20 Interesting Gk Questions: ମୁଁ ସବୁଜ ମୋ ଛୁଆ କଳା, ଲୋକେ ମତେ ଛାଡି ମୋ ଛୁଆକୁ ଖାଆନ୍ତି, କୁହନ୍ତୁ ମୁଁ କିଏ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଛୋଟ ବେଳେ ଅନେକ ଗୋଲକ ଧନ୍ଦା ବିଷୟରେ ଶୁଣିଥିବେ ଏବଂ ଜାଣି ମଧ୍ୟ ଥିବେ ତେବେ ଆପଣ ଙ୍କୁ ନିଶ୍ଚିତ ଭାବରେ ସେଗୁଡିକ ମଜା ଲାଗୁଥିବ। ତେବେ ସେହିପରି ଆସନ୍ତୁ ଆଜି କିଛି ଗୋଲକ ଧନ୍ଦା ବିଷୟରେ ଆଲୋଚନା କରି ନେବା ଯାହା ଆପଣ ଙ୍କୁ ନିଶ୍ଚିତ ଭାବରେ ମଜା ଲାଗିବ ଏବଂ ପସନ୍ଦ ମଧ୍ୟ ଆସିବ। ତେବେ ଆସନ୍ତୁ ଜାଣିନେବା।

୧- ଏଭଳି କେଉଁ ଜାଗା ଅଛି ଯେଉଁଠି ଯିବା ବେଳେ ୧୦ ଜଣ ଯାଆନ୍ତି କିନ୍ତୁ ଆସିବା ବେଳେ ୧୧ ଜଣ ଆସନ୍ତି।
ଉତ୍ତର- ବିବାହ।

୨- ଏଭଳି କେଉଁ ଜାଗା ଅଛି ଯଦି ସେଠାରେ ୧୦ ଜଣ ଯାଆନ୍ତି ତେବେ ୯ ଜଣ ଆସନ୍ତି।
ଉତ୍ତର- ଶ୍ମଶାନ।

୩- ଏଭଳି କେଉଁ ଜାଗା ଅଛି ଯେଉଁଠି ଗରିବ ଏବଂ ଧନୀ ଉଭୟ ଙ୍କୁ ଗିନା ଧରି ଛିଡା ହେବାକୁ ପଡ଼ିଥାଏ।
ଉତ୍ତର- ଗୁପଚାପ ଦୋକାନ।

୪- ପାଠ ପଢିବାରେ ଲେଖିବାରେ ଉଭୟ ରେ ମୁଁ କାମରେ ଆସେ କଲମ ନୁହେଁ କି କାଗଜ ତେବେ ମୁଁ କିଏ?
ଉତ୍ତର- ଚଷମା।

୫- ତୁମେ ନ ଡାକିଲେ ବି ମୁଁ ଆସିଯିବି, ନା ଭଡା ଦେବି ଘରର ସବୁ କୋଣରେ ମୁଁ ରହିବି, ତୁମେ ମୋତେ ଧରି ପାରିବ ନାହିଁ କିନ୍ତୁ ମୋ ବିନା ରହି ମଧ୍ୟ ପାରିବ ନାହିଁ ତେବେ କୁହ ମୁଁ କିଏ?
ଉତ୍ତର- ପବନ।

୬. ଏଭଳି କେଉଁ ଜିନିଷ ରହିଛି ଯାହା ଦିନ ରାତି ଚାଲିଥାଏ?
ଉତ୍ତର- ନଦୀ

୭. କଣ ବିଦ୍ୟୁତ କୁ କେତେକ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ଓର କରି ରଖା ଯାଇ ପାରିବ?
ଉତ୍ତର- ହଁ।

୮. ଝିଟିପିଟି ର ବୟସ କେତେ ହୋଇଥାଏ?
ଉତ୍ତର- ୧୮ ମାସ ୭ ବର୍ଷ ପର୍ଯ୍ୟନ୍ତ।

୯. ପାକିସ୍ତାନର ରାଷ୍ଟ୍ରୀୟ ପଶୁର ନାମ କଣ ?

ଉତ୍ତର- ମାରଖୋର

୧୦. ହ୍ଵାଟ୍ସଆପ ଓ ଫେସବୁକ କେଉଁ ଦେଶର ଆପ୍ ଅଟେ?
ଉତ୍ତର- ଆମେରିକା।

୧୧. ଦିଲ୍ଲୀ ର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ?
ଉତ୍ତର- ଶାହାଜାହାଁ।

୧୨. ଉତ୍ତର ପ୍ରଦେଶର କେଉଁ ଜିଲ୍ଲା ସବୁଠାରୁ ଅଧିକ ଧନୀ ହୋଇଥାଏ ?

ଉତ୍ତର- କାନପୁର

୧୩. ଭାରତରେ ଆଧାର କାର୍ଡର ବୈଧତା କେତେ ବର୍ଷ ପର୍ଯ୍ୟନ୍ତ ରହିଥାଏ ?

ଉତ୍ତର- ଜୀବନ ସାରା ରହିଥାଏ

୧୪. ରାତିରେ ଦେଖିଥିବା ସ୍ୱପ୍ନ କଣ ସତ ହୋଇଥାଏ?
ଉତ୍ତର- କିଛି ସ୍ବପ୍ନ ସତ ହୋଇଥାଏ।

୧୫. ଇଂଷ୍ଟାଗ୍ରାମ ରେ ସବୁଠାରୁ ଅଧିକ ଫଲୋର୍ସ କାହାର ଅଛି?
ଉତ୍ତର- ସ୍ଵୟଂ ଇଂଷ୍ଟାଗ୍ରାମ ର।

୧୬. କେଉଁ ଜୀବର ହାତ କଟିବା ପରେ ଦୁତୀୟ ହାତ ଉତ୍ପନ୍ନ ହୋଇଯାଇଥାଏ ?

ଉତ୍ତର- ଲିଜାର୍ଡ଼ର

୧୭.ଝିଅ ମାନେ ନଖ ବଡ଼ କଣ ପାଇଁ ରଖିଥାନ୍ତି?
ଉତ୍ତର- ଫ୍ୟାସନ ପାଇଁ।

୧୮. ମୁଁ ସବୁଜ ମୋ ଛୁଆ କଳା, ଲୋକେ ମତେ ଛାଡି ମୋ ଛୁଆକୁ ଖାଆନ୍ତି, କୁହନ୍ତୁ ମୁଁ କିଏ ?

ଉତ୍ତର- ଗୁଜୁରାତି

Leave a Reply

Your email address will not be published. Required fields are marked *