ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସଙ୍କ ହାତରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ତ ! ତେବେ ଏପରି କିଛି ମନ୍ତବ୍ୟ ବିଜେଡି ନେତା ଦେବାଶିଷ ନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ତାଙ୍କ କହିବା ଅନୁଯାଇ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli କରି htya କରାଯିବା କଥା ବହୁତ ଦୁଃଖନୀୟ ଘଟଣା ଅଟେ । ତେବେ ସଂପୂର୍ଣ୍ଣ ଭାରତ ବର୍ଷରେ ଏଭଳି ଘଟଣା ହୁଏତ ୨ ଥର ଦେଖାଗଲା ।

କାରଣ ପ୍ରଥମ କରି ଇନ୍ଦିରା ଗାନ୍ଧୀଙ୍କ ଘରେ ତାଙ୍କ ସୁରକ୍ଷା ଦାୟିତ୍ଵରେ ରହିଥିବା ସିକ୍ଯୁରୀଟି ଗାର୍ଡ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଆକ୍ର-ଅମଣ କରିଥିଲେ । ତେବେ ଏଠାରେ ରକ୍ଷକ ଭକ୍ଷକ ସାଜିଲା ପରି କାମ ହୋଇଛି । ତେବେ ଯେଉଁଠାରେ କି ସୁରକ୍ଷା ଦାୟିତ୍ଵରେ ରହିଥିବା ପୋଲିସ ହିଁ ମନ୍ତ୍ରୀଙ୍କୁ mariବାକୁ ଉଦ୍ୟମ କରିଲା । ତେବେ ଯାହାକି ବର୍ତ୍ତମାନ ସମୟରେ ପୋଲିସ ସଂପୂର୍ଣ୍ଣ ଟିମ ପାଇଁ ଏକ କଳଙ୍କ ସାଜିଲା ।
ତେବେ ଯେଉଁ ମାନେ ଲୋକଙ୍କୁ ସୁରକ୍ଷା ଦେବା ଦାୟିତ୍ଵରେ ରହିଛନ୍ତି । ସେମାନେ ଯଦି ଏଭଳି କାର୍ଯ୍ୟ କରିବେ । ତେବେ ଲୋକମାନେ ଅନ୍ୟ କାହା ଉପରେ ବିଶ୍ବାସ କରିବେ । ତେବେ ଏପରି କ୍ଷେତ୍ରରେ କହିବାକୁ ଗଲେ । ବିଜେଡି ନେତା ଶୁଭାଶିଷ ନାୟକଙ୍କ କହିବା ଅନୁଯାଇ ପୋଲିସଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଅଛନ୍ତି ।
କାରଣ ମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ଏତେ ଜନ ସମାଗମ ମଧ୍ୟରେ ପୋଲିସ ଥିବା ଅବସ୍ଥାରେ ହିଁ ସେହି ପୋଲିସ ବିଭାଗର ପୋଲିସ ମନ୍ତ୍ରୀଙ୍କୁ guli କରିବା ପାଇଁ ଦୁଃସାହସ କରିପାରୁଛି । ତେବେ ପୋଲିସ ଡିଜି ଏହି ପ୍ରସଙ୍ଗରେ କଣ ପାଇଁ ଚୁପ ହୋଇ ବସିଛନ୍ତି । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଡିଜି ଏହି ପ୍ରସଙ୍ଗରେ ନିଜର ଷ୍ଟେଟମେଣ୍ଟ ଦିଅନ୍ତୁ । ଏହା ସହିତ ଦୃଢ ବିଶ୍ବାସରେ ଆମ ମୁଖ୍ୟମନ୍ତ୍ରୀ ଆମ ପୋଲିସ ସୁରକ୍ଷା ବଳୟରେ ସୁରକ୍ଷିତ ଅଛନ୍ତି କି ନାହିଁ ଜବାବ ଦିଅନ୍ତୁ ।

ତେବେ ନେତା ଶୁଭାଶିଷ ନାୟକଙ୍କ କହିବା ଅନୁଯାଇ ବ୍ୟକ୍ତିଗତ ସ୍ତରରେ ମନ୍ତ୍ରୀ ନବ ଦାସଙ୍କୁ ମୁଁ ଜାଣିଛି । ତେବେ ସେ ଦଳରେ ମଧ୍ୟ ଜଣେ ଦକ୍ଷ ଓ ସୁସଙ୍ଗଠିତ ମନ୍ତ୍ରୀ ରୂପେ ନିଜର କାର୍ଯ୍ୟ ନିର୍ବାହ କରୁଥିଲେ । ତେବେ ତାଙ୍କ ସହିତ ଏଭଳି ହୋଇଯିବା ଏହା ସହିତ ତାଙ୍କର ପରଲୋକ ଘଟିବା । ଏହା ବହୁତ ବଡ ଏକ ଦୁଃଖ ଖବର ଆମ ମାନଙ୍କ ପାଇଁ ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

