାଏ । ତେବେ ଏଭଳି କିଛି ନାମର ବ୍ୟକ୍ତିବିଶେଷ ଅଛନ୍ତି । ଯେଉଁ ମାନଙ୍କ ହୃଦୟ ବହୁତ ସଫା ଓ ସରଳ ହୋଇଥାଏ ।

ଏହି ଲୋକମାନେ ଅନ୍ୟର ମନକୁ କଷ୍ଟ ଦେବା କଥା ନିଜ ସ୍ଵପ୍ନରେ ସୁଦ୍ଧା କେବେବି ଭାବିନଥାନ୍ତି । ଆପଣ ମାନଙ୍କୁ 6 ଟି ମହିଳାଙ୍କ ନାମର ପ୍ରଥମ ଅକ୍ଷର କହିବାକୁ ଯାଉଛୁ । ଯେଉଁ ଝିଅ ମାନେ ସ୍ଵଭାବରୁ ବହୁତ ଭଲ ଝିଅ ହୋଇଥାନ୍ତି । A- ଏହି ନାମର ଝିଅ ମାନେ ସ୍ଵଭାବରେ ବହୁତ ଭଲ ଗୁଣସମ୍ପର୍ଣ୍ଣା ଝିଅ ହୋଇଥାନ୍ତି । ଏମାନେ ନିଜର ସରଳପଣ ଯୋଗୁ ଅନେକ ସମୟରେ ଧୋକା ମଧ୍ୟ ଖାଇଯାଇଥାନ୍ତି । ହେଲେ ଅନ୍ୟକୁ କଷ୍ଟ ଦେବା କଥା ଏମାନେ କେବେ ଚିନ୍ତା ମଧ୍ୟ କରିଥାନ୍ତି । ତେଣୁ ଏହି ଅକ୍ଷରରୁ ଆରମ୍ଭ ନାମର ଝିଅ ବହୁତ ଖାସ୍ ହୋଇଥାନ୍ତି ।

D- ଏହି ନାମର ଝିଅ ମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ସବୁବେଳେ ରହିଥାଏ । ଏହି ଝିଅ ମାନେ ନିଜ ପରିବାର ପ୍ରତି ସବୁବେଳେ ଦାୟିତ୍ଵବାନ ହୋଇକି ରହିଥାନ୍ତି । ନିଜ ଘର ତଥା ଶାଶୁଘରର ଦାୟିତ୍ଵ ଏମାନେ ଭଲ ଭାବେ ତୁଲାଇ ଥାନ୍ତି । ଏମାନେ ଅନ୍ୟକୁ ସାହାଜ୍ଯ କରିବା ପାଇଁ କେବେବି ମନା କରିନଥାନ୍ତି ।

L- ଏହି ନାମର ଝିଅ ମାନେ ସରଳ ଓ ଲାଜକୁଳୀ ସ୍ଵଭାବର ହୋଇଥାନ୍ତି । ଏମାନେ ଶାନ୍ତି ପ୍ରିୟ ହୋଇଥିଲେ ସୁଦ୍ଧା ଏମାନଙ୍କ ମନ ବହୁ ସମୟରେ ଅସ୍ଥିର ରହିଥାଏ । ଏମାନେ ନିଜ ଜୀବନରେ ଘଟୁଥିବା ଛୋଟ ଛୋଟ କଥାକୁ ନେଇ ଅତି ସହଜରେ ଖୁସି ହୋଇଯାଇଥାନ୍ତି ।

S- ଏହି ଝିଅ ମାନେ ପରିଶ୍ରମୀ ହେବା ସହ ପରୋପକାରୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜର ସବୁ କଥା ଅନ୍ୟ ସହ ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଯାହାକୁ ଥରେ ବିଶ୍ବାସ କରି ନେଇଥାନ୍ତି । ସେମାନଙ୍କୁ ନିଜର ସବୁ କଥା କହିବା ସହ ତାଙ୍କୁ କେବେବି ଧୋକା ଦେଇନଥାନ୍ତି ।

 

M- ଏହି ନାମର ଝିଅ ମାନେ ନିଜ ପାଇଁ ଅନ୍ୟକୁ ଦୁଃଖ କଷ୍ଟରେ ରଖିବାକୁ ଭଲ ପାଇନଥାନ୍ତି । ସମସ୍ତଙ୍କ ମୁହଁରେ ସବୁବେଳେ ଖୁସି ଦେଖିବା ପାଇଁ ଚାହିଁଥାନ୍ତି । ଏମାନେ ଅନ୍ୟର ମନର ଭାବନାକୁ ବହୁ ସହଜରେ ବୁଝି ନେଇଥାନ୍ତି ।

P- ଏହି ନାମର ଝିଅ ମାନେ ଭାବୁକ ଓ ପରିଶ୍ରମୀ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ସଫା ଓ ଭଲ ହୃଦୟ ପାଇଁ ଅନ୍ୟ ମାନଙ୍କ ନଜରରେ ସବୁବେଳେ ଖାସ୍ ହୋଇ ରହିଥାନ୍ତି । ଏହିଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *