‘ମୋ ସ୍ୱାମୀ ଯେଉଁ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ, କିନ୍ତୁ ଦୟାକରି ମୋ ସ୍ବାମୀଙ୍କୁ ବଞ୍ଚେଇ ଦିଅନ୍ତୁ ନହେଲେ ସେମାନେ ତାଙ୍କୁ…’ Gopal Das ଙ୍କ ପତ୍ନୀ

ନମସ୍କାର ବନ୍ଧୁଗଣ, ମନ୍ତ୍ରୀ ନବ ଦାସଙ୍କ ଘଟଣାର ଅଭିଯୁକ୍ତ ଗୋପାଳ ଜେଲ ଯାଇଛି । କିନ୍ତୁ ଜେଲ ଭିତରେ ଦଣ୍ଡ ଭୋଗିବା ଠାରୁ ଜୀବନ ଚାଲିଯିବାର ଭୟ ବର୍ତ୍ତମାନ ଗୋପାଳକୁ ଏବଂ ଗୋପାଳର ସ୍ତ୍ରୀଙ୍କ ମନରେ ଘାରିଛି । ଗୋପାଳର ସ୍ତ୍ରୀ ଏହି କଥା ଜାଣିବା ପରେ ଘରେ ଶାନ୍ତିରେ ରହିପାରୁନଥିବାର କଥା କହିଛନ୍ତି । ତାଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଗୋପାଳକୁ କରିଥିବା ଭୁଲର ଦଣ୍ଡ ମିଳୁ କିନ୍ତୁ ତାଙ୍କ ଜୀବନ ନଯାଉ ।

ଏହି ଆଶଙ୍କାରେ ସମୟ ବିତାଉଛନ୍ତି ଗୋପାଳର ସ୍ତ୍ରୀ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ । ଗୋପାଳର ସ୍ତ୍ରୀ  ଖବର ପ୍ରସାରଣ ପରେ ଯେତେବେଳେ ଜାଣିବା ପାଇଁ ପାଇଲେ କି ଗୋପାଳ କହୁଛନ୍ତି ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କୁ ଜେଲରେ କେହି ମା-ରି-ଦେଇପାରନ୍ତି । ଏହି କଥା ତାଙ୍କ ସ୍ତ୍ରୀ ଶୁଣିବା ପରେ କହିଛନ୍ତି ମୋ ସ୍ଵାମୀ ମାନୁଛି ଏକ ବଡ ଭୁଲ କରିଦେଇଛନ୍ତି ।

କିନ୍ତୁ ଆପଣ ତାଙ୍କ ଜୀବନ ବଞ୍ଚାଇ ଦିଅନ୍ତୁ । ସେ କରିଥିବା ଭୁଲର ଦଣ୍ଡ ପଛେ ତାଙ୍କୁ ସାରା ଜୀବନ ପାଇଁ ମିଳୁ କିନ୍ତୁ ସେ ଜୀବିତ ଥାନ୍ତୁ । ଗୋପାଳଙ୍କ ଜୀବନ ଉପରେ ଜୀବନ ଉପରେ ବିପଦ ଆସିବା କଥା ଜାଣିବା ପରେ ଗୋପାଳଙ୍କ ସ୍ତ୍ରୀ ବହୁତ ଚିନ୍ତାରେ ସମୟ କଟାଉଛନ୍ତି । ବହୁତ ଭୟ ମଧ୍ୟରେ ରହିଛନ୍ତି ଗୋପାଳଙ୍କ ସ୍ତ୍ରୀ । ଗୋପାଳ ନିଜେ ମଧ୍ୟ କହିଥିଲା କ୍ର-ଆ ଇ-ମବ୍ରାଞ୍ଚ ସାମ୍ନାରେ କି ତାଙ୍କ ଜୀବନ ଉପରେ ବିପଦ ରହିଛି । ତାଙ୍କୁ ଜେଲ ମଧ୍ୟରେ ମା-ରି-ଦେବେ କିଛି ଲୋକ ।

ଜେଲ ଭିତରେ ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ଗୋପାଳକୁ ମାରିବା ପାଇଁ ଷ-ଅଡ-ଯ-ନ୍ତ୍ର କରୁଛନ୍ତି ବୋଲି ଗୋପାଳ କହିଥିଲା ତା ରିମାଣ୍ଡ ସମୟରେ । ଏହି ଖବର ଗୋପାଳର ସ୍ତ୍ରୀ ପାଇବା ପରେ ଅଭିଯୋଗ ଆଣିଛନ୍ତି ଆଉ କହିଛନ୍ତି ତାଙ୍କ ଜୀବନ ଜେଲ ଭିତରେ ନଯାଉ ସେ ଜୀବିତ ରୁହନ୍ତୁ । ନାର୍କୋ ଟେଷ୍ଟ ପରେ ଗୋପାଳକୁ କୋର୍ଟରେ ହାଜର କାରାଯାଇଥିଲା । ଏହାପରେ ଗୋପାଳକୁ ଝାରସୁଗୁଡା ଜେଲରେ ରଖାଯାଇଥିଲା ।

ମଙ୍ଗଳବାର ପୁଣି ଥରେ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯାଇ ଝାରସୁଗୁଡା ଜେଲରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରଣ କରାଯାଇଛି । ଗୋପଳ ଜୀବନ ଉପରେ ବିପଦ ଥିବା ଅଭିଯୋଗ ପରେ କ୍ର-ଆ ଇ-ମବ୍ରାଞ୍ଚ ଏଭଳି ନିଷ୍ପତି ନେଇଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *