ଡାକ୍ତର ସାଜି ଖେଳ କରିଥାନ୍ତେ…ନକଲି ଡାକ୍ତର ସାଜି ପଶିଥିଲେ ପ୍ରସବ ଦେଖିବାକୁ, ହେଲେ ଧରା ପଡିବା ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରସବ ଦେଖିବାକୁ ସାଜିଲେ ନକଲି ଡାକ୍ତର । ମେଡିକାଲକୁ ଯାଇ ସେଠାରେ ପ୍ରସବ ଦେଖିବାକୁ ଯୁବକ ଉଦ୍ୟମ କରିଥିଲେ । ତେବେ ଧରା ପଡିଯିବାରୁ ପୋଲିସଙ୍କ ନଜରରେ ଏବେ ସେହି ଯୁବକ ।  ତେବେ ବର୍ତ୍ତମାନ ସମୟରେ କିଛି ଏପରି ଚାଞ୍ଚଲ୍ୟକାରୀ ଖବର ଶୁଣିବାକୁ ମିଳିଛି । ଯେଉଁଠାରେ କି ଏକ ଯୁବକ ପ୍ରସବ ଦେଖିବା ପାଇଁ ନକଲି ଡାକ୍ତରର ଅଭିନୟ କରିବାକୁ ମଧ୍ୟ ପଛାଇନଥିଲେ ।

ବେକରେ ଥିଲା ଷ୍ଟେଥୋସ୍କୋପ ଓ ପାଖରେ ନକଲି ଡାକ୍ତରୀ ID କାର୍ଡ ମଧ୍ୟ ଥିଲା । ତେବେ ଧରା ପଡିଯିବାରୁ ଅବସ୍ଥା ହୋଇଗଲା ପୁରା ବେହାଲ । ତେବେ ଭଦ୍ରକ ସ୍ଥିତ ଏକ ମେଡିକାଲରେ ଏପରି କିଛି ଘଟିଥିବାର ସୂଚନା ମିଳିଛି । ତେବେ ସେଠାରେ ଥିବା ଜଣେ ସୁରକ୍ଷାକର୍ମୀ ନକଲି ଡାକ୍ତର ସାଜି ଆସିଥିବା ଯୁବକ ଜଣଙ୍କୁ ପଚାରିଥିଲେ ।

ତେବେ ସାର ଆପଣ କୋଊଠିକି ଯାଉଛନ୍ତି । ତେବେ ଯୁବକ ଜଣଙ୍କ କହିଥିଲେ । ମୁଁ ଗାଇନିଙ୍ଗ ୱାର୍ଡରେ ନୂଆ ଯଏନିଙ୍ଗ କରିଛି । ତେବେ ପ୍ରସବ ୱାର୍ଡ କୋଊଠି କୁହନ୍ତୁ ମୁଁ ସେଠାକୁ ଜୀବି ।ତାପରେ ସୁରକ୍ଷାକର୍ମୀ ଜଣଙ୍କ ତାଙ୍କୁ ସବୁ ରୁମ୍ ର ଠିକଣା ମଧ୍ୟ କହିଥିଲେ । ତାପରେ ସେଠାକୁ ଯିବା ପରେ CDMO ସାରଙ୍କ ନଜରରେ ନକଲି ଡାକ୍ତର ସାଜିଥିବା ଯୁବକ ଜଣଙ୍କ ପଡିଯାଇଥିଲେ ।

ତେବେ CDMO ସାର ଯୁବକ ଜଣଙ୍କୁ ସବୁ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲେ । ଯେ ଡାକ୍ତର ସାଜି ବେକରେ ଷ୍ଟେଥୋସ୍କୋପ ପକାଇ ମିଥ୍ୟା ପରିଚୟ ଦେଖାଉଥିବା ଯୁବକ ଜଣଙ୍କ ହେଉଛନ୍ତି ନକଲି ଡାକ୍ତର । ତେବେ ସଙ୍ଗେ ସଙ୍ଗେ CDMO ସାର ଥାନାରେ ଖବର ଦେଇଥିଲେ ।

ତାପରେ ପୋଲିସ କର୍ମଚାରୀ ଆସି ଯୁବକ ଜଣଙ୍କ ଉପରେ ନିଜର ଖୋଳଟାଡ ଆରମ୍ଭ କରିଦେଇଥିଲେ । ଡାକ୍ତରଖାନାକୁ ନକଲି ଡାକ୍ତର ସାଜି ଆସିବା ପଛରେ ମୂଳ ଉଦ୍ଧେଶ୍ୟ  ଜାଣିବା ପାଇଁ ଯୁବକ ଜଣଙ୍କ ଉପରେ ତଦନ୍ତ ଜାରୀ ରଖା ଯାଇଛି । ତେବେ ଭଦ୍ରକ ଜିଲ୍ଲା ସ୍ଥିତ ହସ୍ପିଟାଲରେ ଏପରି ଏକ ଘଟଣା ଘଟିବାର ଦେଖି ସେଠାକାର ଲୋକଙ୍କ ମଧ୍ୟରେ ଏହାକୁ ନେଇ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି ।

ତେବେ ଜଣେ ମାନସିକ ରୋଗରେ ପୀଡିତ ମଧ୍ୟ ଏପରି କରିବାକୁ ସାହସ କରିବ ନାହିଁ । ତେବେ କିପରି ଭାବରେ ପ୍ରସବ ଦେଖିବା ବାହାନାରେ ଯୁବକ ଜଣଙ୍କ ନକଲି ଡାକ୍ତର ସାଜିପାରିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *