ମୁଁ ହତବାକ୍ !! ହଠାତ କାହିଁକି ଏମିତି କହିଲେ ବିଜେପି ସାଂସଦ Aparajita Sarangi, ଦେଖନ୍ତୁ ସେ କଣ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍କୁଲ କ୍ୟାମ୍ପସକୁ ଗଣ ମାଧ୍ୟମ ମନା ପ୍ରସଙ୍ଗରେ ସାଂସଦ ଅପରାଜିତା ଶଢଙ୍ଗୀ ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ସରକାର ଯେଉଁ ନିର୍ଦ୍ଧେଶନାମା ଜାରି କରିଛନ୍ତି, ତାହାକୁ ପ୍ରତ୍ୟାହାର କରନ୍ତୁ । ତେବେ ବନ୍ଧୁଗଣ ଆସନ୍ତୁ ଅପରାଜିତା ଏହି ସମ୍ବନ୍ଧରେ ଆଉ କ’ଣ କ’ଣ କହିଛନ୍ତି ଜାଣିନେବା । ଅପରାଜିତା କହିଛନ୍ତି ଯେ ଦେଖନ୍ତୁ ମୁଁ ହତବାକ ଅଛି ।

ଏହି ଜିନିଷଟି ମୁଁ ପଢିଲି ଯେ ବିଡିଓ ମାନେ ଯିଏ ଚିଠି ଲେଖିଛନ୍ତି ତାହା ମଧ୍ୟ ମୋ ହାତକୁ ଆସିଛି….କିନ୍ତୁ ନାହିଁ ଡ଼ିଓ ଚିଠି ହେଲାପରେ ବିଡିଓ ମଧ୍ୟ ଚିଠି ଲେଖିଛନ୍ତି ଡ଼ିଓ ଚିଠିକୁ ଆଧାର କରିକି । ମାତ୍ର ଏହା ହାସ୍ୟାସ୍ପଦ କଥା ଅଟେ । ବିଦ୍ୟାଳୟରେ କ’ଣ ହେଉଛି କ’ଣ ନାହିଁ ? ଯଦି ଭୁଲ ହେଉଛି ତେବେ ନିଶ୍ଚିତ ଭାବରେ ସାମ୍ବାଦିକ ଭାଇ ମାନଙ୍କର ତାହା କାମ ଅଟେ ତଥା କର୍ତ୍ତବ୍ୟ ସେ ଯିବେ ।

ଏହା ସହିତ ଯେକୌଣସି ଜାଗାକୁ ଯାଇ ତାହାକୁ କଭର କରିବା ତାଙ୍କର ଅଧିକାର । ଏଣୁ ମୁଁ ଭାବୁଛି ଯେ ଏଭଳି ନକରାଯାଉ । ତଥା ଯେଉଁ ଗଣତାନ୍ତ୍ରିକ ପଦ୍ଧତିରେ ଏହା ଗୋଟିଏ ପ୍ରକାରର ବାଧା ସୃଷ୍ଟି କରାଯାଉଅଛି । ଆଉ ଯେତେବେଳେ ସେ ଶିକ୍ଷା ସଚିବା ଥିଲେ ସେତେବେଳେ ଗୋଟିଏ ନୋ ପନିସମେଣ୍ଟ ଜୋନ କରାଯାଇଥିଲା ଆଉ ଆମ୍ଭେ କହିଥିଲୁ ଯେ ଆମ୍ଭେ ସାମ୍ବାଦିକ ମାନେ ଜାଆନ୍ତୁ କୌଣସି ଜାଗାରେ ଯଦି ନୋ ପନିସମେଣ୍ଟକୁ ଭାୟୋଲେନ୍ସ କରାଯାଉଅଛି, ତଥା ଉଲଂଘନ କରାଯାଉଅଛି ତେବେ ଆମ୍ଭକୁ ଜଣାନ୍ତୁ ।

ସେ କହିଛନ୍ତି ଯେ ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ଅଡର, ଏହାକୁ ୱିଡ୍ର କରାଯିବା କଥା । ତେବେ ଏହିଭଳି କହିଛନ୍ତି ଅପରାଜିତା ଶଢଙ୍ଗୀ । ତେବେ ଏହିଭଳି ଭାବରେ ନିଜ ଦୋଷକୁ ନିଜେ ଲୁଚାଇ କିଭଳି ଗଣମାଧ୍ୟମକୁ ଦୋଷ ଦେଇ ପାରୁଛନ୍ତି ? ଯେଉଁ ବିଦ୍ୟାଳୟରେ ଗଣିତ ଶିକ୍ଷକ ୪୯ ରୁ ୧୨ ଗଲେ କେତେ ?

ତଥା ଇଂରାଜୀ ଶିକ୍ଷକ ଏକ ସାଧାରଣ ଇଂରାଜୀ ବାକ୍ୟର ସ୍ପେଲିଙ୍ଗ କହିପାରିଲେ ନାହିଁ ତେବେ ସେହି ବିଦ୍ୟାଳୟର ପାଠପଢା କିଭଳି ହେଉଥିବା ତାହା ଜଳ ଜଳ ହୋଇ ପରିଲକ୍ଷିତ ହେଉଛି । ଶିକ୍ଷକଙ୍କ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମଧ୍ୟ ଦେଶ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ନାମ ଜାଣି ନାହାଁନ୍ତି । ଏହା ସହିତ ସେମାନେ ସପ୍ତମ ଶ୍ରେଣୀରେ ପାଠ ପଡୁଥିବା ସମୟରେ ସପ୍ତମର ବର୍ଣ୍ଣନା ଜାଣିନାହାଁନ୍ତି ।

ତେବେ ବନ୍ଧୁଗଣ ଏହିଭଳି ଶିକ୍ଷାରେ ପିଲାମାନଙ୍କ ଭବିଷ୍ୟତ କିଭଳି ଭାବରେ ଉଜ୍ଵଳ ହେଉଥିବ ଆପଣ ଅନୁମାନ କରି ପାରୁଥିବେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *