ନା ସିନା ତୁଳସୀ ହେଲେ କାମ ବିଛୁଆତି… ଭିଆରେ ଚାଲିଥିଲା ଏମିତି କାଣ୍ଡ ଆଉ ହଠାତ ପହଞ୍ଚିଗଲା ପୋଲିସ, ଆଉ ତା’ପରେ ଦେଖନ୍ତୁ କଣ ହେଲା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଗେଷ୍ଟ ହାଉସ ଭିତରେ ଚାଲିଥିଲା ଦ-ଏହ ବ୍ୟା-ପାରର । ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ଗେଷ୍ଟ ହାଉସ ର ନାମ ତୁଳସୀ । ବ୍ରହ୍ମପୁର ସହରରେ ତୁଳସୀ ନାମକ ଗେଷ୍ଟହାଉସ ରହିଅଛି । ଖବର ମୁତାବକ ଏଠାରେ ସୁନ୍ଦରୀ ସୁନ୍ଦରୀ ଯୁବତୀ ଆସି କରିଥାନ୍ତି ଦ-ଏହ ବ୍ୟା-ପାରର । ମୋଟ ଉପରେ କହିବାକୁ ଗଲେ ଏଠାରେ ଚାଲେ ସେକ୍ସ-ରାକେଟ । ବ୍ରହ୍ମପୁର ସହରର ପ୍ରମୁଖ ଛକ ଟାଟାଭେନ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ରେ ଚାଲିଥିଲା ଦ-ଏହ ବ୍ୟା-ପାରର ।

ତେବେ ପୋଲିସ ଆଖିରେ ଧୁଳିଦେଇ ଦୀର୍ଘଦିନ ଧରି ଚାଲିଥିଲା ଏଠାରେ ଦ-ଏହ ବ୍ୟା-ପାରର । ଏହାକୁ ରେଡହ୍ୟାଣ୍ଡରେ ଧରିଛନ୍ତି ନିଜେ ବ୍ରହ୍ମପୁର ଏସ୍ପି । ସୂଚନା ଅନୁଯାୟୀ ଗତକାଲି ରାତି ୧୧ ଟାରେ ବିଶେଷସୂତ୍ରରୁ ଖବର ପାଇଲେ ଏସ୍ପି । ଏହାପରେ କାହାକୁ କିଛି ନ ଜଣାଇ ଏସ୍ପି ନିଜେ ବାଇକ ନେଇ ପହଞ୍ଚିଲେ ତୁଳସୀ ଗେଷ୍ଟହାଉସରେ । ଗେଷ୍ଟ ହାଉସ ରେ ଚଢାଉ ପରେ ଗୋସାଣି ନୂଆଗାଁ ଏବଂ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ ।

ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ଗେଷ୍ଟ ହାଉସ ଭିତରୁ ୧୦ ଜଣ ଗ୍ରାହକ ଆଉ ୪ ଜଣ ସୁନ୍ଦରୀ ଦେହଜୀବୀ ଙ୍କୁ ଆଣି ପଚରା ଉଚରା କରୁଛି । ତେବେ ଏଠାରେ ତଳ ମହଲାରେ ଏକ ବାଇକ ସୋରୁମ ରହିଥିବା ବେଳେ ଉପରେ ରହିଥିଲା ଏକ ଗେଷ୍ଟ ହାଉସ ଯାହାର ନାମ ଥିଲା ତୁଳସୀ ।

ମାତ୍ର ଏହା ଭିତରେ ଲୁଚି ରହିଥିଲା ଏହିଭଳି ମହାପାପ । ଦିନ ଏବଂ ରାତି ଏଠାକୁ ଲୋକେ ଆସୁଥିଲେ । ଟାଟାବେଞ୍ଚ ଛକ ଉପରେ ଥିବାରୁ ଲୋକଙ୍କ ସନ୍ଦେହ ମଧ୍ୟ ହେଉ ନଥିଲା । ପାଖରେ ଟ୍ରାଫିକ ପୋଷ୍ଟ ଥିଲା ଏବଂ ଏହା ସହିତ ୨୪ ଘଣ୍ଟିଆ ପେଟ୍ରୋଲିଂ ହେଉଥିବା ସ୍ଥାନରେ ନିର୍ଭୟରେ କିଭଳି ଚାଲିଥିଲା ଦେହବ୍ୟାପାର ଏହାକୁ ନେଇ ଅନେକ ଗୁଡିଏ ପ୍ରଶ୍ନ ଉଠିଛି ।

ଏହା ସହିତ ଏହି ସେକ୍ସ ରାକେଟ ପଛରେ ବଡ ବଡିଆ ଲୋକଙ୍କ ନାମ ଅଛି କି ନାହିଁ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏତେ ଦିନ ଧରି ପୋଲିସ ଙ୍କ ନଜରକୁ କିଭଳି ଏହା ଆସିନଥିଲା ? ତାହା ବଡ ଆଶ୍ଚର୍ଯ୍ୟ ର ବିଷୟ, ବଜାର ଉପରେ ଏଭଳି କାଣ୍ଡ ଭିଆଉଥିଲେ ଅନ୍ତତ ପୋଲିସ କୁ ଖବର ନଥିଲା ? ସାଧାରଣ ଲୋକ ଙ୍କ ମନରେ ଏନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *