90 ଦଶକରେ ଦୂରଦର୍ଶନରେ ପ୍ରସାରିତ ହେଇଥିବା ସବୁଠାରୁ ଫେମସ ବିଜ୍ଞାପନ ଯାହା ଆପଣଙ୍କ ପୁରୁଣା ସ୍ମୁତି କୁ କରିଦେବ ତାଜା…ଦେଖନ୍ତୁ ଏହି Video 

ବନ୍ଧୁଗଣ 90 ଦଶକରେ ସମସ୍ତ ଲୋକ ଦୂରଦର୍ଶନ ଚ୍ୟାନେଲ ଦେଖୁଥିବେ । ଅବଶ୍ୟ ବର୍ତ୍ତମାନର ସମୟରେ ଆମେ ମାନେ 200ଟି ଚ୍ୟାନେଲରେ ନିଜ ମନ ପସନ୍ଦର ଫିଲ୍ମ ଓ ସିରିଏଲ ଦେଖି ପାରୁଛୁ ହେଲେ ସେତେବେଳେ କେବଳ ଦୂରଦର୍ଶନ ଚ୍ୟାନେଲ ଚାଲି ଥିଲା । ବନ୍ଧୁଗଣ 90 ଦଶକରେ ଦୂରଦର୍ଶନରେ କେତେକ ଫେମସ ବିଜ୍ଞାପନ ପ୍ରସାରିତ ହେଉଥିଲା ଆଉ ସେହି ବିଜ୍ଞାପନ ଗୁଡିକୁ ଆପଣ ନିଶ୍ଚୟ ଦେଖିଥିବେ ।

ଆଜି ଆମେ ଆପଣ ମାନଙ୍କୁ ସେହି ଫେମସ ବିଜ୍ଞାପନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 1. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ବିଜ୍ଞାପନରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଆଫ୍ରିକା ଜଙ୍ଗଲରେ ପଶୁ ମାନଙ୍କ ସହ ଖେଳୁ ଥିବାର ନଜର ଆସୁଛନ୍ତି । ଏହି ବିଜ୍ଞାପନଟି ହେଉଛି ନିର୍ମା ସୋପ କମ୍ପାନୀର । ଏହି ବିଜ୍ଞାପନଟି ଆପଣ ମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

2. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ବିଜ୍ଞାପନଟି ହେଉଛି ଫେବୀ କ୍ଵିକ କମ୍ପାନୀର । 90 ଦଶକରେ ଫେବୀ କ୍ଵିକର ପ୍ରଥମ ବିଜ୍ଞାପନଟି ଦର୍ଶକ ମାନଙ୍କର ଖୁବ ମନୋରଞ୍ଜନ କରିଥିଲା । ଏହି ବିଜ୍ଞାପନରେ ଜଣେ ଲୋକ ମାଛ ଧରିବା ପାଇଁ ଅନେକ ସମୟ ପର୍ଯ୍ୟନ୍ତ ବସି ରହିଥିବ ହେଲେ ସେହି ସମୟରେ ଜଣେ ବ୍ୟକ୍ତି ଆସି ଏକ ବାଡିରେ ଫେବୀ କ୍ଵିକ ଲଗେଇ ପାଣିରେ ବାଡି ବୁଡେଇ ଦେବ ତା ପରେ ମାଛ ସେହି ବାଡିରେ ଲାଗିଯିବ ।

3. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ବିଜ୍ଞାପନଟି ହେଉଛି ଡାବର ଲାଲ ଦନ୍ତ ମଞ୍ଜନ କମ୍ପାନୀର । ଏହି ବିଜ୍ଞାପନଟି ଆପଣ ଯେତେ ଥର ବି ଦେଖିଲେ କେବେ ବୋର ହେବେ ନି । ଏହି ବିଜ୍ଞାପନଟି ବହୁତ ମଜାଦାର ଥିଲା । ହେଲେ ଏବେ ତ ଡାବର ଲାଲ ଦନ୍ତ ମଞ୍ଜନ କମ୍ପାନୀ ବହୁତ ଫେମସ ହୋଇଯାଇଛି ।

4. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ବିଜ୍ଞାପନଟି ହେଉଛି ଦେଶର ନମ୍ବର ୱାନ କମ୍ପାନୀ ଅମୁଲର । ଆପଣ ମାନେ ସମସ୍ତେ ଅମୂଲର ବଟର, କ୍ଷୀର କିମ୍ବା ଆଇସ କ୍ରିମ ନିଶ୍ଚୟ ଖାଇଥିବେ । 90 ଦଶକରେ ଅମୁଲର ଏହି ପ୍ରଥମ ବିଜ୍ଞାପନଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । ସେହି ସମୟରେ ଅମୁଲ ପ୍ରଥମ ଥର ନିଜ ବିଜ୍ଞାପନ ଦୂରଦର୍ଶନ ଚ୍ୟାନେଲରେ ଦେଇଥିଲା ।

5. ବନ୍ଧୁଗଣ ଆମ ଲିଷ୍ଟର ଶେଷ ବିଜ୍ଞାପନଟି ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ଆପଣ ମାନେ ସମସ୍ତେ ପାନ ପରାଗ ଗୁଟୁକାର ନାମ ତ ନିଶ୍ଚୟ ଶୁଣିଥିବେ । 90 ଦଶକରେ ଏହା ହେଉଛି ପାନ ପରାଗର ପ୍ରଥମ ବିଜ୍ଞାପନ । ସେତେବେଳେ ପାନ ପରାଗର ଏହି ବିଜ୍ଞାପନଟି ବହୁତ ଫେମସ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ବିଜ୍ଞାପନ ଗୁଡିକ କେମିତି ଲାଗେ ଆମକୁ କମେଣ୍ଟ କରି ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *