‘ରାଜା ରଶ୍ମିର ଲଭର ଥିଲା ହେଲେ ରଶ୍ମି ସନ୍ତୋଷ ସହ ରହୁଥିଲା, ସେଥିପାଇଁ…’ ସାଥି ଅଭିନେତ୍ରୀ Supriya କଲେ ଭୟଙ୍କର ଖୁଲାସା, କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରଶ୍ମି ଙ୍କ ସହକର୍ମୀ ଅଭିନେତ୍ରୀ ସୁପ୍ରିୟା କହିଛନ୍ତି ଯେ ପୋଲିସ ଯେତେବେଳେ ତାଙ୍କ ଶରୀର ପାଇଲେ ସେତେବେଳେ ରଶ୍ମି ଚୁଡି, ସିନ୍ଦୁର, ମଙ୍ଗଳସୂତ୍ର, ଅଳତା ସବୁ ପିନ୍ଧିଥିଲେ । ତେବେ ହୁଏତ ସେ ସେଠାରେ ଅଭିନୟ କରୁଥିଲେ ସେଠାରେ ବାହା ହେଇ ରହିବାପାଇଁ କିମ୍ବା ସେ ବାହା ହେଇଯାଇଥିବେ କି କ’ଣ ? ସୁପ୍ରିୟା ଙ୍କ କହିବା ଅନୁସାରେ ରଶ୍ମି କହିଥିଲେ ଯେ ତାଙ୍କ ଆଖିରେ ଗୋଟିଏ ପୋକ ମାଡ ହୋଇ ଯାଇଅଛି ଏବଂ ଧୀରେ ଧୀରେ ଦେଖିବା ମଧ୍ୟ କମ ହୋଇଯାଇଥିଲା ପୋକ ମାଡ ପାଇଁ ।

କିନ୍ତୁ ରଶ୍ମି କହିଛନ୍ତି ଯେ ମତେ ଏହି ଜିନିଷ ଉପରେ ବହୁତ ଡାଉଟ । କାରଣ ଯେତେବେଳେ ଆମ୍ଭେ ସାଧାରଣତ ବାଇକ ରେ ଯାଉଥାଉ ଅଥବା ଚାଲିକି ଯାଇଥାଉ ଅନେକ ଥର ପୋକ ମୋର ମଧ୍ୟ ମାଡ ହୋଇଛି କିନ୍ତୁ ଏଭଳି କେବେ ହୋଇନି ଯେ ମୁଁ ଅନ୍ଧ ହୋଇଜିବି । ସୁପ୍ରିୟା ଏହା କହିଛନ୍ତି ଯେ ଏହା ମୋର ପର୍ଶନାଲ ଡାଉଟ ଅଟେ ଯେ ସେ ଯାହା ପାଖରେ ରହୁଥିଲେ ବୋଧ ହୁଏ ସେ ତାଙ୍କୁ ବାଡିଆ ବାଡେଇ କରିଛନ୍ତି କି କ’ଣ ?

କାରଣ ମୁଁ ଏହା ଆଦୌ ଗ୍ରହଣ କରି ପାରିବି ନାହିଁ ଯେ ରଶ୍ମି ସୁଇସାଇଡ କରିଛନ୍ତି ବୋଲି । ମୁଁ ରଶ୍ମି ଙ୍କ ସହିତ ସମୁଦାୟ ୧ ବର୍ଷ ପାଖାପାଖି କାମ କରିଛି । ଏବଂ ତାଙ୍କ ମାଇଣ୍ଡ ସେଟ ଯେଉଁଭଳି ଯେମିତିକା ପିଲା ସେ ମତେ ଲାଗୁନି କେବେ ମଧ୍ୟ ସେ ଆ-ତ୍ମ-ହ-ତ୍ୟା କରିଥିବେ ବୋଲି । ସକାଳ ୬ ରୁ ରାତି ୧୨ ଟା ପର୍ଯ୍ୟନ୍ତ ନୀତିଦିନ କାମ କରିଛନ୍ତି ବୋଲି କହିଛନ୍ତି ସୁପ୍ରିୟା ।

ସେ ଏହା ମଧ୍ୟ କହିଛନ୍ତି ଯେ ପର୍ଶନାଲ ଲେବଲ ରେ ଯେତିକି ନ ହୁଏ କିନ୍ତୁ ଗୋଟିଏ ପ୍ରୋଫେସନାଲ ଲେବଲ ରେ ଯେତିକି ଜଣେ ଜାଣିବା କଥା ମୁଁ ସେତିକି ତାଙ୍କୁ ଚିହ୍ନିଛି । ତାଙ୍କ ଘର ତଥା ତାଙ୍କ ସାଙ୍ଗସାଥି ସମ୍ବନ୍ଧରେ କିଛି କିଛି ଜାଣିଛି । ଫିଲ୍ମ ଲାଇନ ଛଡା ଆମ୍ଭେ ଅନେକ ଥର ଭି-ଡି-ଓ କଲ ରେ କଥା ହୋଇଛୁ । ବହୁତ ଭଲରେ କଥା ମଧ୍ୟ ହୋଇଛନ୍ତି ରଶ୍ମି ।

ମାତ୍ର ମୁଁ ଯେତିକି ଜାଣିଥିଲି ଯେ ରାଜା ବୋଲି ଜଣେ ଥିଲେ ଯାହା ସହିତ ରଶ୍ମି ଙ୍କ ସମ୍ପର୍କ ଥିଲା । ମାତ୍ର ସୁପ୍ରିୟା ଶୁଣିବାକୁ ପାଇଲେ ଯେ ସନ୍ତୋଷ ନାମକ ଯୁବକ ସାଙ୍ଗରେ ସେ ସ୍ଵାମୀ ସ୍ତ୍ରୀ ଭାବରେ ରହୁଥିଲେ । ବର୍ତ୍ତମାନ ସନ୍ତୋଷ ଉପରେ ସମସ୍ତଙ୍କର ସନ୍ଦେହ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *