ଯଦି ଆପଣଙ୍କ ନକହରେ ବି ଅଛି ଏମିତି ଅର୍ଦ୍ଧ ଚନ୍ଦ୍ର, ଜାଣନ୍ତୁ ଏହାର ରହସ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ନଖ ରେ ଆମକୁ ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ଦେଖିବାକୁ ମିଳିଥାଏ । କିନ୍ତୁ କଣ ଆପଣ ମାନେ କେବେ ଭାବିଛନ୍ତି ଏହା କଣ ଏବଂ ନଖ ରେ ଏଭଳି ଚିନ୍ହ କଣ ପାଇଁ ରହିଛି? ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନଖ ରେ ଥିବା ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ର ରହସ୍ୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ବନ୍ଧୁଗଣ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଏଜ ଅତ୍ୟନ୍ତ ଶୁଭ ଦାୟକ ଅଟେ । କାରଣ ଯେଉଁ ବ୍ୟକ୍ତି ମାନଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ରହିଛି ସେମାନଙ୍କୁ ଖୁବ ଶୀଘ୍ର ଉନ୍ନତି ହାସଲ ହୋଇଥାଏ ।

୨. ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟମ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ମେସିନ ଏବଂ ଉଦ୍ୟୋଗ ଭଳି କାର୍ଯ୍ୟ ରେ ନିୟୋଜିତ ରୁହନ୍ତି ଏବଂ ସେଥିରେ ସଫଳତା ହାସଲ କରିଥାନ୍ତି । ମଧ୍ୟମ ଆଙ୍ଗୁଳି କୁ ଶନି ଙ୍କ ପ୍ରତୀକ କୁହାଯାଏ । କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ଅଟେ ।

୩. ବନ୍ଧୁଗଣ ଯଦି ଆପଣଙ୍କ କନିଷ୍ଠ ଆଙ୍ଗୁଳି ର ନଖ ରେ ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ ।

୪. ବନ୍ଧୁଗଣ ଯଦି ଆପଣଙ୍କ ବୃଢ଼ା ଆଙ୍ଗୁଳି ରେ ଏଭଳି ଅର୍ଦ୍ଧ ଚନ୍ଦ୍ର ର ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଅଳସୁଆ ଅଟନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ସହଜ ଉପାୟ ରେ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆପଣ କେବେବି ଅନ୍ୟ କୌଣସି ବ୍ୟକ୍ତି ଉପରେ ଇର୍ଷା କରନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *