Garuda Puran- ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶ-ବ ଦା-ହ ବା ସଂସ୍କାର କାହିଁକି କରାଯାଇଥାଏ ?

ନମସ୍କାର ବନ୍ଧୁଗଣ ଏହି ଦୁନିଆ ରେ ଯଦି କିଛି ସତ୍ୟ ଥାଏ ତେବେ ତାହା ହେଉଛି ଆମ ମୃ-ତ୍ୟୁ । କାରଣ ଯିଏ ଏହି ଦୁନିଆ କୁ ଆସେ ସେ ଦିନେ ନା ଦିନେ ଏହି ଦୁନିଆ ରୁ ବିଦାୟ ନେଇଥାଏ ଏହା ନିଶ୍ଚିତ କାରଣ ଜନ୍ମ ଯଦି ସତ୍ୟ ତେବେ ମୃ-ତ୍ୟୁ ମଧ୍ୟ ସତ୍ୟ । କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜାଣି ମଧ୍ୟ ଏହି ସତ୍ୟ ରୁ ଦୌଡୁ ଥାଏ । ଏହାର କାରଣ ହେଉଛି ମୃ-ତ୍ୟୁ ର ରହସ୍ୟ ବିଷୟରେ ସୂଚନା ନ ମିଳିବା । ଏହାର ଵର୍ଣ୍ଣନ ହିନ୍ଦୁ ଧର୍ମର ପୁରାଣ ଗରୁଡ଼ ପୁରାଣ ରେ ହୋଇଛି ।

ଆଜି ଆମେ ସେହି ଗରୁଡ଼ ପୁରାଣ ରେ ମୃ-ତ୍ୟୁ ର ରହସ୍ୟ ବିଷୟରେ କଣ ବର୍ଣ୍ଣନା କରା ଯାଇଛି ସେ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା । ଗରୁଡ଼ ପୁରାଣ ରେ ଏହି ବିଷୟରେ କୁହାଯାଇଛି କି ଯେତେବେଳେ ଜଣେ ମନୁଷ୍ୟ ମୃ-ତ୍ୟୁ ର ନିକଟ ହୁଏ ସେତେବେଳେ ତାର ଶରୀର ରେ ଅନେକ ରୋଗ ଦେଖାଯାଏ ।

ସେ ଧୀରେ ଧୀରେ ମୃ-ତ୍ୟୁ ର ଜାଲରେ ବୁଣି ହୋଇ ଯାଏ । କିନ୍ତୁ ତଥାପି ବଞ୍ଚି ବାର ଲୋଭ କୁ ନେଇ କଷ୍ଟ ଭରା ଜୀଵନ କୁ ଅତିବାହିତ କରିଥାଏ ଏବଂ ଅନ୍ତିମ ସମୟରେ ସେହି ମନୁଷ୍ୟ କୁ ସମସ୍ତେ ଏକା ଭଳି ଦେଖା ଯାଆନ୍ତି । ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଙ୍କୁ କୁହନ୍ତି ଯେଉଁ ମନୁଷ୍ୟ ନିଜ ଜୀବନରେ କେବେବି ମିଛ କୁହେ ନାହିଁ । କାହା ସହିତ ଛଳନା ନ କରେ । ଆସ୍ତିକ ଏବଂ ଶ୍ରଦ୍ଧାବାନ ରହିଥାଏ । ସିଏ ସୁଖ ପୂର୍ବକ ମୃ-ତ୍ୟୁ ପ୍ରାପ୍ତ କରିଥାଏ ।

ସେହି ଭଳି ଯେଉଁ ମନୁଷ୍ୟ ମିଥ୍ୟା ର ସହ ଜଡିତ ଏବଂ ମୁର୍ଖତା କରିଥାଏ ସେ ନିଜ ଅନ୍ତିମ ସମୟରେ ବହୁତ କଷ୍ଟ ରେ ମୃ-ତ୍ୟୁ ପ୍ରାପ୍ତ କରିଥାଏ । ଏମାନ ଙ୍କୁ ନେବା ପାଇଁ ବାଡ଼ି,ଏବଂ ଦଉଡି ସହ ଯମ ଦୂତ ଆସିଥାନ୍ତି ଏବଂ ଏହା ଦେଖି ସେ ବ୍ୟକ୍ତି ଭୟବିତ ହୋଇ ମୃ-ତ୍ୟୁ ଲାଭ କରିଥାଏ । ଯେତେବେଳେ ଯମ ଲୋକ ଯାଏ ସେଠାରୁ ଯମ ଦେଵତା ନିଜ ଦୂତ ଙ୍କ ସହ ପୁନଃ ସେହି ସ୍ଥାନକୁ ପଠାଇ ଥାଆନ୍ତି । ସେ ନିଜର ଶରୀର ଦେଖି ପ୍ରଵେଶ କରିବା ପାଇଁ ଚାହେଁ କିନ୍ତୁ କରି ପାରେ ନାହିଁ ଏବଂ ଭୋକ ଶୋଷ ରେ କରୁଣ କ୍ରନ୍ଦନ ମଧ୍ୟ କରିଥାଏ ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେବେ କୌଣସି ମନୁଷ୍ୟ ର ମୃ-ତ୍ୟୁ ହୋଇଥାଏ ସେତେବେଳେ ତାକୁ ଘରର ଅଗଣାରେ ଗୋବର ରେ ଲିପି ତା ଉପରେ ରାଶି ଏବଂ କୁଶ ପକାଇବା ଉଚିତ ଏହା ଦ୍ୱାରା ସେ ନିଜର ସମସ୍ତ ପା-ପ ରୁ ମୁକ୍ତ ହୋଇ ଯାଇଥାଏ ଏବଂ କୌଣସି ନ-କ-ରା-ତ୍ମ-କ ଶକ୍ତି ଆସେ ନାହିଁ ଏବଂ ପରିବାରର ସମସ୍ତ ସଦସ୍ୟ ମାନେ ସେହି ମୃ-ତ ବ୍ୟକ୍ତି ର ମୁଖରେ ଗଙ୍ଗାଜଳ ଏବଂ ତୁଳସୀ ପତ୍ର ଦେଇଦେବେ ଏବଂ ଭଗବାନ ବିଷ୍ଣୁ ଙ୍କ ନାମ ନେଵା ଉଚିତ ।

ସର୍ଵ ପରେ ସେହି ମୃ-ତ ବ୍ୟକ୍ତି କୁ ବାଉଁଶ ରେ ଶୁଆଇ ଶ୍ମଶାନ କୁ ନେଇ ବିଧି ପୂର୍ବକ ରୂପେ ଶ-ବ ଦା-ହ କରିବା ଉଚିତ । କିନ୍ତୁ ଏହା ଧ୍ୟାନ ଦେବା ଉଚିତ କି ଯେଉଁ ସ୍ଥାନରେ ଶ-ବ ଦା-ହ ହେବ ସେଠାରେ କୌଣସି ଅନ୍ୟ ଶ-ବ ଦା-ହ ହୋଇ ନ ଥିବ । ଯେବେ ଶ-ବ ଅଧା ଜଳି ଯାଏ ସେତେବେଳେ ତାର ଖୋ-ପ-ଡ଼ି କୁ ଭା-ଙ୍ଗି ଦେବା ଉଚିତ କାରଣ ଏହା ଦ୍ୱାରା ସେମାନେ ନିଜର ପିତୃ ପୁରୁଷ ଙ୍କ ପାଖକୁ ଚାଲି ଯାଆନ୍ତି । ଶ-ବ ଦା-ହ ପରେ ସମସ୍ତେ ସ୍ନାନ କରିକି ହିଁ ଘର ଭିତରକୁ ଯିବା ଉଚିତ ।

ଗରୁଡ଼ ପୁରାଣ ଅନୁସାରେ କୌଣସି ମନୁଷ୍ୟ ର ମୃ-ତ୍ୟୁ ପରେ ଦା-ହ ସଂସ୍କାର କରିବା ଉଚିତ । ଯଦି ଶ-ବ ଦା-ହ ନ କରା ଯାଏ ତେବେ ତାକୁ ପୂର୍ବ ପୁରୁଷ ଙ୍କ ସହ ଭେଟ ହୋଇ ପାରିବ ନାହିଁ ଏବଂ ଆଶୀର୍ବାଦ ବି ମିଳିବ ନାହିଁ ଏବଂ ମୁକ୍ତି ପାଇବ ନାହିଁ ତେଣୁ ଶ-ବ ଦା-ହ କରିବା ଟା ଉଚିତ ଏବଂ ଆବଶ୍ୟକ ଅଟେ । ସମସ୍ତେ ନିଜ କର୍ମ ଅନୁଯାୟୀ ହିଁ ପୁନର୍ଜନ୍ମ ମିଳି ଥାଏ । ଯେପରି-ବ୍ରାହ୍ମଣ ହ-ତ-ୟା କଲେ ପୁନର୍ଜନ୍ମ ରେ ମୃଗ, ଅଶ୍ୱ, ଏବଂ ଓଟ ହୋଇଥାନ୍ତି ଏବଂ ସୁନା ଚୋରି କରିଥିବା ମନୁଷ୍ୟ କୀଟ ପତଙ୍ଗ ହୋଇ ଥାଏ । ଅର୍ଥାତ ନିଜ କର୍ମ ଅନୁଯାୟୀ ହିଁ ଆପଣଙ୍କ ପୁନର୍ଜନ୍ମ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *